Latest Odisha News

BREAKING NEWS

Monthly Archives

May 2025

ଏହି ସ୍ଥାନରେ ମାଗଣାରେ ଉପଲବ୍ଧ ହେବ ChatGPT Plus ସବସ୍କ୍ରିପସନ୍

ନୂଆଦିଲ୍ଲୀ: OpenAIର ଲୋକପ୍ରିୟ AI ଟୁଲ୍ ChatGPT ଲୋକଙ୍କ ମଧ୍ୟରେ ଅଧିକ ଲୋକପ୍ରିୟ ହୋଇଛି। ତେବେ ଏପରି ଏକ ଦେଶ ଅଛି ଯେଉଁଠାରେ ସରକାର ସମସ୍ତଙ୍କୁ ChatGPTର ପ୍ରିମିୟମ୍ ChatGPT Plus ସବସ୍କ୍ରିପସନ୍ ମାଗଣାରେ ବଣ୍ଟନ କରିବାକୁ ଯାଉଛନ୍ତି। UAEରେ ରହୁଥିବା ଲୋକମାନେ ଖୁବ୍ ଶୀଘ୍ର…

ପୁରୀ ଗସ୍ତରେ ଆସିବେ ଆକାଶ ଅମ୍ବାନୀ, ଶ୍ରୀଜିଉଙ୍କ ଆଶିଷ ନେବେ

ଭୁବନେଶ୍ୱର: ବିଜନେସ ଟାଇକୁନ ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଏମ୍ ଅମ୍ବାନୀ ମଙ୍ଗଳବାର ରାତିରେ ପୁରୀରେ ପହଞ୍ଚିବେ। ଏହାପରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବେ। ସୂଚନା ଅନୁସାରେ, ଆଜି ରାତି ପ୍ରାୟ ୧୦.୪୫ ସମୟରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଆକାଶ ଭୁବନେଶ୍ୱରର ବିଜୁ…

ସେନାର ଅପରେସନ୍ ଆତଙ୍କୀ ଖୋଜା: ଆଲର୍ଟରେ ସୁରକ୍ଷାକର୍ମୀ

ଶ୍ରୀନଗର: ଭାରତ ପାକିସ୍ତାନର ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିବା ସତ୍ତ୍ୱେ ବି ଆତଙ୍କବାଦୀଙ୍କ ଚେତା ପଶୁନି। ଜମ୍ମୁ-କାଶ୍ମୀରର କାଠୁଆ ଓ ସାମ୍ବା ଜିଲ୍ଲାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଠି। ସେନା ଏବେ ଆତଙ୍କୀ ଖୋଜା ଅପରେସନ୍ ଚଳାଇଛି। କଠୁଆରେ ଆତଙ୍କୀ ଲୁଚିଥିବା ନେଇ…

ବୋମା ବିସ୍ଫୋଣରେ ଉଡିଗଲା ସନ୍ଦିଗ୍ଧ ଯୁବକ, ଆତଙ୍କବାଦୀଙ୍କ ସହ ସମ୍ପର୍କ ଥିଲା…

ଅମୃତସର: ଅମୃତସର ମାଜିଥା ରୋଡ୍ ବାଇପାସର ଡିସେଣ୍ଟ ଆଭେନ୍ୟୁ ବାହାରେ ଏକ ବିସ୍ଫୋରଣ ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସର କହିବା ଅନୁଯାୟୀ, ମୃତକଙ୍କର କୌଣସି ଆତଙ୍କବାଦୀ ସଂଗଠନ ସହିତ ସମ୍ପର୍କ ଥିଲା। କୁହାଯାଉଛି ଯେ ମୃତକ ଆତଙ୍କବାଦୀ ସଂଗଠନ ବବର ଖାଲସାର ସଦସ୍ୟ ଥିଲେ।…

ଉପକୂଳ ରାଜପଥ ନିର୍ମାଣ ଟେଣ୍ଡର ବାତିଲ ରାଜ୍ୟବାସୀଙ୍କ ପାଇଁ ଏକ ଧୋକା: ବିଜେଡି

ଭୁବନେଶ୍ୱର: ଓଡ଼ିଶାରେ ଏନଏଚଏଆଇ ଦ୍ୱାରା ନିର୍ମାଣ ହେବାକୁ ଥିବା ଉଚ୍ଚାଭିଳାଷୀ ଉପକୂଳବର୍ତ୍ତୀ ରାଜପଥର ଟେଣ୍ଡରକୁ ଅଚାନକ ବାତିଲ କରାଯିବାକୁ ନେଇ ବିଜୁ ଜନତା ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ପ୍ରକଳ୍ପର ଭିତ୍ତିପ୍ରସ୍ତରକୁ ଇତି ମଧ୍ୟରେ ୧୦ ବର୍ଷ ବିତି ଯାଇଥିଲେ ସୁଦ୍ଧା ପ୍ରକଳ୍ପରେ…

ବେଆଇନ ଓ୍ବାଟର ସ୍ପୋର୍ଟସ ସଂସ୍ଥାର ଟିକେଟ୍ କାଉଣ୍ଟର ଭାଙ୍ଗିଲା ପୁରୀ ପ୍ରଶାସନ

ପୁରୀ: ଗତକାଲି ପୁରୀ ସମୁଦ୍ରରେ ବଡ଼ ଅଘଟଣ ହୋଇଥିଲା ।  ସ୍ପିଡ ବୋଟ୍ ରେ ପର୍ଯ୍ୟଟକମାନେ ଜଳକ୍ରୀଡା କରୁଥିବା ବେଳେ ଗଭୀର ସମୁଦ୍ରରେ ଓଲଟି ପଡିଥିଲା ସ୍ପିଡ ବୋଟ।  ଏହି ଘଟଣା ପରେ ଆକ୍ସନ ମୋଡ଼ରେ ପୁରୀ ଜିଲ୍ଲା ପ୍ରଶାସନ।  ଆଜି ସମୁଦ୍ରରେ ବେଆଇନ ଜଳକ୍ରୀଡ଼ା ଚଳାଇଥିବା ସ୍କାଏ ଡ୍ରାଇଭ…

୧୦,୦୦୦ ଟଙ୍କା ତଳକୁ ଖସି ଆସିଲା ୱାନପ୍ଲସ୍ ସ୍ମାର୍ଟଫୋନର ଦାମ, ଚମତ୍କାର ଅଫର

ଭୁବନେଶ୍ୱର : ଚମତ୍କାର ଡିଜାଇନ୍‌, ଉଚ୍ଚମାନର ପରଫରମାନ୍ସ, ଉନ୍ନତ କ୍ୟାମେରା ଓ ଫାଷ୍ଟ ଚାର୍ଜିଂ ସହିତ OnePlus 13 ସ୍ମାର୍ଟଫୋନରେ ଏକ ଆକର୍ଷଣୀୟ ଡିଲ୍‌ ଆସିଛି। ଚଳିତ ବର୍ଷର ଆରମ୍ଭରେ ଲଞ୍ଚ ହୋଇଥିବା ଏହି ଫ୍ଲାଗଶିପ ହ୍ୟାଣ୍ଡସେଟ୍‌ ନିଜ ସେଗମେଣ୍ଟରେ ସବୁଠାରୁ ଶ୍ରେଷ୍ଠ ସ୍ମାର୍ଟଫୋନ୍‌…

ଭାରତରେ ଗୁପ୍ତଚରଙ୍କ ପାଇଁ ରହିଛି ଏହି ଦଣ୍ଡବିଧାନ…

ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ଆକ୍ରମଣ ଓ ଅପରେସନ ସିନ୍ଦୂର ପରେ ବର୍ତ୍ତମାନ ଭାରତର ସୁରକ୍ଷା ବ୍ୟବସ୍ଥାକୁ ଅତି ଗମ୍ଭୀରତାର ସହ ବିଚାର କରାଯାଉଛି । କାରଣ ନିକଟରେ ଦେଶର ତିନୋଟି ରାଜ୍ୟ ହରିୟାଣା, ପଞ୍ଜାବ ଏବଂ ଉତ୍ତର ପ୍ରଦେଶରୁ ୧୧ ଜଣ ପାକିସ୍ତାନୀ ଗୁପ୍ତଚରଙ୍କୁ ଗିରଫ କରାଯାଇଛି, ଯେଉଁମାନେ…

ପାକିସ୍ତାନକୁ କାଙ୍ଗାଳ କରିଦେଲା ଭାରତ, ଆମର ଏକ ଟଙ୍କା ସମାନ ପାକର କେତେ?

ନୂଆଦିଲ୍ଲୀ: ଭାରତର ୧୦୦ ଟଙ୍କା ସମାନ ୩୨୮ ପାକିସ୍ତାନୀ ମୁଦ୍ରା। ପାକିସ୍ତାନକୁ କାଙ୍ଗାଳ କରିଦେଲା ଭାରତ। ଆଗକୁ ଆହୁରି ସାଂଘାତିକ ସ୍ଥିତି।  ଭାରତ ସହ ପାକିସ୍ତାନର ଯୁଦ୍ଧ ପରେ କେମିତି ରହିଛି ଏହି ଆତଙ୍କୀ ଦେଶର ଅର୍ଥବ୍ୟବସ୍ଥା? ଏହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଛି। କାହିଁକି ନା…

ପିଏମ୍‌ ଆବାସ ଆବେଦନ ୩୦ରେ ସରିବ

ଭୁବନେଶ୍ଵର: ପିଏମ୍‌ ଆବାସ ଆବେଦନ ଶେଷ ତାରିଖ ମେ ୩୦। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ। ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୩୬ ଲକ୍ଷରୁ ଊର୍ଦ୍ଧ୍ବ ଆବେଦନ ଆସି ସାରିଲାଣି। ଯେଉଁମାନେ ପଞ୍ଜୀକରଣ କରି ନାହାନ୍ତି ଏହି ଅବଧି ଭିତରେ କରି ନିଅନ୍ତୁ ବୋଲି…