କେନ୍ଦ୍ରର ନିର୍ଦ୍ଦେଶ; କାଲି ସୀମାବର୍ତ୍ତୀ ୪ ରାଜ୍ୟରେ ହେବ ମକଡ୍ରିଲ
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ସୀମାରେ ଅବସ୍ଥିତ ୪ଟି ରାଜ୍ୟରେ ପୁଣି ଥରେ ମକ୍ ଡ୍ରିଲ୍ ଘୋଷଣା କରାଯାଇଛି। ଆସନ୍ତାକାଲି ଅର୍ଥାତ୍ ୨୯ ମେରେ ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ଏବଂ ଜମ୍ମୁ-କାଶ୍ମୀରରେ ନାଗରିକ ସୁରକ୍ଷା ମକ୍ ଡ୍ରିଲ୍ ଅନୁଷ୍ଠିତ ହେବ।
ତେବେ ଏହି ମକ୍ ଡ୍ରିଲ୍ ପାକିସ୍ତାନ…