‘ହତ୍ୟାକାରୀ କି ଆତଙ୍କୀ ନୁହଁନ୍ତି’: ପୂଜା ଖେଡକରଙ୍କୁ ମିଳିଲା ଜାମିନ୍
ନୂଆଦିଲ୍ଲୀ: ଜାଲ୍ ସାର୍ଟିଫିକେଟ୍ ମାମଲାରେ ବହିଷ୍କୃତ ହୋଇଥିବା ତାଲିମପ୍ରାପ୍ତ ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ ତାଙ୍କୁ ଆଗୁଆ ଜାମିନ ପ୍ରଦାନ କରିଉନ୍ତି । ଜଷ୍ଟିସ୍ ବି.ଭି. ନାଗାରଥନା ଏହି ମାମଲାର ଶୂଣାରି କରି ପୂଜାଙ୍କୁ…