ଟ୍ରମ୍ପଙ୍କ ନିଷ୍ପତି…ହାଓ୍ବାର୍ଡରେ ପଢି ପାରିବେନି ବିଦେଶୀ ଛାତ୍ର !
ନୂଆଦିଲ୍ଲୀ: ହାଓ୍ବାର୍ଡ ବିଶ୍ବବିଦ୍ୟାଳୟରେ ପଢି ପାରିବେନି ବିଦେଶୀ ଛାତ୍ରଛାତ୍ରୀ ! ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହାଓ୍ବାର୍ଡର ବିଦେଶୀ ଛାତ୍ରଙ୍କୁ ନାମଲେଖା କ୍ଷମତାକୁ ରଦ୍ଦ କରିଛନ୍ତି । ବିଶ୍ବବିଦ୍ୟାଳୟର ଷ୍ଟୁଡେଣ୍ଟ ଆଣ୍ଡ ଏକ୍ସଚେଞ୍ଜ ଭିଜିଟର ପ୍ରୋଗ୍ରାମ ସାର୍ଟିଫିକେସନ୍…