ଭଞ୍ଜନଗର ପୋଲିସକୁ ବଡ଼ ସଫଳତା, ୯ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ
ଗଞ୍ଜାମ: ଭଞ୍ଜନଗର ପୋଲିସକୁ ବଡ଼ ସଫଳତା। ୯ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ। ଏହାସହ ଏକାଥରକେ ୭ଟି ପିସ୍ତଲ, ୧୫ ରାଉଣ୍ଡ୍ ଜୀବନ୍ତ ଗୁଳି ଏବଂ ୨ଟି କାତି ଜବତ କରିଛି। ଏବେ ସୁଦ୍ଧା ଗତ ୨ ମାସ ଭିତରେ ଭଞ୍ଜନଗର ପୋଲିସ ୧୨ଟି ପିସ୍ତଲ ଜବତ କରିବା ସହ ବହୁ ହାର୍ଡକୋର୍ ଅପରାଧୀକୁ ଧରିବାରେ ସକ୍ଷମ…