Latest Odisha News

BREAKING NEWS

Monthly Archives

May 2025

ଆରସିବି ପ୍ରଶଂସକଙ୍କ ପାଇଁ ଖୁସି ଖବର, ପ୍ଲେ ଅଫ ଖେଳି ପାରନ୍ତି ହାଜେଲଉଡ

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ଏବେ ଅନ୍ତିମ ପର୍ଯ୍ୟାୟରେ ପଂହଚିଛି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଚମତ୍କାର ପ୍ରଦର୍ଶନ କରି ପ୍ଲେ ଅଫରେ ପ୍ରବେଶ କରିଛି । ପ୍ରଥମ ଟାଇଟଲ ହାସଲ କରିବା ପାଇଁ ଆରସିବି ଜୋରଦାର ଉଦ୍ୟମ ଜାରୀ ରଖିଛି । ଆଘାତ ସମସ୍ୟା ଯୋଗୁ ଦଳର ଷ୍ଟାର ବୋଲର ଜୋଶ ହାଜେଲଉଡ ସ୍ୱଦେଶ…

ପୁରୀ ଗୋବର୍ଦ୍ଧନ ପୀଠର ସଂରକ୍ଷଣ ଓ ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ସୁଦୃଢ ହେବ ଶଙ୍କରାଚାର୍ଯ୍ୟଙ୍କ…

ଭୁବନେଶ୍ୱର: ଆଜି ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ପୁରୀ ବାଲିସାହି ସ୍ଥିତ ଶଙ୍କରାଚାର୍ଯ୍ୟଙ୍କ ଗୋବର୍ଦ୍ଧନ ପୀଠର ସଂରକ୍ଷଣ ଓ ବିକାଶ ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପୁରୀ ଗୋବର୍ଦ୍ଧନ ପୀଠର ସୁରକ୍ଷା ଓ ସଂରକ୍ଷଣ, ସମସ୍ତ…

ଏତେ ନେଇଯିବ ରୁଷ…. କ’ଣ କରିବ ୟୁକ୍ରେନ?

ନୂଆଦିଲ୍ଲୀ: ଧିରେ ଧିରେ ଦୁର୍ବଳ ହେବାରେ ଲାଗିଲାଣି ୟୁକ୍ରେନ୍ । ଗୋଟେପଟେ ସେନା ବଳ ଆଉ ଅନ୍ୟପଟେ ଏବେ ମନୋବଳ ସବୁ ଭାଙ୍ଗିବାକୁ ବସିଲାଣି । ଯାହାକୁ ନେଇ ଏବେ ଚାପାଗ୍ରସ୍ତ ରହିଛି ୟୁକ୍ରେନ୍ । ଯୁଦ୍ଧ ବିରତି ନେଇ ସବୁ ପ୍ରୟାସ ଜାରି ରଖିଛି । ହେଲେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବନ୍ଦ…

ଗମ୍ଭୀର ମାନିଲେ: କୋହଲି, ରୋହିତଙ୍କ ଅଭାବ ପରିଲକ୍ଷିତ ହେବ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ମୂଖ୍ୟ କୋଚ ଦୀର୍ଘ ଦିନ ପରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଟେଷ୍ଟ ଅବସର ନେଇ ମୁହଁ ଖୋଲିଛନ୍ତି । ସେ ସ୍ୱୀକାର କରିଛନ୍ତି ଯେ, ରୋହିତ ଓ କୋହଲିଙ୍କ ଅନୁପସ୍ଥିତି ଆଗାମୀ ଇଂଲଣ୍ଡ ଗସ୍ତ ଚ୍ୟାଲେଞ୍ଜପୂର୍ଣ୍ଣ ହେବ । ଅପରପକ୍ଷରେ ଏହା ଯୁବ ଖେଳାଳିଙ୍କୁ ଏକ…

ପୁଞ୍ଛ ଗସ୍ତରେ ଯିବେ ରାହୁଲ ଗାନ୍ଧୀ, ପାକିସ୍ତାନୀ ଗୁଳିରେ ପ୍ରଭାବିତ ପରିବାରଙ୍କୁ କରିବେ ସାକ୍ଷାତ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ଜମ୍ମୁ-କାଶ୍ମୀରର ପୁଞ୍ଛ ଅଞ୍ଚଳ ଗସ୍ତ କରିବେ। ଏହି ସମୟରେ ସେ ସମ୍ପ୍ରତି ପାକିସ୍ତାନୀ ଗୁଳିରେ ପ୍ରାଣ ହରାଇଥିବା ଏବଂ ପ୍ରଭାବିତ ହୋଇଥିବା ଲୋକଙ୍କ ପରିବାରକୁ ଭେଟିବେ। ଏନେଇ ଦଳର ନେତା ଜୟରାମ ରମେଶ ରାହୁଲ ଗାନ୍ଧୀଙ୍କ ଗସ୍ତ ବିଷୟରେ…

ମହାରାଷ୍ଟ୍ର ଗଡ଼ଚିରୋଲିରେ ୪ ହାର୍ଡକୋର୍ ମାଓବାଦୀ ନିପାତ

ଗଡ଼ଚିରୋଲି: ନକ୍ସଲ ଦମନରେ ପୁଣି ସୁରକ୍ଷାକର୍ମୀଙ୍କୁ ମିଳିଛି ସଫଳତା । ମହାରାଷ୍ଟ୍ର-ଛତିଶଗଡ଼ର ସୀମାନ୍ତ ଗଡ଼ଚିରୋଲି ଥାନା ଅଧୀନ ଏକ ଜଙ୍ଗଲରେ ସୁରକ୍ଷା ବାହିନୀ ଏବଂ ମାଓମାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଗୁଳିମାଡ଼ରେ ୪ ଜଣ ମାଓବାଦୀ ନିପାତ ହୋଇଛନ୍ତି । ମାଓବାଦୀମାନେ ଏକ ବଡ଼ଧରଣର…

ଓଡ଼ିଶା ଏବଂ ଦକ୍ଷିଣ-ପୂର୍ବ ଏସିଆର ସଭ୍ୟତାଗତ ସଂଯୋଗକୁ ନେଇ ଆୟୋଜନ ହେବ ଅନ୍ତର୍ଜାତୀୟ ସମ୍ମିଳନୀ

ଭୁବନେଶ୍ବର: ଚଳିତ ମେ' ମାସ ୨୪ ତାରିଖ ଏବଂ ୨୫ ତାରିଖ ଅର୍ଥାତ୍‌ ଦୁଇ ଦିନ ଧରି ଏହି ଅନ୍ତର୍ଜାତୀୟ ସମ୍ମିଳନୀର ଆୟୋଜନ କରାଯିବ । "କଳିଙ୍ଗ ଓ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରର ସଭ୍ୟତାଗତ ସଂଯୋଗ" ଶୀର୍ଷକ ଉପରେ ଏହି ସମ୍ମିଳନୀ ଆୟୋଜିତ ହେବ । ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ…

ବେଆଇନ୍ ବନ୍ଧୁକ ରାକେଟ ମାମଲାର ମାଷ୍ଟରମାଇଣ୍ଡ ଗିରଫ

ଭୁବନେଶ୍ୱର: ବେଆଇନ୍ ବନ୍ଧୁକ ରାକେଟ ମାମଲାର ମାଷ୍ଟରମାଇଣ୍ଡ ଗିରଫ। ବିହାର ମୁଙ୍ଗେରରୁ ଧରାପଡ଼ିଲା ମାଷ୍ଟରମାଇଣ୍ଡ ମହମ୍ମଦ ଅସଲମ୍। ମହମ୍ମଦ ଅସଲମ୍‌କୁ ଧରିଲା କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ୍। ମହମ୍ମଦ ଅସଲମ୍ ନାଁରେ ବିହାର ଓ ପଶ୍ଚିମବଙ୍ଗରେ ବି ମାମଲା ରହିଛି। ତେବେ ଅସଲମକୁ କ୍ରାଇମ…

ବିଦେଶରେ ଚାକିରୀ ପ୍ରତିଶ୍ରୁତି ଦେଇ କୋଟି କୋଟି ଟଙ୍କା ଠକେଇ, ଜଣେ ଗିରଫ

ଭୁବନେଶ୍ବର: ବିଦେଶରେ ଉଚ୍ଚ ଦରମାରେ ଚାକିରୀ କରାଇ ଦେବାର ପ୍ରତିଶ୍ରୁତି ଦେଇ ଲୋକଙ୍କ ନିକଟରୁ କୋଟି କୋଟି ଟଙ୍କା ଠକି ନେଇଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ୨୦୧୮ ମସିହାରୁ ଲୋକଙ୍କ ନିକଟରୁ ଟଙ୍କା ଠକିନେଇ ଫେରାର ଥିବା ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳର…

ଭୋକରେ ଆଉଟୁପାଉଟୁ ଗାଜା ଷ୍ଟ୍ରିପର ପିଲା

ନୂଆଦିଲ୍ଲୀ: ଗାଜାରେ ନର୍କ ଯନ୍ତ୍ରଣା ଭୋଗୁଛନ୍ତି କୁନି କୁନି ପିଲା । ୨୦୨୩ ଅକ୍ଟୋବରରୁ ଚଳିତ ବର୍ଷ ମେ ୨୦ତାରିଖ ମଧ୍ୟରେ ଇସ୍ରାଏଲ୍ ଆକ୍ରମଣରେ ପ୍ରାୟ ୧୮ହଜାର ପାଲେଷ୍ଟାଇନ ପିଲାଙ୍କର ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ରହିଛି ୮ଶହରୁ ଅଧିକ ପିଲା, ଯେଉଁମାନଙ୍କ ବୟସ ବର୍ଷକରୁ କମ୍ । ଗତ…