ଯବାନକୁ ହନ୍ତସନ୍ତ କରୁଥିଲା ଡ୍ରେନ ଦୁର୍ଗନ୍ଧ, ନିଜ ଆଡୁ ହସ୍ତକ୍ଷେପ କରି ଭର୍ତ୍ସନା କଲେ ହାଇକୋର୍ଟ
ନୂଆଦିଲ୍ଲୀ: ରାସ୍ତାରେ ବହୁଛି ନାଳ ନର୍ଦ୍ଦମାର ପାଣି। ଯାତାୟତ ବାଟରେ କୁଢକୁଢ ଆବର୍ଜନା। ନର୍ଦ୍ଦମାର ଏହି ଦୁର୍ଗନ୍ଧ ଯୋଗୁଁ ପ୍ରତ୍ୟେକ ଦିନ ହନ୍ତସନ୍ତ ହେବାକୁ ପଡୁଛି। ସାମାନ୍ୟ ବର୍ଷା ହେଲେ ଅଣ୍ଟାଏ ପାଣି। ଆମେ ଏଠାରେ କୌଣସି ବସ୍ତି କିମ୍ବା ଗାଁ କଥା କହୁନୁ, ଏହା ହେଉଛି ରାଜଧାନୀ…