Latest Odisha News

BREAKING NEWS

Monthly Archives

May 2025

ପହଲଗାମ୍ ଆକ୍ରମଣ: ୨ ଦିନ ପୂର୍ବରୁ ଡେରା ପକାଇଥିଲେ ଆତଙ୍କବାଦୀ, ୩ ସ୍ଥାନରେ କରିଥିଲେ ରେକି

ଶ୍ରୀନଗର: ପହଲଗାମ୍ ଆକ୍ରମଣ, ଯାହା ଏବେ ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଛଡାଇ ନେଇଛି ଅନେକ ଆଖିର ଚମକ । ସ୍ମୃତି ବନାଇବାକୁ ଯାଇ ଆାତଙ୍କବାଦୀ ଗୁଳିରେ ଚିରଦିନ ପାଇଁ ସ୍ମୃତି ପାଲଟି ଯାଇଛନ୍ତି ପ୍ରାୟ ୨୮ ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ । ଏବେ ବି ଜୀବନ ମରଣ ସାଙ୍ଗେ ଯୁଝୁଛନ୍ତି କିଛି ଆହତ ।…

ବିଶ୍ୱରେ କାହିଁକି ଶ୍ରମିକ ଦିବସ ପାଳନ କରାଯାଏ? କ’ଣ ରହିଛି ଏହା ପଛର ଇତିହାସ…

ନୂଆଦିଲ୍ଲୀ: ଶ୍ରମିକ ଦିବସ, ଯାହାକୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ କିମ୍ବା ମେ' ଦିବସ ଭାବରେ ମଧ୍ୟ ଜଣାଯାଏ । ଶ୍ରମିକଙ୍କ ଅବଦାନକୁ ସମ୍ମାନ ଜଣାଇବା ଏବଂ ସେମାନଙ୍କ ଅଧିକାରକୁ ସୁରକ୍ଷା ଦେବା ପାଇଁ ମେ ୧କୁ ସାରା ବିଶ୍ୱରେ ପାଳନ କରାଯାଏ । ଏହି ଦିନଟି ଶ୍ରମିକ ଆନ୍ଦୋଳନ ପାଇଁ ଉତ୍ସର୍ଗୀକୃତ,…

ମଦର ଡେରୀ ପରେ କ୍ଷୀରର ମୂଲ୍ୟ ବୃଦ୍ଧି କଲା ଅମୂଲ, ଜାଣନ୍ତୁ କେତେ ବଢିଲା

ନୂଆଦିଲ୍ଲୀ: ମଦର ଡେରୀ କ୍ଷୀରର ମୂଲ୍ୟ ବୃଦ୍ଧି କରିବାର ଗୋଟିଏ ଦିନ ପରେ ଅମୂଲ ମଧ୍ୟ ଗୁରୁବାରଠାରୁ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି ଘୋଷଣା କରିଛି । କ୍ଷୀରର ଏହି ମୂଲ୍ୟ ବୃଦ୍ଧି ଅମୂଲ ଷ୍ଟାଣ୍ଡାର୍ଡ, ଅମୂଲ ବଫେଲୋ ମିଲ୍କ, ଅମୂଲ ଗୋଲ୍ଡ, ଅମୂଲ ସ୍ଲିମ୍ ଆଣ୍ଡ୍ ଟ୍ରିମ୍, ଅମୂଲ…

କୋହଳ ହେଲା ଭାରତ: ଏଇ ବାଟ ଦେଇ ଏବେବି ଦେଶ ଫେରିପାରିବେ ପାକିସ୍ତାନୀ…

ନୂଆଦିଲ୍ଲୀ: ପୁଣି ଉଦାରତା ଦେଖାଇଛି ଭାରତ। ଭାରତରେ ବସବାସ କରୁଥିବା କିମ୍ବା ଫସିରହିଥିବା ପର୍ଯ୍ୟଟକଙ୍କୁ ଦେଇଛି ବଡ଼ ଆଶ୍ୱସ୍ତି। ପାକିସ୍ତାନୀଙ୍କୁ ଏପ୍ରିଲ ୩୦ ଭିତରେ ଦେଶ ଛାଡ଼ିବାକୁ ଭାରତ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏବେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏପ୍ରିଲ ୩୦ ପରେ…

ପହଲଗାମ୍‌ ଆତଙ୍କୀ ଆକ୍ରମଣ ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି। ଜମ୍ମୁକାଶ୍ମୀରର ୩ ଆବେଦନକାରୀଙ୍କ ଆଧାରରେ ହେବ ଶୁଣାଣି। କମିଟି ଗଠନ କରି ନିରପେକ୍ଷ ତଦନ୍ତ ପାଇଁ ଆବେଦନ ହୋଇଛି। କେନ୍ଦ୍ର ସରକାରଙ୍କୁ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେବାକୁ ଆବେଦନ ହୋଇଛି।…

ରଥଯାତ୍ରା ପାଇଁ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଆଜି ସମନ୍ବୟ ବୈଠକ

ପୁରୀ: ପବିତ୍ର ଅକ୍ଷୟ ତୃତୀୟା ଦିନ ବିଶ୍ବ ପ୍ରଶିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣର ହେଲା ଶୁଭାରମ୍ଭ। ଏହି ଦିନଠାରୁ ରଥଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ଆଜିଠାରୁ ବିଧିବଦ୍ଧ ଭାବେ ରଥଖଳାରେ ଘୋଷଯାତ୍ରା ଲାଗି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ରଥଯାତ୍ରା ପାଇଁ ଆଜି ବସିବ ପ୍ରଥମ…

ଶ୍ରେଣୀ ଗୃହରୁ ଉଦ୍ଧାର ହେଲା ୨୦ ଫୁଟ ଲମ୍ବର ଅହିରାଜ

ଗଜପତି: ରାୟଗଡ଼ ବ୍ଲକ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଉଦ୍ଧାର ହୋଇଛି ୨୦ ଫୁଟ ଲମ୍ବର ଅହିରାଜ। ଗତକାଲି ରାତିରେ ସ୍ନେକ୍ ହେଲ୍ପଲାଇନ ସଦସ୍ୟ ପହଞ୍ଚି ସାପକୁ ଉଦ୍ଧାର କରିଛନ୍ତି। ସ୍କୁଲର କ୍ଲାସରୁମ ଭିତରକୁ ପଶି ଆସିଥିଲା ଅହିରାଜ। ଉଦ୍ଧାର ସାପକୁ ଜଙ୍ଗଲରେ ଛଡାଯାଇଛି । ସୂଚନା…

ଭାରତର ଆକ୍ରମଣ ଭୟ; ଭୁଶୁଡିଲା ପାକିସ୍ତାନ ସେୟାର ମାର୍କେଟ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତର ଆକ୍ରମଣାତ୍ମକ ମନୋଭାବ ଜାରି ରହିଥିବାର ପ୍ରଭାବ ବୁଧବାର ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜରେ ମଧ୍ୟ ଦେଖିବାକୁ ମିଳିଥିଲା । ଭାରତରୁ ଆକ୍ରମଣ ଭୟରେ ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜ ୩ ହଜାର ୨୦୦ ଅଙ୍କ ତଳକୁ ଖସିଆସିଛି । ପାକିସ୍ତାନୀ…

ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଭିତରକନିକା ବନ୍ଦ

କେନ୍ଦ୍ରାପଡ଼ା: ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ। ଆଜିଠାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୩ ମାସ ଧରି ପର୍ଯ୍ୟଟକଙ୍କ ପାଇଁ କେନ୍ଦ୍ରାପଡ଼ାର ଭିତରକନିକା ବନ୍ଦ ରହିବ। ଏହି ସମୟରେ ପ୍ରଜନନ ପାଇଁ ବଉଳା କୁମ୍ଭୀର ହିଂସ୍ର ହେଉଥିବାରୁ ପର୍ଯ୍ୟଟକମାନଙ୍କୁ ଆକ୍ରମଣ…

ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ: ୭ ଜିଲ୍ଲାକୁ ଅରେଞ୍ଜ, ୮ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆଜି ପାଇଁ ପୁରା ରାଜ୍ୟକୁ କାଳବୈଶାଖୀ ବର୍ଷା ନେଇ ଚେତାବନୀ ଦେଇଛି ପାଣିପାଗ ବିଭାଗ। ୭ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏବେ କାଳବୈଶାଖୀ ବର୍ଷା ତାଣ୍ଡବ ରଚୁଥିବା ବେଳେ ୪ ତାରିଖ ପରେ ତାତି ବଢିବ। ତେବେ ଆଜି ତାଣ୍ଡବ…