Latest Odisha News

BREAKING NEWS

Monthly Archives

May 2025

‘ମୋତେ ଗୁଳି କରି, ପୋତି ଦିଅ’: ଦେଶ ଛାଡିବା ପୂର୍ବରୁ କାହିଁକି ଏମିତି କହିଥିଲେ ହସିନା?

ନୂଆଦିଲ୍ଲୀ: ୨୦୨୪ ବର୍ଷ ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପାଇଁ ଭଲ ନଥିଲା। ଦେଶରେ ପ୍ରବଳ ବିରୋଧ ପ୍ରଦର୍ଶନ ତାଙ୍କୁ ପଦରୁ ଇସ୍ତଫା ଦେବାକୁ ବାଧ୍ୟ କରିଥିଲା । ଖାଲି ଇସ୍ତଫା ଦେଇନଥିଲେ, ସ୍ଥିତି ଏମିତି ହୋଇଥିଲା ଯେ, ଶେଷରେ ଲୁଚିକି ଦେଶ ଛାଡିଥିଲେ ହସିନା ।  କିନ୍ତୁ…

ଏଇ ଦେଶ ଦେଲା ତୃତୀୟ ବିଶ୍ବଯୁଦ୍ଧ ଧମକ !

ନୂଆଦିଲ୍ଲୀ: ଟ୍ରମ୍ପଙ୍କୁ ତୃତୀୟ ବିଶ୍ବଯୁଦ୍ଧର ଚେତାବନୀ ଦେଲେ ପୂର୍ବତନ ରୁଷ ରାଷ୍ଟ୍ରପତି । ୟୁକ୍ରେନ ସହିତ ଶାନ୍ତି ଆଲୋଚନାରେ ସାମିଲ ହେବାକୁ ମନା କରି ଭ୍ଲାଦିମିର ପୁଟିନ ନିଆଁ ସହ ଖେଳୁଛନ୍ତି ବୋଲି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ମନ୍ତବ୍ୟ ରଖିବା ପରେ, ପୂର୍ବତନ ରୁଷ ରାଷ୍ଟ୍ରପତି ତଥା…

ଡରାଉଛି ମହାମାରୀ, ରାଜ୍ୟରେ ୫ ନୂଆ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଦିନକୁ ଦିନ କୋଭିଡ ସଂକ୍ରମଣ ବିସ୍ତାର କରୁଛି। ଡରାଉଛି ମହାମାରୀ। ଏବେ ରାଜ୍ୟରେ ଚିହ୍ନଟ ହେଲା ୫ ନୂଆ କୋଭିଡ୍‌ ଆକ୍ରାନ୍ତ। ଜଣେ ବ୍ୟକ୍ତିଙ୍କ ଆଣ୍ଟିଜେନ୍ ପରୀକ୍ଷାରୁ ସ୍ପଷ୍ଟ ହୋଇଥିବା ସୂଚନା। ତେବେ ଆଣ୍ଟିଜେନ୍‌ କିଟ୍ କେତେ କାମ କରୁଛି, ତାହା ପରୀକ୍ଷା କରିବାକୁ ଆଣ୍ଟିଜେନ୍‌…

ଗବେଷକଙ୍କ ଐତିହାସିକ ସଫଳତା; ଦେଶର ପ୍ରଥମ ଜିନ୍-ଏଡିଟେଡ୍ ମେଣ୍ଢାର ସୃଷ୍ଟି

ନୂଆଦିଲ୍ଲୀ: ଶେର-ଏ-କାଶ୍ମୀର କୃଷି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (ଏସକେୟୁଏଏସଟି)ର ଗବେଷକମାନେ ଦେଶର ପ୍ରଥମ ଜିନ୍-ଏଡିଟେଡ୍ ମେଣ୍ଢା ସୃଷ୍ଟି କରିଛନ୍ତି। ଏହାକୁ ପଶୁ ଜୈବ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏକ ଐତିହାସିକ ସଫଳତା ବୋଲି ବିବେଚନା କରାଯାଉଛି। ଗବେଷକମାନେ…

ଦିଲୀପଙ୍କୁ ନେଇ ରୋହିତଙ୍କ କଥା ମାନିଲା ବିସିସିଆଇ

ନୂଆଦିଲ୍ଲୀ: ଟି ଦିଲୀପଙ୍କୁ ପୂନର୍ବାର ଭାରତୀୟ କ୍ରିକେଟ ଟିମର ଫିଲ୍ଡିଂ କୋଚ ଭାବେ ନିଯୁକ୍ତ କରାଯାଇଛି । କ୍ରିକବିଜ ରିପୋର୍ଟ ଅନୁସାରେ ତାଙ୍କୁ ପୂନର୍ବାରେ ୧ ବର୍ଷର ଚୁକ୍ତି ପ୍ରଦାନ କରାଯାଇଛି । ଅବଶ୍ୟ ବିସିସିଆଇ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ କୌଣସି ବୟାନ ଜାରୀ କରାଯାଇ ନାହିଁ ।…

ସୁନ୍ଦରଗଡ଼ ଖଣି ଲୁଟ୍ ମାମଲା: ତଦନ୍ତ ପାଇଁ ପହଞ୍ଚିଲା ଭିଜିଲାନ୍ସ ଏସ୍ଆଇଟି

ସୁନ୍ଦରଗଡ:ସୁନ୍ଦରଗଡ଼ ଖଣି ଚୋରି ମାମଲାର ଭିଜିଲାନ୍ସ ଏସ୍‌ଆଇଟି କରୁଛି ଖୋଳତାଡ। ଏଥିପାଇଁ ସୁନ୍ଦରଗଡ଼ରେ ପହଞ୍ଚିଛି ଭିଜିଲାନ୍ସ ଏସ୍‌ଆଇଟି ଟିମ୍। ଗୋପାଳପୁର ଫରେଷ୍ଟ ରେଞ୍ଜର ତେଲନଡିହି, ରତନସରା, ଭୋଗ୍ରାକଛାର, ଜାମକାନି ଜଙ୍ଗଲରେ ଥିବା ଚୋରା କୋଇଲା ଖଣି ଗ୍ରାଉଣ୍ଡରେ ପହଞ୍ଚି ଏସ୍‌ଆଇଟି…

ଚୀନର ଅର୍ଥନୀତିକୁ ଚକମା ଦବ ଭାରତ: ନୀତି ଆୟୋଗ ସଦସ୍ୟ କହିଲେ ଷ୍ଟ୍ରାଟେଜୀ 

ନୂଆଦିଲ୍ଲୀ: ଖୁବଶୀଘ୍ର ଚୀନ ଅର୍ଥନୀତିକୁ ଚକମା ଦେବାକୁ ଯାଉଛି ଭାରତ। ସିଧା ଚୀନର ସମକ୍ଷକରେ ପହଞ୍ଚିବ ଭାରତର ଅର୍ଥନୀତି। ଭାରତର ଅର୍ଥନୀତି କେତେ ଗତିରେ ବୃଦ୍ଧି ପାଉଛି, ଦେଶର ଅର୍ଥନୀତି ଆଗାମୀ ବର୍ଷମାନଙ୍କରେ କେଉଁଠାରେ ପହଞ୍ଚିବ ସେନେଇ ଏବେ ବଡ଼ ସୂଚନା ଦେଇଛନ୍ତି ନୀତି ଆୟୋଗର ସଦସ୍ୟ…

ମନ୍ତ୍ରୀ ଓ ଅଧିକାରୀଙ୍କ ମାସିକ ଗାଡ଼ିଭଡ଼ା ଖର୍ଚ୍ଚ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଓଡ଼ିଶା ସରକାର ବୁଧବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ମନ୍ତ୍ରୀ ଓ ଅଧିକାରୀଙ୍କ ମାସିକ ଗାଡ଼ିଭଡ଼ା ଖର୍ଚ୍ଚ ବୃଦ୍ଧି କଲେ ରାଜ୍ୟ ସରକାର। ପୂର୍ବ ନିର୍ଦ୍ଧାରିତ ଘରୋଇ ଗାଡ଼ିଭଡ଼ା ଖର୍ଚ୍ଚରେ କଲେ ସଂଶୋଧନ। ଏନେଇ ଏକ ନୋଟିସ୍‌ ପ୍ରକାଶ ପାଇଛି। ପୂର୍ବ ନିର୍ଦ୍ଧାରିତ ଖର୍ଚ୍ଚ…

ବହୁ ଚର୍ଚ୍ଚିତ ପାଟଣାଗଡ଼ ‘ପାର୍ସଲ୍ ବୋମା’ ରାୟ ଶୁଣାଣି, ପୁଞ୍ଜିଲାଲ ମେହେରକୁ ଆଜୀବନ କାରାଦଣ୍ଡାଦେଶ

ପାଟଣାଗଡ଼: ବହୁ ଚର୍ଚ୍ଚିତ ବଲାଙ୍ଗୀର ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଆସିଛି ରାୟ। ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ପାଟଣାଗଡ ଏଡିଜେ କୋର୍ଟ। ପୁଞ୍ଜିଲାଲଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜୋରିମାନା ସଜା ଶୁଣାଇଲେ ପାଟଣାଗଡ଼ ଏଡିଜେ…

ଭାଷା ବିବାଦରେ ଫସିଗଲେ ଅଭିନେତା କମଲ ହାସନ, କନ୍ନଡ଼କୁ ନେଇ କହିଦେଲେ ବଡ଼ କଥା

ହାଇଦ୍ରାବାଦ: ଫିଲ୍ମ ରିଲିଜ ହେବା ପୂର୍ବରୁ ଭାଷା ବିବାଦରେ ଫସିଗଲେ ଅଭିନେତା କମଲ ହାସନ। ତାମିଲ ମେଗାଷ୍ଟାର କମଲ ହାସନ ତାଙ୍କର ନୂତନ ଫିଲ୍ମ 'ଥଗ୍ ଲାଇଫ୍' ରିଲିଜ୍ ହେବାର କିଛି ସପ୍ତାହ ପୂର୍ବରୁ ଚେନ୍ନାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାଙ୍କ ବୟାନ ଏବେ ନୂତନ ବିବାଦ ସୃଷ୍ଟି କରିଛି।…