ସିବିଏସଇର ନୂଆ ଗାଇଡଲାଇନ; ୫ମ ଶ୍ରେଣୀ ଯାଏଁ ପିଲା ମାତୃଭାଷାରେ ପାଠ ପଢିବେ
ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଜାତୀୟ ପାଠ୍ୟକ୍ରମ ଢାଞ୍ଚା (ଏନସିଏଫ୍) ଅଧୀନରେ ସମସ୍ତ ସ୍କୁଲ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି। ୩ରୁ ୧୧ ବର୍ଷ ବୟସର ପିଲାମାନଙ୍କ ପାଇଁ ପାଠପଢ଼ା ସମ୍ପର୍କରେ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି।
ସୂଚନା…