ଭାରତର ଉଡାଣ କଟକଣା…ଦୋହଲିଯିବ ପାକ୍ ଅର୍ଥନୀତି
ନୂଆଦିଲ୍ଲୀ: ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରଠୁ ଆକ୍ସନ୍ ମୋଡରେ ଭାରତ । ଗୋଟେ ପରେ ଗୋଟେ କୁଟନୈତିକ ପଦକ୍ଷେପ ନିଆଯାଉଛି । ଜେସାକୁ ତେସା ନୀତିରେ ପାକିସ୍ତାନର ଉଡାଣ ଉପରେ କଟକଣା ଲଗାଇଛି ଭାରତ । ପୂର୍ବରୁ ପାକିସ୍ତାନ ଭାରତ ପାଇଁ ନିଜ ଏୟାରସ୍ପେସ୍ ବନ୍ଦ କରିଥିଲା । ମେ ୨୩ତାରିଖ…