‘ଅପରେସନ ସିନ୍ଦୂର’ର ସବୁଠୁ ଛୋଟ ଯୋଦ୍ଧା; ଯୁଦ୍ଧ ବେଳେ ଯବାନଙ୍କୁ ଦେଇଥିଲେ ପାଣି, ଲସି…
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ସୀମାରେ ଅବସ୍ଥିତ ପଞ୍ଜାବର ଫିରୋଜପୁର ଜିଲ୍ଲାର ତାରା ୱାଲି ଗାଁର। ଧୂଆଁ, ଧୂଳି ଓ ଗରମ ଭିତରେ ଶହ ଶହ ଗ୍ରାମବାସୀ ନିଜ ଆଖି ସାମ୍ନାରେ ଦେଖିଥିଲେ ଅପରେସନ ସିନ୍ଦୂରର ରୂପ। ସେନାବାହିନୀ ଗାଁର ଖୋଲା ପଡ଼ିଆରେ ଶିବିର ସ୍ଥାପନ କରିଥିଲେ। ସେମାନଙ୍କ ବୁଟ୍ ଚିହ୍ନ…