ଆମେରିକା-ଭାରତ ନୁହେଁ, ତେବେ କେଉଁ ଦେଶରେ ସବୁଠୁ ସ୍ପିଡ୍ ଇଣ୍ଟରନେଟ ? ଆସିଲା ରିପୋର୍ଟ
ନୂଆଦିଲ୍ଲୀ : ଆଜିର ଡିଜିଟାଲ ଯୁଗରେ ଇଣ୍ଟରନେଟ କୌଣସି ଦେଶର ଟେକ୍ନୋଲୋଜି ଉନ୍ନତିର ଏକ ପ୍ରମୁଖ ମାନଦଣ୍ଡ ହୋଇଛି। ଆମେ ଅନେକେ ମନେ କରୁ ଯେ ଆମେରିକା, ଭାରତ କିମ୍ବା ପାକିସ୍ତାନ ଭଳି ବଡ଼ ଦେଶମାନେ ସବୁଠୁ ଦ୍ରୁତ ଇଣ୍ଟରନେଟ ସେବା ଯୋଗାଉଛନ୍ତି। କିନ୍ତୁ ବାସ୍ତବତା ଏହାଠାରୁ ବେଶ ଭିନ୍ନ।…