Latest Odisha News

BREAKING NEWS

Monthly Archives

May 2025

ଓଡ଼ିଶା ହାଇକୋର୍ଟଙ୍କ ଅଭିନବ ରାୟ; ୨ ମାସ ବ୍ୟାଙ୍କ ପରିସର ସଫା କରିବେ ଅଭିଯୁକ୍ତ

କଟକ: ବ୍ୟାଙ୍କ ଠକେଇ ମାମଲାରେ ଓଡ଼ିଶା ହାଇକୋର୍ଟ ଏକ ଅଭିନବ ରାୟ ପ୍ରକାଶ କରିଛନ୍ତି । ଅଭିଯୁକ୍ତକୁ ଜାମିନ ମଞ୍ଜୁର କରିବା ସହିତ ନିଆରା ସର୍ତ୍ତ ରଖିଛନ୍ତି ହାଇକୋର୍ଟ । ଅଭିଯୁକ୍ତ ମହିଳା ମନୋଜ୍ଞାନ ପଟ୍ଟନାୟକଙ୍କୁ ସମ୍ପୃକ୍ତ ବ୍ୟାଙ୍କରେ ପ୍ରତିଦିନ ସଫେଇ କାମ କରିବାକୁ ନିର୍ଦ୍ଦେଶ…

ବଜାରର ଭେଜାଲ ଲିଚୁ ଏପରି ଚିହ୍ନନ୍ତୁ …

ଭୁବନେଶ୍ବର: ଏବେ ବଜାରରେ ଲିଚୁ ବହୁତ ମିଳୁଛି । ଗ୍ରୀଷ୍ମ ଋତୁର ଫଳ ହୋଇଥିବାରୁ ଏହି ସମୟରେ ବଜାରରେ ମିଳେ ଓ ଲୋକେ ମିଠା ଲିଚୁକୁ ମନଖୁସିରେ ଖାଇଥାଆନ୍ତି । କିନ୍ତୁ ଜାଣିଛନ୍ତି କିଛି ବିକ୍ରେତା ଲିଚୁର ସୌନ୍ଦର୍ଯ୍ୟ ଏବଂ ସେଲଫ ଲାଇଫ୍ ବୃଦ୍ଧି କରିବା ପାଇଁ କୃତ୍ରିମ ଭାବରେ ରଙ୍ଗ କିମ୍ବା…

ନକ୍ସଲ ଓ ମାଓବାଦୀଙ୍କ ମଧ୍ୟରେ ପାର୍ଥକ୍ୟ, ଭାରତରେ କେମିତି ହୋଇଥିଲା ଆରମ୍ଭ

ଭୁବନେଶ୍ୱର : ଛତିଶଗଡ଼ର ନାରାୟଣପୁର ଜଙ୍ଗଲରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୨୭ ଜଣ ମାଓବାଦୀଙ୍କ ସହ ସିପିଆଇ (ମାଓବାଦୀ)ର ମହାସଚିବ ନମ୍ବାଲା କେଶବ ରାଓ ଉର୍ଫ ବସବରାଜୁ ନିହତ ହୋଇଛି। ବସ୍ତର ଆଇଜି ପି. ସୁନ୍ଦରରାଜ କହିଛନ୍ତି, “ଛତିଶଗଡ଼ରେ ପ୍ରଥମ ଥର ପାଇଁ…

ଭୁବନେଶ୍ୱରରେ ରହସ୍ୟମୟ ବର୍ଷା: ଗୋଟିଏ ସ୍ଥାନରେ ବର୍ଷୁଛି, ଅଧ କିଲୋମିଟର ଦୂରରେ ପ୍ରବଳ ଖରା

ଭୁବନେଶ୍ୱର: ଆପଣ କେବେ ଭୁବନେଶ୍ୱରରେ ବର୍ଷା ଦିନକୁ ଉପଭୋଗ କରିଛନ୍ତି? ଯଦି ଆପଣ ଭୁବନେଶ୍ୱରରେ ରହୁଥିବେ ତ ନିଶ୍ଚିତ ଭାବେ ଭୁବନେଶ୍ୱର ବର୍ଷା ଦେଖିଥିବେ। ଆପଣ ଖଣ୍ଡଗିରିରୁ ବାହାରୁଥିବେ ପ୍ରବଳ ବର୍ଷା ହେଉଥିବ, ଆଉ କିଛି ବାଟ ଗଲାପରେ ପ୍ରବଳ ଖରା ଏବଂ ଗରମ। ଏହି ସମୟରେ ଭାବୁଥିବେ ମାତ୍ର…

ଶ୍ରୀ ଭାଗବତ ସାର ୪୫: ଶ୍ରୀକୃଷ୍ଣଙ୍କ ନିକଟରେ ଆତ୍ମ ସମର୍ପଣ ଯେଉଁ ମଧୁରାରତି ରସର ଅସ୍ୱାଦନ କରାଏ ତାହାହିଁ ନିତ୍ୟରାସର…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ବର୍ଣିତ ରାସର ଆଲୋଚନା ପ୍ରସଙ୍ଗରେ ଆମେ ପ୍ରଥମେ ଜାଣିଲେ ରାସର ଆଙ୍ଗିକ ସ୍ୱରୂପ ବିଷୟରେ। ଏଵେ ଦ୍ଵିତୀୟ ଆତ୍ମିକ ସ୍ୱରୂପ:- ନିତ୍ୟ ରାସ ପୀଠ ବୃନ୍ଦାବନରେ କୃଷ୍ଣବଲ୍ଳଭା ଗୋପୀ ମାନଙ୍କ ସହିତ ରାସବିହାରି…

ଜଙ୍ଗଲରେ କେମିିତି ଜୀବନ ବିତାନ୍ତି ମାଓବାଦୀ, ଶୁଣିଲେ ଆଶ୍ଚର୍ଯ୍ୟ ହେବେ ରାତିର କାହାଣୀ

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମତି ଶାହଙ୍କ ଆହ୍ୱାନରେ ଆରମ୍ଭ ହୋଇଛି ମାଓବାଦୀ ଦମନ। ସବୁଦିନ ମାଓବାଦୀଙ୍କୁ ନିପାତ କରୁଥିବାର ଖବର ସାମ୍ନାକୁ ଆସୁଛି। ହେଲେ ଆପଣମାନେ କେବେ ଭାବିଛନ୍ତି ଏହି ମାଓବାଦୀମାନେ କେମିତି ଘଞ୍ଚ ଜଙ୍ଗଲ ଜୀବନ ବିତାନ୍ତି।  ଓଡ଼ିଶାର କନ୍ଧମାଳ, ମାଲକାନଗିରି, କୋରାପୁଟ ଓ…

କୋଟିଆ ପାଇଁ ୧୬ ଜଣିଆ କମିଟି ଗଠନ କଲେ ରାଜ୍ୟ ସରକାର

ଭୁବନେଶ୍ବର: କୋଟିଆ ପାଇଁ କମିଟି ଗଠନ କଲେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି କମିଟି। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ୧୬ ଜଣିଆ କମିଟି ଗଠନ ହୋଇଛି । ଏହି କମିଟିରେ…

ଆତଙ୍କବାଦର କୌଣସି ଧର୍ମ ନାହିଁ; ଏହା ସାରା ବିଶ୍ଵ ପାଇଁ ବିପଦ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ବିଶ୍ୱ ସମ୍ମୁଖରେ ପାକିସ୍ତାନର ପର୍ଦ୍ଦାଫାସ କରିବାକୁ ନିଷ୍ପତ୍ତି ନେଇଛି ଭାରତ। ଏଥିପାଇଁ ଭାରତ ସରକାରଙ୍କ ପକ୍ଷରୁ ୭ଟି ପ୍ରତିନିଧିମଣ୍ଡଳ ଗଠନ କରାଯାଇଛି। ଏଥିରେ ସମସ୍ତ ଦଳର ୫୧ ଜଣ ନେତା ଏବଂ ୮୫ ଜଣ ରାଷ୍ଟ୍ରଦୂତ ମୋଟ୍ ୩୨ଟି ଭିନ୍ନ ଭିନ୍ନ…

ଟୋକିଓ ଗସ୍ତରେ ଅପରାଜିତା ଷଡଙ୍ଗୀ, ବିଦେଶରେ ପାକିସ୍ତାନର ମୁଖା ଖୋଲିଲେ ପ୍ରତିନିଧି…

ନୂଆଦିଲ୍ଲୀ: 'ଅପରେସନ ସିନ୍ଦୁର’ର ସର୍ବଦଳୀୟ ସାଂସଦ ଟିମ୍ ଗୁରୁବାର ଟୋକିଓରେ ପହଞ୍ଚି ଏଡୋଗାୱାଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଏହି ଅଭିଯାନକୁ ଆରମ୍ଭ କରିଛନ୍ତି। ପରେ ଜାପାନର ବୈଦେଶିକ ମନ୍ତ୍ରୀ ତାକେଶୀ ଇଞ୍ଛାୟାଙ୍କୁ ଏହି ପ୍ରତିନିଧି ଦଳ…

୬୦୦ରୁ ଅଧିକ ପାକିସ୍ତାନୀଙ୍କ ସହ ଯୋଗାଯୋଗରେ ଥିବା ଗୁପ୍ତଚର ଗିରଫ

ନୂଆଦିଲ୍ଲୀ:ଦେଶର ବିଭିନ୍ନ ସ୍ଥାନରୁ ପାକିସ୍ତାନୀ ଗୁପ୍ତଚରମାନଙ୍କୁ ଧରାଯାଉଛି। ଏଥି ମଧ୍ୟରେ ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ୟୁପି ଏଟିଏସ୍ ବାରାଣସୀରୁ ତୁଫୈଲ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି।ତୁଫୈଲ ୬୦୦ରୁ ଅଧିକ ପାକିସ୍ତାନୀ ନମ୍ବର ସହିତ ଯୋଗାଯୋଗରେ ଥିଲା। ତୁଫୈଲ ପାକିସ୍ତାନୀ…