‘ଓ୍ବାକଫ୍ ସମ୍ପତ୍ତିକୁ ପୁନରୁଦ୍ଧାର କରିପାରିବେ ସରକାର’: ସୁପ୍ରିକୋର୍ଟରେ କେନ୍ଦ୍ରର ଦଲିଲ୍…
ନୂଆଦିଲ୍ଲୀ: ଆଜି ପୁଣି ଲଗାତାର ଦ୍ୱିତୀୟ ଦିନ ପାଇଁ, ସୁପ୍ରିମକୋର୍ଟରେ ୱାକଫ ସଂଶୋଧନ ଆଇନର ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନଗୁଡ଼ିକର ଶୁଣାଣି ହୋଇଛି । ଯେଉଁଥିରେ କେନ୍ଦ୍ର ନିଜ ପକ୍ଷର ଦଲିଲ୍ ଉପସ୍ଥାପନା କରିଥିଲା । କେନ୍ଦ୍ର ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା ଯୁକ୍ତି…