Latest Odisha News

BREAKING NEWS

Monthly Archives

May 2025

ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କୁ ଫୋନ୍ କରି ଏପରି କହିଲେ ଆମେରିକା ବୈଦେଶିକ ସଚିବ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ବୁଧବାର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ଆମେରିକୀୟ ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ମଧ୍ୟରେ ଆଲୋଚନା ହୋଇଛି । ସେହିପରି ମାର୍କୋ ରୁବିଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସହ ଫୋନରେ ଆଲୋଚନା କରିଥିଲେ ।…

‘ଜାତି ଭିତ୍ତିକ ଜନଗଣନା ସମାଜର ସମସ୍ତ ବର୍ଗକୁ ପରିଚୟ ଏବଂ ପ୍ରତିନିଧିତ୍ୱ ଦେବାରେ ସାହାଯ୍ୟ କରିବ’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକ (ସିସିପିଏ)ରେ ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଛି । ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ଏବେ ଆଗାମୀ ଜନଗଣନାରେ ଜାତି ଭିତ୍ତିକ ତଥ୍ୟ ମଧ୍ୟ ସଂଗ୍ରହ କରାଯିବ…

ପାକିସ୍ତାନ ଆର୍ମିର ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲ ବ୍ଲକ୍ କଲା ଭାରତ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନ ବିରୁଦ୍ଧରେ ଲଗାତାର କଠୋର ନିଷ୍ପତ୍ତି ନେଉଛି । ବୁଧବାର ସନ୍ଧ୍ୟାରେ, ଭାରତ ପାକିସ୍ତାନ ପାଇଁ ତାର ଆକାଶ ମାର୍ଗ ବନ୍ଦ କରିଦେଇଥିଲା ଏବଂ ଆଜି ସକାଳେ ପାକିସ୍ତାନର ISPR ସରକାରୀ ୟୁଟ୍ୟୁବ୍ ଚ୍ୟାନେଲକୁ ମଧ୍ୟ ଭାରତରେ ବ୍ଲକ୍…

ଘରକୁ ମାଡ଼ିଗଲା କାର୍‌, ୫ ମେଡିକାଲ ଛାତ୍ର ମୃତ

ନେଲୋର: ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲାର ପୋଥିରେଡ୍ଡିପାଲେମ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଛଅ ଜଣଙ୍କର ମୃତ୍ୟୁ ହୋଇଛି । ଏକ ଦ୍ରୁତଗାମୀ କାର ନିୟନ୍ତ୍ରଣ ହରାଇ ଏକ ଘର ଉପରେ ଚଢିଯିବାରୁ ଏହି ଦୁର୍ଘଟଣା ଘଟିଥିଲା । ମୃତକଙ୍କ ମଧ୍ୟରୁ ୫ ଜଣ ନାରାୟଣ ମେଡିକାଲ କଲେଜର ଛାତ୍ର ଥିଲେ…

ଶ୍ରୀ ଭାଗବତ ସାର ୨୩: ଯଦି ପ୍ରାଣୀ ନିମିଷଟିଏ ସତସଙ୍ଗରେ ବିତାଏ ତେବେ ସେ ଭବ ବନ୍ଧନ ପାରି ହୁଏ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଗ୍ରନ୍ଥ ଏପରି ଏକ ଗୁରୁ ଯେକି ସାଧାରଣ ସଂସାରୀ ପ୍ରାଣୀଙ୍କୁ ମଧ୍ୟ କୁବୁଦ୍ଧି ତ୍ୟାଗ କରି ନିଜର ସୁଜ୍ଞାନ ପ୍ରଭାଵରେ ଭଗବାନଙ୍କ ସାନିଧ୍ୟ ଲାଭ କରିବାରେ ସାହାଯ୍ୟ କରିଥାଏ। ଶ୍ରୀମଦ ଭାଗବତ ପ୍ରଥମ ସ୍କନ୍ଦରେ ସାଧୁ…