Latest Odisha News

BREAKING NEWS

Monthly Archives

May 2025

ଡାନ୍ସ ଆକ୍ଟିଂ ଷ୍ଟାରରୁ ଆଇପିଏସ: ଦୁଇଥର ବିଫଳ, ତୃତୀୟ ଥର ଇତିହାସ ରଚିଲେ

ନୂଆଦିଲ୍ଲୀ: ଯଦି ମନରେ କିଛି କରିଦେଖାଇବାର ଦୃଢ଼ ଇଚ୍ଛା ଥାଏ, ତେବେ ରାସ୍ତା ନିଜେ ନିଜେ ତିଆରି ହୋଇଯାଏ। ଏହି କଥାକୁ ସତ କରି ଦେଖାଇଛନ୍ତି ଝାଡ଼ଖଣ୍ଡର ଝିଅ ଶ୍ରୁତି ଅଗ୍ରୱାଲ। କିଛି ବର୍ଷ ତଳେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମିରାଣ୍ଡା ହାଉସରେ ନିଜର ନୃତ୍ୟ ଓ ଅଭିନୟ ଦ୍ୱାରା ସମସ୍ତଙ୍କ ମନ…

ମହାକାଶରୁ ହେଉଥିଲା ଯୁଦ୍ଧର ଅପରେଟ ! ବୁଝିପାରିଲାନି ପାକିସ୍ତାନ

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରରେ ସମଗ୍ର ବିଶ୍ୱ ଭାରତୀୟ ସେନାର ପରାକ୍ରମ ଦେଖିସାରିଛି। ପାକିସ୍ତାନ ଯଦିଓ ଆଣ୍ଠୁ ମାଡ଼ି ବସିଛି, ତେବେ ତା’ର ହରକତ କାହାଠାରୁ ଲୁଚି ରହିନାହିଁ। ପାକିସ୍ତାନକୁ ନତମସ୍ତକ କରିବାରେ ଭାରତୀୟ ସେନା ଓ ଆମର ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ଯେତିକି ଭୂମିକା ନିଭାଇଛନ୍ତି,…

କେବଳ ଆକାଶରୁ ହୁଏ ପାରମାଣୁ ଆଟାକ୍? ଜାଣନ୍ତୁ ଏନେଇ ରୋଚକ କଥା

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପରମାଣୁ ଅସ୍ତ୍ର ବିଷୟରେ ଅନେକ ଚର୍ଚ୍ଚା ହୋଇଛି। ଆମେରିକାର ରାଷ୍ଟ୍ରପତି ମଧ୍ୟ କହିଛନ୍ତି ଯେ ଭାରତ ଓ ପାକିସ୍ତାନ ଦୁହେଁ ପରମାଣୁ ଶକ୍ତିସମ୍ପନ୍ନ ଦେଶ, ଏବଂ ଯଦି ଏମାନଙ୍କ ମଧ୍ୟରେ ଉତ୍ତେଜନା ଆହୁରି ବଢ଼େ, ତେବେ ଲକ୍ଷ…

ବିଲ୍ଡରଙ୍କ ଠାରୁ ଲାଞ୍ଚ ନେଇ ୨ ପୋଲିସ ନିଲମ୍ବିତ

ସମ୍ବଲପୁର:ଜଣେ ନିର୍ମାଣକାରୀଙ୍କଠାରୁ ଲାଞ୍ଚ ନେବା ଅଭିଯୋଗରେ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ଦୁଇ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ ହୋଇଛନ୍ତି । ମଙ୍ଗଳବାର  ସମ୍ବଲପୁର ଟାଉନଥାନାର ପୂର୍ବତନ ଥାନା ଅଧିକାରୀ ରଞ୍ଜନ ବିଶ୍ବାଳ ଓ ସବ ଇନସ୍ପେକ୍ଟର ଅଭିଷେକ ପ୍ରଧାନ ସସପେଣ୍ଡ ହୋଇଛନ୍ତି…

ଭାରତର ପ୍ରଥମ ରାଜ୍ୟ: ଯେଉଁଠି ସବୁ ପାଠୁଆ ଲୋକ, ସରକାର କଲେ ଘୋଷଣା

ନୂଆଦିଲ୍ଲୀ: ଭାରତରେ ସାକ୍ଷରତା କ୍ଷେତ୍ରରେ କେରଳ ସର୍ବଦା ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଚିତ, କିନ୍ତୁ ଆପଣ ଜାଣିଛନ୍ତି କି ଭାରତର ପ୍ରଥମ ଏକ ଏପରି ରାଜ୍ୟ ରହିଛି, ଯେଉଁଠାରେ ଜଣେ ମଧ୍ୟ ନିରକ୍ଷର ନାହାନ୍ତି? ହଁ, ଏକଦମ ସତ। କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରାଳୟ ମଙ୍ଗଳବାର ଏନେଇ ଘୋଷଣା କରିଛି।…

ମଞ୍ଚେଶ୍ୱରରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ; ପଡ଼ିଛି ରକ୍ତ ଛିଟା,ପୋଲିସର ଛାନଭିନ

ଭୁବନେଶ୍ବର: ମଙ୍ଗଳବାର ରାତିରେ ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରାଯାଇଛି। ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଯୁବକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି ପୋଲିସ । ଗୁରୁତର ଯୁବକ ହେଲେ ରୁଦ୍ର ପାତ୍ର। ସେ ଏକ କଲେଜର ଛାତ୍ର। ରାଜଧାନୀ ଭୁବନେଶ୍ୱରର…

ମେ ୨୨ରେ ୧୦୩ ରେଳ ଷ୍ଟେସନର ପୁନର୍ବିକାଶକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ୨୨ରେ ରାଜସ୍ଥାନ ଗସ୍ତ କରିବେ । ସେ ସକାଳ ପ୍ରାୟ ୧୧ଘଟିକାରେ ବିକାନେର ଯିବେ ଏବଂ ଦେଶନୋକରେ କରଣୀ ମାତା ମନ୍ଦିର ପରିଦର୍ଶନ କରିବେ। ଏହା ବ୍ୟତୀତ, ପ୍ରାୟ ୧୧.୩୦ ସମୟରେ, ପ୍ରଧାନମନ୍ତ୍ରୀ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ପୁନଃବିକଶିତ…

ମାଳଦ୍ଵୀପ ସାରସ ୱାର୍ଲ୍ଡ ଏକ୍ସ ପୋ ରେ ଝଲସିବ ୭ଟି ଓଡ଼ିଶା ଏସଏଚଜି ଉତ୍ପାଦ

ଭୁବନେଶ୍ୱର: ଚଳିତ ବର୍ଷ ମାଳଦ୍ଵୀପ ସାରସ ୱାର୍ଲଡ ଏକ୍ସ ପୋ ୨୦୨୫ରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟ ପକ୍ଷରୁ 'ଏକ ଜିଲ୍ଲା ଏକ ଉତ୍ପାଦ' (ଓଡିଓପି) ଅଧୀନରେ ଭାରତର ବିଶେଷ ଉତ୍ପାଦଗୁଡିକ ସ୍ଥାନ ପାଇବାକୁ ଯାଉଛି। ସମଗ୍ର ଦେଶରୁ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ଵାରା ପ୍ରସ୍ତୁତ 'ଏକ ଜିଲ୍ଲା ଏକ…

ଦୁଃସାହସିକ ପର୍ଯ୍ୟଟନର ହେବ ବିକାଶ; ସାତକୋଶିଆରେ ରାଫ୍ଟିଙ୍ଗ, ହୀରାକୁଦରେ ଉଡିବ..

ଭୁବନେଶ୍ବର: ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଓଡିଶା ଦୁଃସାହସିକ ପର୍ଯ୍ୟଟନ ନିର୍ଦ୍ଦେଶାବଳୀ-୨୦୨୫ (Odisha Adventure Tourism Guidelines-2025)କୁ ଚୁଡାନ୍ତ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,…

ଅସୀମ ମୁନିରଙ୍କୁ ଫିଲ୍ଡ ମାର୍ଶାଲ ଭାବେ ପଦୋନ୍ନତି ଦେଲା ପାକିସ୍ତାନ

ଇସଲାମାବାଦ: ଆଜି ପର୍ଯ୍ୟନ୍ତ ଯେତେଥର ପାକିସ୍ତାନ ଓ ଭାରତ ମଧ୍ୟରେ ଯୁଦ୍ଧ ହୋଇଛି ସେତେଥର ପାକିସ୍ତାନକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଏହା ସତ୍ତ୍ୱେ ମଧ୍ୟ ପାକିସ୍ତାନୀ ସେନା ନିଜ ୟୁନିଫର୍ମ ଉପରେ ଗୋଟେ ପରେ ଗୋଟେ ପଦକ ବଢ଼ାଇବାରେ ଲାଗିଛି। ତେବେ ଏହା ମଧ୍ୟରେ ପାକିସ୍ତାନୀ ସେନା…