Latest Odisha News

BREAKING NEWS

Monthly Archives

May 2025

ପାକ୍‌ର ପର୍ଦ୍ଦାଫାସ କରିବା ପାଇଁ ଭାରତର ବିଶ୍ୱବ୍ୟାପୀ ଅଭିଯାନ ଆରମ୍ଭ, ଆଜି ୟୁଏଇ ଗସ୍ତରେ ସର୍ବଦଳୀୟ ପ୍ରତିନିଧି ଦଳ

ନୂଆଦିଲ୍ଲୀ: ବିଶ୍ୱ ମଞ୍ଚରେ ଆତଙ୍କବାଦ ବିରୋଧରେ ଏହାର ଦୃଢ଼ ନୀତି ଉପସ୍ଥାପନ କରିବା ଏବଂ ପାକିସ୍ତାନର ଆତଙ୍କବାଦୀ ଉଦ୍ଦେଶ୍ୟର ପର୍ଦ୍ଦାଫାସ କରିବା ପାଇଁ ଭାରତ ଏକ ବିଶାଳ କୂଟନୈତିକ ଅଭିଯାନ ଆରମ୍ଭ କରିଛି। ଏହା ଅଧୀନରେ, ୩୩ଟି ଦେଶକୁ ୭ଟି ସର୍ବଦଳୀୟ ପ୍ରତିନିଧିମଣ୍ଡଳ ପଠାଇବାକୁ ନିଷ୍ପତ୍ତି…

ସେନା ମୁଖ୍ୟରୁ ଫିଲ୍ଡ ମାର୍ଶଲ: ମୁନିରଙ୍କ ଏହି ୧୫ ବିଫଳତାକୁ ମିଳିଲା ଶହବାଜଙ୍କ ସାବାସୀ….

ନୂଆଦିଲ୍ଲୀ: ୨୨ ଏପ୍ରିଲରୁ ଆରମ୍ଭ କରି ୧୦ ମେ ସନ୍ଧ୍ୟା ପର୍ଯ୍ୟନ୍ତ, ପାକିସ୍ତାନକୁ ଉଚିତ୍ ଶିକ୍ଷା ଦେଇଛି ଭାରତ। ଆତଙ୍କୀ ଆଡ୍ଡା ଠାରୁ ଆରମ୍ଭ କରି ପାକ୍ ବାୟୁସେନା ଘଟି ପର୍ଯ୍ୟନ୍ତ ସବୁ କିଛି ମାଟିରେ ମିଶାଇଛି ଭାରତ। ଭାରତର ଏହି ସଫଳତା ଆସୁ ପାକିସ୍ତାନ ସେନାର ବିଫଳତାକୁ ଏବେ ବଡ଼…

ପାଣି ପାଇଁ ଆହୁରି ଛଟପଟ ହେବ ପାକିସ୍ତାନ, ଭାରତ ପରେ ଆଫଗାନିସ୍ତାନ ଦେଲା ବଡ଼ ଝଟକା

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ। ଭାରତ ପାକିସ୍ତାନ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ କରିଥିଲା। ଯେଉଁ କାରଣରୁ ପାକିସ୍ତାନ ଆଜି ପାଣି ପାଇଁ ଡହଳ ବିକଳ ହେଉଛି। ଏହି ସମୟରେ ଆଫଗାନିସ୍ତାନ ମଧ୍ୟ ପାକିସ୍ତାନକୁ ଦେଇଛି ବଡ଼…

ଅପରେସନ ସିନ୍ଦୂର ଉପରେ କମେଣ୍ଟ ଦେଇ ଗିରଫ ପ୍ରଫେସରଙ୍କ ଆବେଦନର ଆଜି ସୁପ୍ରିମକୋର୍ଟରେ ଶୁଣାଣି

ଚଣ୍ଡିଗଡ: ଅପରେସନ ସିନ୍ଦୂର ସମ୍ପର୍କରେ ସୋସିଆଲମିଡିଆରେ ପୋଷ୍ଟ କରିବାକୁ ନେଇ ଗିରଫ ହୋଇଥିବା ଅଶୋକ ବିଶ୍ବବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ପ୍ରଫେସର ମହମୁଦାବାଦ ଅଲ୍ଲି ଖାନଙ୍କୁ ମଙ୍ଗଳବାର ହରିୟାଣାର ଏକ ସ୍ଥାନୀୟ କୋର୍ଟ 14 ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି । ଏହା ପରେ…

ଆଗାମୀ ୧୨ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ସମ୍ଭାବନା

ଭୁବନେଶ୍ୱର: ଆଗାମୀ ୧୨ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ସମ୍ଭାବନା। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେବ ଲଘୁଚାପ। ପୂର୍ବକେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟି ହେବ ଲଘୁଚାପ। ଉତ୍ତର କର୍ଣ୍ଣାଟକ-ଗୋଆ ଉପକୂଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ପରବର୍ତ୍ତୀ ସମୟରେ ଏହା ଉତ୍ତର ଦିଗରେ ଗତି…

ପଦ୍ମ ବିଭୂଷଣ ପରମାଣୁ ବୈଜ୍ଞାନିକ ଏମ୍ଆର୍ ଶ୍ରୀନିବାସନଙ୍କ ପରଲୋକ

ଚେନ୍ନାଇ: ପରମାଣୁ ବୈଜ୍ଞାନିକ ଏବଂ ପରମାଣୁ ଶକ୍ତି ଆୟୋଗର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଏମ୍ଆର ଶ୍ରୀନିବାସନଙ୍କର ମଙ୍ଗଳବାର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା । ସେ ତାମିଲନାଡୁର ଉଧଗମଣ୍ଡଲମରେ ରହୁଥିଲେ । ଡକ୍ଟର ଶ୍ରୀନିବାସନ ଭାରତର ବେସାମରିକ ପରମାଣୁ ଶକ୍ତି…

ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା; ଆମେରିକା ତିଆରି କରିବ ‘ଗୋଲ୍ଡେନ ଡୋମ୍ ମିସାଇଲ୍ ଡିଫେନ୍ସ ସିଲ୍ଡ’

ନୂଆଦିଲ୍ଲୀ: ବର୍ତ୍ତମାନ, ବିଶ୍ୱର ବିଭିନ୍ନ ଅଞ୍ଚଳର ଅନେକ ଦେଶ ମଧ୍ୟରେ ଯୁଦ୍ଧ କିମ୍ବା ଉତ୍ତେଜନାର ବାତାବରଣ ଜାରି ରହିଛି । ରୁଷ-ୟୁକ୍ରେନ ଯୁଦ୍ଧ, ଇସ୍ରାଏଲ-ହମାସ ଯୁଦ୍ଧ କିମ୍ବା ଭାରତ ଏବଂ ପାକିସ୍ତାନ ମଧ୍ୟରେ ନିକଟରେ ସାମରିକ ସଂଘର୍ଷରେ ବାୟୁ ପ୍ରତିରକ୍ଷା ପ୍ରଣାଳୀ କିମ୍ବା…

ଆଜି ୧୩ ଜିଲ୍ଲାକୁ କାଳବୈଶାଖୀ ଆଲର୍ଟ

ଭୁବନେଶ୍ବର: ରାଜ୍ୟରେ ଗତ କିଛି ଦିନ ହେବ ଜାରି ରହିଛି କାଳବୈଶାଖୀ ଜନିତ ବିଜୁଳି ଘଡ଼ଘଡ଼ି ବର୍ଷା ଓ ପବନ । ଏହି ସମୟରେ ତାପମାତ୍ରାରେ ହ୍ରାସ ଥିବାବେଳେ କିନ୍ତୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ଯାହାକୁ ନେଇ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି ଲୋକେ । ତେବେ ଆସନ୍ତା ୩ ଦିନ ଅର୍ଥାତ୍ ୨୩ ତାରିଖ…

ଶ୍ରୀ ଭାଗବତ ସାର ୪୩: ଶ୍ରୀରାଧାକୃଷ୍ଣ ଅଭିନ୍ନ ବିଗ୍ରହ ବିଶିଷ୍ଟ, କେବଳ ପରକୀୟ ରସ ଆସ୍ଵାଦନ ପାଇଁ ଭିନ୍ନ ଭିନ୍ନ କଳେବର…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ବର୍ଣ୍ଣିତ ମହାରାସ ର ସମ୍ପୂର୍ଣ୍ଣ ବର୍ଣ୍ଣନା ଆମେ ଦଶମ ସ୍କନ୍ଦ ଆଲୋଚନା ସମୟରେ କରିବା, କିନ୍ତୁ ରାସଲୀଳା ଆଲୋଚନାଟି ସମ୍ପୂର୍ଣ୍ଣ କରିବା ପାଇଁ ଆମେ ଶ୍ରୀକୃଷ୍ଣଙ୍କ କାନ୍ତା ଶିରୋମଣି ଶ୍ରୀରାଧାଙ୍କୁ ଟିକିଏ ଜାଣିବା…

ୱେବସାଇଟ୍ ହ୍ୟାକ୍ ସହ ଦେଶ ବିରୋଧୀ ବାର୍ତ୍ତା ପ୍ରସାର କରିବା ଅଭିଯୋଗରେ ୨ଗିରଫ

ନୂଆଦିଲ୍ଲୀ: "ଅପରେସନ୍ ସିନ୍ଦୂର" ସମୟରେ ଭାରତୀୟ ୱେବସାଇଟ୍ ହ୍ୟାକ୍ କରିବା ଏବଂ ଭାରତ ବିରୋଧୀ ବାର୍ତ୍ତା ପୋଷ୍ଟ କରିବା ଅଭିଯୋଗରେ ଗୁଜୁରାଟ ATS ଜଣେ ନାବାଳକ ସମେତ ଦୁଇଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ଜସିମ ଶାହନୱାଜ ଅନସାରି (୧୮) ଏବଂ ଜଣେ ନାବାଳକ ଅଛନ୍ତି, ଯିଏ…