‘ଅପରେସନ୍ ସିନ୍ଦୂର’କୁ ନେଇ ପୋଷ୍ଟ କରିଥିବା ପ୍ରଫେସରଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ, ତଦନ୍ତ…
ନୂଆଦିଲ୍ଲୀ:ଆଜି ବୁଧବାର ସୁପ୍ରିମକୋର୍ଟ ଅଶୋକା ବିଶ୍ୱବିଦ୍ୟାଳୟର ପ୍ରଫେସର ଅଲି ଖାନ ମହମୁଦାବାଦଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରି ତାଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ତଦନ୍ତ ପାଇଁ ୨୪ଘଣ୍ଟା ମଧ୍ୟରେ ଏକ SIT ଦଳ ଗଠନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
ଜାମିନ…