ଆଫଗାନିସ୍ତାନ ପର୍ଯ୍ୟନ୍ତ ବ୍ୟାପ୍ତ ହେବ ଚୀନର ସିପିଇସି ପ୍ରକଳ୍ପ, ଭାରତ ଉପରେ ପଡିପାରେ ଏହି ପ୍ରଭାବ …
ନୂଆଦିଲ୍ଲୀ: ଭାରତ ବିରୁଦ୍ଧରେ ଖୋଲାଖୋଲି ଭାବରେ ପାକିସ୍ତାନ ସହିତ ଛିଡା ହେବା ପରେ, ଚୀନ୍ ଆଉ ଏକ ଷଡ଼ଯନ୍ତ୍ର ରଚୁଛି। ଚୀନ୍ ପାକିସ୍ତାନ ଏବଂ ତାଲିବାନ ମଧ୍ୟରେ ସମ୍ପର୍କକୁ ଉନ୍ନତ କରିବାରେ ଲାଗି ପଡିଛି । ଚୀନର ମହତ୍ୱାକାଂକ୍ଷୀ ପ୍ରକଳ୍ପ ଚୀନ-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି)…