Latest Odisha News
Monthly Archives

May 2025

ଖୁବ ଶୀଘ୍ର ବିଶ୍ୱ ଯୁଦ୍ଧ ! ନିଆଁ ସହ ଖେଳୁଛନ୍ତି ପୁତିନ କହିଲେ ଟ୍ରମ୍ପ

ନୂଆଦିଲ୍ଲୀ: ଖୁବ ଶୀଘ୍ର ବିଶ୍ୱ ଦେଖିବାକୁ ଯାଉଛି ମହାଯୁଦ୍ଧ। ସିଧା ଭାଷାରେ କହିଲେ ବିଶ୍ୱ ଯୁଦ୍ଧ। ଆଜ୍ଞା ହଁ, ହୁଏ ତ ଏହା ଏକପ୍ରକାର ଅନୁମାନ ହୋଇପାରେ। କିନ୍ତୁ ବିଶ୍ୱ ଯୁଦ୍ଧ ଆଡ଼କୁ ସଙ୍କେତ ଦେଲାଣି ରୁଷିଆ-ୟୁକ୍ରେନ ଯୁଦ୍ଧ ।  ଏବେ ଆଉ ଋଷିଆ-ୟୁକ୍ରେନ ମଧ୍ୟରେ ନୁହେଁ, ଆମେରିକା-ଋଷିଆ…

ରୋବଟଙ୍କ ମଧ୍ୟରେ ଆୟୋଜିତ ହେଲା ରୋମାଂଚକ ବକ୍ସିଂ ପ୍ରତିଯୋଗିତା

ନୂଆଦିଲ୍ଲୀ: ଅତ୍ୟାଧୂନିକ ଟେକ୍ନୋଲୋଜି ଏବେ ଲୋକମାନଙ୍କ ମନୋରଞ୍ଜନର ମାଧ୍ୟମ ପାଲଟିଯାଇଛି । ଚୀନର ହାଙ୍ଗଝୋଉରେ ରୋବୋଟମାନଙ୍କୁ ନେଇ ଏକ ବକ୍ସିଂ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ରୋବୋଟଙ୍କୁ ଅବଶ୍ୟ ଦୂରରେ ବସି କଂଟ୍ରୋଲ କରାଯାଉଥିଲା । ସମସ୍ତ ରୋବୋଟର ଉଚ୍ଚତା ୧.୩ ମିଟର ଥିବା ବେଳେ ଓଜନ…

ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ଉପରେ ବର୍ଷିଲେ ଦୀପିକାଙ୍କ ଫ୍ୟାନ୍ସ, ଯଦି ଏଠି ହିରୋ ଥାନ୍ତେ…

ମୁମ୍ବାଇ: ନିକଟରେ ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ଅପକମିଂ ଫିଲ୍ମ 'ସ୍ପିରିଟ୍'କୁ ନେଇ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଚର୍ଚ୍ଚାକୁ ଆସିଛନ୍ତି। ସୂଚନା ଅନୁଯାୟୀ ଦୀପିକା ଫିଲ୍ମର ସୁଟିଂ ପାଇଁ  ସେଟରେ ୮ ଘଣ୍ଟାର ସିଫ୍ଟ ଦାବି କରିଥିଲେ, ଯାହାପରେ ତାଙ୍କୁ ଅନ ପ୍ରଫେସନାଲ କହି ଫିଲ୍ମରୁ…

ଆଇପିଏଲ ପ୍ଲେ ଅଫ: କେଉଁ ଟିମ ରହିଛି କେତେ ମଜଭୁତ

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ପ୍ଲେ ଅଫ ପାଇଁ ଟିମ ଚୂଡାନ୍ତ ହୋଇ ସାରିଛି । ଲକ୍ଷ୍ନୌ ସୁପର ଜ୍ୟାଂଟସକୁ ହରାଇ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର କ୍ୱାଲିଫାୟର ୧କୁ ଉନ୍ନୀତ ହୋଇଛି । ଗୁଜରାଟ ଟାଇଟାନ୍ସ ଏଲିମିନେଟରରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ । ଆସନ୍ତୁ ୪ଟିମର ପ୍ଲେ ଅଫ ପ୍ରଦର୍ଶନ ଉପରେ…

ପୁରୁଷମାନଙ୍କ ତୁଳନାରେ ମହିଳାଙ୍କ କ୍ଷେତ୍ରରେ ହାଇପୋଥାଇରଏଡିଜ୍‌ମ ୩ ଗୁଣ ଅଧିକ ପ୍ରଭାବୀ

ଭୁବନେଶ୍ୱର: ଦିନକୁ ଦିନ ବୃଦ୍ଧି ପାଉଛି ଥାଇରଏଡ୍‌ ରୋଗୀଙ୍କ ସଂଖ୍ୟା । ଶୀଘ୍ର ଏହି ରୋଗର ଚିହ୍ନଟ ନହେଲେ ଏହା ବିପଦଜନକ ସାବ୍ୟସ୍ତ ହୋଇଥାଏ । ତେବେ ଏହି ରୋଗର ପ୍ରାରମ୍ଭିକ ନିର୍ଣ୍ଣୟରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବା ନେଇ ମତବ୍ୟକ୍ତ କରିଛନ୍ତି ଏମସ୍…

ବିଚାରପତି ଯଶୱନ୍ତ ବର୍ମାଙ୍କ ବିରୋଧରେ ଆସିପାରେ ମହାଭିଯୋଗ ପ୍ରସ୍ତାବ

ନୂଆଦିଲ୍ଲୀ: ଆହ୍ଲାବାଦ ହାଇକୋର୍ଟର ବିଚାରପତି ଯଶୱନ୍ତ ବର୍ମାଙ୍କ ସରକାରୀ ବାସଭବନରୁ ପୋଡ଼ା ନୋଟ୍ ବସ୍ତା ଉଦ୍ଧାର ଘଟଣାରେ ବିବାଦ ବଢ଼ିବାରେ ଲାଗିଛି। ବର୍ତ୍ତମାନ କେନ୍ଦ୍ର ସରକାର ତାଙ୍କ ବିରୁଦ୍ଧରେ ସଂସଦରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ବିଚାର କରୁଥିବା ଜଣାପଡିଛି। ତେବେ ଏହି…

କେଜିଏଫ ମେକର୍ସଙ୍କ ଫିଲ୍ମରେ ଅଭିନୟ କରିବେ ହ୍ରିତିକ

ମୁମ୍ବାଇ: ହ୍ରିତିକ ରୋଶନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । କେଜିଏଫ ୧, କେଜିଏଫ ୨ ଓ ସାଲାର ପାର୍ଟ ୧ ଓ କାନ୍ତାରା ପରି ଫିଲ୍ମ କରିଥିବା ହୋମ୍ବଲେ ଫିଲ୍ମସ ଏବେ ହ୍ରିତିକଙ୍କୁ ନେଇ ନୂଆ ଫିଲ୍ମ କରିବେ । ଏହା ଏକ ପ୍ୟାନ ଇଣ୍ଡିଆ ଫିଲ୍ମ ହେବ । ଆମେ ଏ ଭଳି ଏକ କାହାଣୀ ନେଇ ଆସିବୁ ଯାହାକୁ…

ହନିମୁନ ପାଇଁ ଯାଇଥିବା ବେଳେ ମେଘାଳୟରେ ନିଖୋଜ ନବବିବାହିତା

ଇନ୍ଦୋର: ହନିମୁନ ପାଇଁ ଯାଇଥିବା ବେଳେ ମେଘାଳୟରେ ନିଖୋଜ ନବବିବାହିତା। ମଧ୍ୟପ୍ରଦେଶର ଇନ୍ଦୋରର ୨୭ ବର୍ଷୀୟ ରାଜା ରଘୁବଂଶୀ ଏବଂ ତାଙ୍କ ପତ୍ନୀ ସୋନମଙ୍କ ବାହାଘର ମେ ୧୧ ରେ ହୋଇଥିଲା। ସେମାନେ ତାଙ୍କର ହନିମୁନ ମନେଇବା ପାଇଁ ମେଘାଳୟର ପର୍ଯ୍ୟଟନସ୍ଥଳ ସୋହରାକୁ (ଚେରାପୁଞ୍ଜି) ଯାଇଥିଲେ।…

କାମି ରିତା କିଏ? ଯିଏ ୩୧ ଥର ଏଭରେଷ୍ଟ ଚଢ଼ି କଲେ ବିଶ୍ବ ରେକର୍ଡ

କାଠମାଣ୍ଡୁ: ବିଶ୍ୱର ଅଧିକାଂଶ ପର୍ବତାରୋହୀଙ୍କ ସ୍ୱପ୍ନ ହେଉଛି ଅତି କମରେ ଥରେ ଏଭରେଷ୍ଟ ଶିଖରକୁ ଚଢ଼ିବା। କିନ୍ତୁ ନେପାଳର ଏପରି ଜଣେ ବ୍ୟକ୍ତି ଅଛନ୍ତି, ଯିଏ ଥରେ କି ଦୁଇଥର ନୁହେଁ, ବରଂ ୩୧ ଥର ଏଭରେଷ୍ଟ ଚଢ଼ି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ନେପାଳର ଏଭରେଷ୍ଟ ମ୍ୟାନ୍‌ ଭାବେ ପରିଚିତ…

ଆସନ୍ତାକାଲି ଅନୁଷ୍ଠିତ ହେବ ଲକ୍ଷପତି ଦିଦି ସମ୍ମିଳନୀ ୨୦୨୫

ଭୁବନେଶ୍ୱର: ମିଶନ ଶକ୍ତି ବିଭାଗ ପକ୍ଷରୁ ‘ଲକ୍ଷପତି ଦିଦି ସମ୍ମିଳନୀ ୨୦୨୫’ ମେ ୨୯ ଅର୍ଥାତ୍ ଆସନ୍ତାକାଲି ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ହେବ । ଦେଶର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ସଫଳତାକୁ ସମର୍ଥନ ଦେବା ସହ ଗ୍ରାମୀଣ ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଦେବା ଏହାର…