Latest Odisha News

BREAKING NEWS

Monthly Archives

May 2025

ପାକିସ୍ତାନ ଉପରେ ବର୍ଷିଲେ ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ, ସିଧା ଚେତାବନୀ ଦେଲେ

ନୂଆଦିଲ୍ଲୀ: ପାକିସ୍ତାନ ସେନା ମୁଖ୍ୟଙ୍କୁ ଫିଲ୍ଡ ମାର୍ଶଲ ଭାବେ ପଦନ୍ନୋତି ପ୍ରସଙ୍ଗକୁ ନେଇ ଏବେ ପାକିସ୍ତାନ ସମାଲୋଚନାର ଶିକାର ହେଉଥିବା ବେଳେ, ଏବେ ପାକିସ୍ତାନ ଉପରେ ବର୍ଷିଛନ୍ତି ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଇମ୍ରାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କୁ…

ଖୁବଶୀଘ୍ର ଲାଗୁ ହେବ ନୂଆ ଅବକାରୀ ନୀତି: ୩ ବର୍ଷିଆ ପଲିସି ଆଣିବେ ସରକାର

ଭୁବନେଶ୍ବର: ରାଜ୍ୟରେ ଖୁବଶୀଘ୍ର ନୂଆ ଅବକାରୀ ନୀତି ଲାଗୁ ହେବ  । ଜୁନ୍‌ ୧୫ରୁ ଜୁନ୍‌ ୨୦ ଭିତରେ ନୂଆ ଅବକାରୀ ନୀତି ନେଇ ପଲିସି ଆସିବ । ଏନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ଖୁବଶୀଘ୍ର ରାଜ୍ୟରେ ନୂଆ ଅବକାରୀ ନୀତି ଲାଗୁ ହେବ । ଏଥିପାଇଁ…

ମେ ୨୭ ନୁହେଁ, ୨୬ରେ ବନ୍ଦ ରହିବ ସରକାରୀ ଅଫିସ୍

ଭୁବନେଶ୍ବର: ଆସନ୍ତା ମେ ୨୭ ତାରିଖ ଅର୍ଥାତ୍ ମଙ୍ଗଳବାର ସରକାରୀ ଛୁଟି ନୁହେଁ, ବରଂ ମେ ୨୬, ସେମାବାର ସମସ୍ତ ସରକାରୀ ଅଫିସ୍ ବନ୍ଦ ରହିବ । ସାବିତ୍ରୀ ଅମାବାସ୍ୟା ମେ ୨୬ରେ ପାଳନ ହେଉଥିବାରୁ, ଏହି ଦିନ ସରକାରୀ ଛୁଟି ଘୋଷଣା ହୋଇଛି । ମଙ୍ଗଳବାର ମେ ୨୭ ତାରିଖ ସମସ୍ତ ସରକାରୀ ଅଫିସ୍ ଖୋଲା…

ଆତଙ୍କୀଙ୍କ ଭାଷା କହୁଛନ୍ତି ପାକ୍ ସେନା ମୁଖପାତ୍ର: ଭାରତକୁ ଦେଲେ ଏମିତି ଧମକ…. 

ନୂଆଦିଲ୍ଲୀ: ପାକ୍ ସେନା ମୁଖପାତ୍ରଙ୍କ ମୁହଁରେ କୁଖ୍ୟାତ ଆତଙ୍କୀର ଭାଷା। ଶୁଆ ଭଳି ଘୋଷିକି, ପୁଣି ଭାରତକୁ ଦେଇଛନ୍ତି ଧମକ। ଏତେ ଅବସ୍ଥା ହେବା ପରେ, ପ୍ରକୃତି ଛାଡ଼ିପାରୁନି ପାକିସ୍ତାନ। ପୁଣି ଭାରତକୁ ଧମକ ଦେଇଛି। ପାକିସ୍ତାନ ସେନାର ବୟାନବାଜି ଏବଂ ଦେଶର ଆତଙ୍କବାଦୀ ନେଟୱାର୍କ ମଧ୍ୟରେ…

ଭିଜିଲାନ୍ସ ଜାଲରେ ଜେଇ, ଏକକାଳନ ୮ଟି ସ୍ଥାନରେ ରେଡ୍

ନୂଆପଡ଼ା: ଭିଜିଲାନ୍ସ ଜାଲରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳର ଆର ଆଣ୍ଡ ବି ଡିଭିଜନର କନିଷ୍ଠ ଯନ୍ତ୍ରୀ । ଆୟ ବହିର୍ଭୃତ ସମ୍ପତ୍ତି ଠୁଳ ଅଭିଯୋଗରେ କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀଙ୍କ ଘରେ ଚଢ଼ାଉ । ନୂଆପଡ଼ା, ଭୁବନେଶ୍ୱର ଓ ପୁରୀ ଜିଲ୍ଲା ପିପିଲିର ଏକକାଳୀନ ୮ ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌…

କଫ୍ ସିରଫ୍ ଚୋରି କରି ନିଲମ୍ବିତ ହେଲେ ଏଏସଆଇ

ସମ୍ବଲପୁର: କଫ ସିରଫ କରି ଫଶିଲେ ଏଏସଆଇ । ମାଲଖାନାରୁ କଫ୍‌ ସିରପ୍ ଚୋରି କରି ନିଲମ୍ବିତ ହୋଇଛନ୍ତି ଟାଉନ୍‌ ଥାନାରେ କାର୍ଯ୍ୟରତ ଏଏସଆଇ ବିଦ୍ୟୁତ୍ ପଣ୍ଡା । ମାଲଖାନାରୁ ଜବତ ୨ ପେଟି କଫ୍ ସିରଫ୍‌ ସେ ଚୋରି କରିଥିଲେ । ଏହା ଜାଣିବା ପରେ ଏନେଇ ଅନ୍ୟ ଅଧିକାରୀ ମାନେ ଅଭିଯୋଗ ଆଣିଥିଲେ ।…

ସରକାରୀ କର୍ମଚାରୀ ଓ ଅଧିକ ଆୟ ଥିବା ଲୋକଙ୍କ କଟିଲାଣି ୨୬ହଜାର ରାସନ କାର୍ଡ

ଭୁବନେଶ୍ବର: ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୮ହଜାର ୪୪୨ଜଣ ସରକାରୀ କର୍ମଚାରୀ ଓ ଅଧିକ ଆୟ ଥିବା ୮ହଜାର ୧୫୦କୁ ମିଶାଇ ମୋଟ ୨୬ ହଜାର ୫୯୨ଜଣଙ୍କ ରାସନ କାର୍ଡ କଟି ଯାଇଥିବା ସୂଚନା ମିଳିଛି । ତେବେ ରାସନ କାର୍ଡ ଫେରାଇଥିବା ସରକାରୀ କର୍ମଚାରୀ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ ସର୍ବାଧିକ ରହିଛନ୍ତି…

ବଢୁଛି ଜଳସ୍ତର; ଜୁନ୍ ୧ରେ ଖୋଲିବ ହୀରାକୁଦ ଜଳଭଣ୍ଡାର, ଆଲର୍ଟରେ ୧୫ ଜିଲ୍ଲା

ସମ୍ବଲପୁର: ଉପରମୁଣ୍ଡରେ ଲଗାତାର ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାର ଲାଗିଛି । ଯାହାକୁ ନଜରରେ ରଖି ଜୁନ ୧ରେ ଖୋଲିବ ହୀରାକୁଦ ଜଳଭଣ୍ଡାର । ଏନେଇ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ଏକ ଚେତାବନୀ ଜାରି କରିଛନ୍ତି । ତଳ ମୁଣ୍ଡର ୧୫ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି…

ଏହି ୫ମଞ୍ଜି ଆପଣଙ୍କ ଦୁର୍ବଳ ହାଡ଼କୁ କରିବ ଶକ୍ତ

ଭୁବନେଶ୍ବର: ଶରୀରରେ ସଠିକ୍ ପୋଷକତତ୍ତ୍ବ ଅଭାବରୁ ହାଡ଼ ଦୁର୍ବଳ ହେବାକୁ ଲାଗେ। ଖରାପ ଜୀବନଶୈଳୀ ଏବଂ ଖରାପ ଖାଦ୍ୟପେୟ ଏହାର ପ୍ରମୁଖ କାରଣ। ଶରୀରରେ କ୍ୟାଲସିୟମର ଅଭାବ ହେତୁ ହାଡ଼ ଦୁର୍ବଳ ହୋଇଯାଏ। କିନ୍ତୁ ଯଦି ଏହା ସବୁବେଳେ ହୋଇଥାଏ, ତେବେ ଶରୀର ଅନେକ ସ୍ୱାସ୍ଥ୍ୟ ସମସ୍ୟାର ଶିକାର ହୁଏ।…

ପାକିସ୍ତାନର ଲଜ୍ଜାଜନକ କାର୍ଯ୍ୟ; ଅସୁବିଧାରେ ଫସିଥିବା ଇଣ୍ଡିଗୋ ବିମାନକୁ କଲାନି ସାହାଯ୍ୟ

ନୂଆଦିଲ୍ଲୀ: ବୁଧବାର ସନ୍ଧ୍ୟାରେ ଏୟାର ଇଣ୍ଡିଗୋ ବିମାନରେ କୁଆପଥର ମାଡ ପରେ ନୋଜ୍ କୋନ୍ ଭାଙ୍ଗିଯିବା ଘଟଣାରେ ସାମ୍ନାକୁ ଆସିଛି ଏକ ଅଜବ ଖବର । ଏୟାରଲାଇନ୍ସ ଅନୁଯାୟୀ, ଶ୍ରୀନଗର ନିକଟରେ ହଠାତ୍ ଏବଂ ତୀବ୍ର ପାଗର ସମ୍ମୁଖୀନ ହୋଇଥିଲା, ଯାହା ପରେ ପାଇଲଟ ଅସୁବିଧାକୁ ଏଡାଇବା ପାଇଁ…