ଆପଣ ଏସି ସହିତ ପଙ୍ଖା ବ୍ୟବହାର କରୁଛନ୍ତି କି…?
ଭୁବନେଶ୍ବର: ଗରମରୁ ରକ୍ଷା ପାଇବା ପାଇଁ ଲୋକମାନେ ଏୟାର କଣ୍ଡିସନର ବ୍ୟବହାର କରୁଛନ୍ତି । ଦିନକୁ ଦିନ ଗରମ ବୃଦ୍ଧି ପାଉଛି। ଏତେ ପ୍ରବଳ ଗରମରେ, AC ହେଉଛି ଏକମାତ୍ର ସାହାରା ପାଲଟିଛି।
କିନ୍ତୁ ଏସି ଚଲାଇବା ସମୟରେ ଅନେକ ଲୋକ ଦ୍ୱନ୍ଦ୍ୱରେ ପଡ଼ିଯାଆନ୍ତି ଯେ ଏସି ସହିତ ପଙ୍ଖା ଚଲାଇବେ କି…