ସାମ୍ନାକୁ ଆସିଲେ ଆଉ ଜଣେ ଭାରତୀୟ ମହିଳା, ସୋସିଆଲ ମିଡିଆରେ ଚାଲିଥିଲା ପାକିସ୍ତାନୀଙ୍କ ସହ ଚାଟ୍….
ନୂଆଦିଲ୍ଲୀ: ଭାରତକୁ ଲଢେଇରେ ପାରୁନଥିବା ପାକିସ୍ତାନ, ଏବେ ସୋସିଆଲ ମିଡିଆକୁ ଭାରତ ବିରୋଧୀ ଅସ୍ତ୍ର କରିଛି । ସୋସିଆଲ ମିଡିଆରେ ଭାରତୀୟଙ୍କ ସହ ସଂପର୍କ ବଢାଇ, ତାଙ୍କ ଠାରୁ ଭାରତ ବିଷୟରେ ଖବର ସଂଗ୍ରହ କରୁଛି । ଯାହାର ସମ୍ପ୍ରତି ଘଟଣା, ପାକିସ୍ତାନ ସ୍ପାଏ ୟୁଟ୍ୟୁବର ଜ୍ୟୋତି…