ବାବା ରାମଦେବ କାହା ନିୟନ୍ତ୍ରଣରେ ନାହାଁନ୍ତି; କାହିଁକି ଏଭଳି କହିଲେ ଦିଲ୍ଲୀ ହାଇକୋର୍ଟ
ନୂଆଦିଲ୍ଲୀ: ବାବା ରାମଦେବଙ୍କ ହମଦର୍ଦ କମ୍ପାନୀର ସରବତ ଉପରେ 'ଶରବତ ଜିହାଦ'ର ବିବାଦୀୟ ଟିପ୍ପଣୀ ନେଇ ଦିଲ୍ଲୀ ହାଇକୋର୍ଟ ପୁଣି ଥରେ ବର୍ଷିଛନ୍ତି। ଏହା ସହିତ କୋର୍ଟ ଅବମାନନା ନୋଟିସ୍ ଜାରି କରିବାକୁ ପ୍ରସ୍ତୁତ ହେଉଛନ୍ତି।
ଦିଲ୍ଲୀ ହାଇକୋର୍ଟ ଗୁରୁବାର ଦିନ କହିଛନ୍ତି ଯେ ଯୋଗଗୁରୁ ବାବା…