Latest Odisha News

BREAKING NEWS

Monthly Archives

May 2025

ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି, ସତର୍କ ରହିବାକୁ ଏସଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଓଡ଼ିଶାର ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ମଙ୍ଗଳବାର ସମସ୍ତ ଜିଲ୍ଲାର କଲେକ୍ଟରମାନଙ୍କୁ ପ୍ରବଳ ବର୍ଷା ଏବଂ ବଜ୍ରପାତର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏସଆରସି ନିର୍ଦ୍ଦେଶ ଅନୁଯାୟୀ,…

ବାୟୁସେନାର ବଢିବ ଶକ୍ତି; ଭାରତରେ ତିଆରି ହେବ ୫ମ ପିଢ଼ିର ଷ୍ଟେଲଥ ଯୁଦ୍ଧ ବିମାନ

ନୂଆଦିଲ୍ଲୀ:ଅପରେସନ ସିନ୍ଦୂର ପରେ ଭାରତ ସରକାର ଦ୍ରୁତ ଗତିରେ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ବିକଶିତ କରିବା ପାଇଁ ଏକ ଯୋଜନାରେ କାମ କରୁଛନ୍ତି। ଏହି ଦିଗରେ ଭାରତ ସରକାର ମଙ୍ଗଳବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ବାୟୁସେନାକୁ ମିଳିବ ୫ମ ପିଢ଼ିର ଷ୍ଟେଲଥ ଯୁଦ୍ଧ ବିମାନ । ପ୍ରତିରକ୍ଷା…

ବ୍ୟାଟରେ ନା ମୁହଁରେ କେଉଁଥିରେ ଅଗରକରଙ୍କୁ ଜବାବ ଦେବେ ଶ୍ରେୟାଶ

ନୂଆଦିଲ୍ଲୀ: ଭାରତର ଯୁବ କ୍ରିକେଟର ଶ୍ରେୟାଶ ଆୟାର ତାଙ୍କ ପ୍ରଦର୍ଶନ ମାଧ୍ୟମରେ ସର୍ବଦା ଜବାବ ଦେଇ ଆସିଛନ୍ତି । ସେ କହିବା ବଦଳରେ କରିକି ଦେଖାଇଥାନ୍ତି । ବାରମ୍ବାର ତାଙ୍କୁ ଅପମାନିତ କରାଯାଉଥିଲେ ମଧ୍ୟ ସେ ପ୍ରଦର୍ଶନ ମାଧ୍ୟମରେ ମୁହଁ ବନ୍ଦ କରିବାରେ ସଫଳ ହୋଇଛନ୍ତି । ଏବେ ପ୍ରଶ୍ନ ଉଠିଛି…

ଦୀପିକା ଲିକ କଲେ ସ୍କ୍ରିପ୍ଟ, ରାଗିଗଲେ ସନ୍ଦୀପ

ମୁମ୍ବାଇ: କବିର ସିଂ ଓ ଆନିମଲ ପରି ବ୍ଲକ ବଷ୍ଟର ଫିଲ୍ମରେ ନିର୍ଦ୍ଦେଶନା ଦେଇଥିବା ସନ୍ଦୀପ ରେଡ୍ଡୀ ବାଙ୍ଗା ଏବେ ଦୀପିକା ପାଦୁକୋନଙ୍କ ଉପରେ ରାଗି ଯାଇଛନ୍ତି । ନିକଟରେ ଦୀପିକାଙ୍କ ବଦଳରେ ସନ୍ଦୀପ ତାଙ୍କର ଆଗାମୀ ଫିଲ୍ମ ସ୍ପିରିଟ ପାଇଁ ତୃପ୍ତି ଡିମରୀଙ୍କୁ ସାଇନ କରିଛନ୍ତି । ଫିଲ୍ମ ଛାଡିବା…

ଓଡ଼ିଶାର ଏହି ୯ ଜିଲ୍ଲାରେ ଝଡ଼ବର୍ଷା ସହ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର: ଓଡ଼ିଶାର ପ୍ରାୟ ୯ଟି ଜିଲ୍ଲାରେ ମଙ୍ଗଳବାର  ଝଡ଼ବର୍ଷା ସହିତ ବଜ୍ରପାତ ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି। ପାଣିପାଗ ବିଭାଗର ସଦ୍ୟ ରିପୋର୍ଟ ଅନୁସାରେ, ଏହିସବୁ ଜିଲ୍ଲାରେ ଆଗାମୀ ତିନି ଘଣ୍ଟା ମଧ୍ୟରେ ଝଡ଼ବର୍ଷା ସହ ପ୍ରବଳ…

ଫୁଟବଲ ବିଜୟ ଉତ୍ସବ ବେଳେ ମାଡ଼ିଗଲା କାର୍,୪୭ ଆହତ

ନୂଆଦିଲ୍ଲୀ: ବ୍ରିଟେନର ଲିଭରପୁଲ ସହରରେ ଫୁଟବଲ ବିଜୟ ଉତ୍ସବ ପାଳନ ସମୟରେ ଏକାଠି ହୋଇଥିବା ଭିଡ଼ ଭିତରେ କାର ଚଢ଼ାଇ ଲୋକଙ୍କୁ ହତ୍ୟା ଉଦ୍ୟମ । ଲିଭରପୁଲରେ ପ୍ରିମିୟର ଲିଗ୍ ଚାମ୍ପିଅନସିପ୍ ପରେ ଫୁଟବଲ୍ ପ୍ରଶଂସକମାନେ ରାସ୍ତାରେ ବିଜୟ ଉତ୍ସବ ପାଳନ କରୁଥିଲେ। ହଜାର ହଜାର ଲୋକ ରାସ୍ତାରେ…

ଚାଞ୍ଚଲ୍ୟକର ଘଟଣା: କାରରେ ଆତ୍ମହତ୍ୟା କଲେ ଗୋଟିଏ ପରିବାରର ୭ ସଦସ୍ୟ

ହରିୟାଣା: ସୋମବାର ବିଳମ୍ବିତ ରାତିରେ ଗୋଟିଏ ପରିବାରର ସାତ ଜଣ ସଦସ୍ୟ ଆତ୍ମହତ୍ୟା କରିଛନ୍ତି। ଗାଡି ଭିତରୁ ଗୋଟିଏ ପରିବାରର ୭ଜଣଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ୭ଜଣ ସଦସ୍ୟ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ପୋଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ପରିବାରଟି…

ଭାରତ-ଆଫଗାନିସ୍ତାନ ମଧ୍ୟରେ ବନ୍ଧୁତାର ନୂଆ ପଦକ୍ଷେପ, ୪ ବର୍ଷ ପରେ ହେବ ଏହି ବଡ କାମ…

ନୂଆଦିଲ୍ଲୀ: ପାକିସ୍ତାନ ସହିତ ଉତ୍ତେଜନା ମଧ୍ୟରେ, ଭାରତ ଆଫଗାନିସ୍ତାନ ସହିତ ସମ୍ପର୍କକୁ ଆହୁରି ଉନ୍ନତ କରିବା ପାଇଁ ଭିସା କୂଟନୀତି ଆରମ୍ଭ କରିଛି । ଚାରି ବର୍ଷ ପୂର୍ବେ ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଭାରତ ଆଫଗାନ ନାଗରିକଙ୍କୁ ଭିସା ବନ୍ଦ କରିବାର ନିଷ୍ପତ୍ତିକୁ ପ୍ରତ୍ୟାହାର…

ପୁରୀରୁ ଆରମ୍ଭ ହେବ କେନ୍ଦ୍ର ସରକାରଙ୍କ ‘ବିକଶିତ କୃଷି ସଂକଳ୍ପ ଅଭିଯାନ’; ଯୋଗଦେବେ ଶିବରାଜ ସିଂ ଚୌହାନ

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଯୁଗାନ୍ତକାରୀ କୃଷି ପଦକ୍ଷେପ ଗୁଡିକୁ ତୃଣମୂଳସ୍ତରରେ ପହଞ୍ଚାଇ କୃଷିରେ ନବସୃଜନ ସୃଷ୍ଟି କରିବା ଲକ୍ଷ୍ୟରେ ଆରମ୍ଭ ହେବାକୁ ଯାଉଛି ବିକଶିତ କୃଷି ସଂକଳ୍ପ ଅଭିଯାନ। ଆସନ୍ତା ମେ ମାସ ୨୯ ତାରିଖରୁ ୧୨ ଜୁନ ପର୍ଯ୍ୟନ୍ତ ଏହି ଅଭିଯାନ ସାରା ଦେଶରେ ଚାଲିବ । ଏହି…

ପାକ୍ ପାଇଁ ଗୁପ୍ତଚର ଅଭିଯୋଗରେ ଗିରଫ ସିଆରପିଏଫ ଯବାନ ଆକ୍ରମଣ ପୂର୍ବରୁ ପହଲଗାମରେ ପୋଷ୍ଟିଂ ଥିଲେ: ରିପୋର୍ଟ

ନୂଆଦିଲ୍ଲୀ: ଜଣେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) ଯବାନଙ୍କ ବିରୋଧରେ ଗୁପ୍ତଚର ଅଭିଯୋଗ ଆସିଛି। ତେବେ ନ୍ୟୁଜ18  ଆଧାରିତ ଏକ ଖବରରେ କୁହାଯାଇଛି ଯେ, ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା ଯବାନଙ୍କୁ ଆତଙ୍କବାଦୀ ଆକ୍ରମଣର ମାତ୍ର ଛଅ ଦିନ ପୂର୍ବରୁ ଜମ୍ମୁ ଓ…