ଶ୍ରୀଲଙ୍କାରେ ଲୁଣ ସଙ୍କଟ; ସହାୟତାର ହାତ ବଢାଇଲା ଭାରତ
କଲମ୍ବୋ: ଭାରତର ପଡୋଶୀ ଦେଶ ଶ୍ରୀଲଙ୍କାରେ ବର୍ତ୍ତମାନ୍ ଲୁଣର ଅଭାବ ଦେଖାଦେଇଛି। ପ୍ରବଳ ବର୍ଷା ଯୋଗୁଁ ଶ୍ରୀଲଙ୍କାରେ ଲୁଣର ଉତ୍ପାଦନ ବନ୍ଦ ହୋଇଯାଇଥିବା ବେଳେ ପୂର୍ବରୁ ଉତ୍ପାଦିତ ଲୁଣ ମଧ୍ୟ ଧୋଇ ହୋଇଯାଇଛି। ଯାହାଫଳରେ ଶ୍ରୀଲଙ୍କା ଏହାର ଆବଶ୍ୟକତାର ମାତ୍ର ୨୩% ଲୁଣ ଉତ୍ପାଦନ କରିପାରୁଛି।…