ଏଣିକି ମନଇଚ୍ଛା ଖବର ପ୍ରକାଶନ ଓ ବିଦେଶୀ ପାଣ୍ଠି ହାସଲ କରିପାରିବନି ଏନଜିଓ, ଏଫ୍ସିଆର୍ଏକୁ କଡ଼ାକଡ଼ି କଲା କେନ୍ଦ୍ର
ନୂଆଦିଲ୍ଲୀ: ଏଣିକି ମନ ଇଚ୍ଛା ବିଦେଶୀ ପାଣ୍ଠି ହାସଲ କରିପାରିବେ ନାହିଁ ଭାରତୀୟ ଏନଜିଓ। ଏହାସହ କୌଣସି ଏନଜିଓ ଖବର ପ୍ରକାଶନ ମଧ୍ୟ କରିପାରିବେ ନାହିଁ। ଏନେଇ ଏଫ୍ସିଆର୍ଏକୁ କଡ଼ାକଡ଼ି କଲା କେନ୍ଦ୍ର। କେନ୍ଦ୍ର ସରକାର କହିଛନ୍ତି ଯେ ପ୍ରକାଶନ କାର୍ଯ୍ୟକଳାପରେ ନିୟୋଜିତ ଏବଂ ବିଦେଶୀ…