Latest Odisha News

BREAKING NEWS

Monthly Archives

May 2025

୫ ମାଓବାଦୀ ଗିରଫ; ମୁଣ୍ଡ ଉପରେ ଥିଲା ୩୬ ଲକ୍ଷ ପୁରସ୍କାର ରାଶି

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୀମାରୁ ଗଡ଼ଚିରୋଲି ଅଂଚଳରେ ୫ ମାଓବାଦୀକୁ ଗିରଫ । ସେମାନଙ୍କ ନାଁରେ ସରକାର ୩୬ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ଗିରଫମାନଙ୍କ ମଧ୍ୟରେ ଜଣେ ଡିଭିସିଏମ ସଦସ୍ୟ, ଜଣେ ଏସିଏମ ଏବଂ ଅନ୍ୟ ୩ ଜଣ ପ୍ଲାଟୁନ ସଦସ୍ୟ ରହିଛନ୍ତି। ଗିରଫ ମାଓବାଦୀଙ୍କଠାରୁ…

ଟି୨୦ରେ ଧୋନୀ ମାରିଲେ ୩୫୦ ଛକା

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସର ମହେନ୍ଦ୍ର ସିଂ ଧୋନୀ ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିଛନ୍ତି । ସେ ଟି୨୦ କ୍ରିକେଟରେ ୩୫୦ ଛକା ପୂରଣ କରିଛନ୍ତି । ଏଥିସହ ସେ ୪ର୍ଥ ଭାରତୀୟ ଭାବେ ଏହି ସଫଳତା ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ରୋହିତ ଶର୍ମା, ବିରାଟ କୋହଲି ଓ…

ପ୍ରମୁଖ ପ୍ରତିରକ୍ଷା ପ୍ରତିଷ୍ଠାନକୁ ଉନ୍ନତ ବିଜୁଳି ସେବା ଯୋଗାଉଛି ଟିପିଏସ୍ଓଡିଏଲ୍; ୩୩ କେଭି ଲାଇନରେ ବାର୍ଡ ଗାର୍ଡ…

ବ୍ରହ୍ମପୁର: ଟିପିଏସ୍ଓଡିଏଲ୍ ପକ୍ଷରୁ ଗୋପାଳପୁର ସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜକୁ ସଂଯୋଗ ହୋଇଥିବା ୩୩ କେଭି ବିଦ୍ୟୁତ ଲାଇନର ଉନ୍ନତିକରଣ କରାଯାଇଛି। ଯାହା ଫଳରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଅନୁଷ୍ଠାନକୁ ଭରସାଯୋଗ୍ୟ ବିଜୁଳି ଯୋଗାଣ ହୋଇପାରିବ। ଓଡ଼ିଶା ଉପକୂଳରେ ଥିବା…

ଅପହୃତ୍ ଟ୍ରେଡର କେନ୍ଦ୍ରାପଡ଼ାରୁ ଉଦ୍ଧାର, ୭ ଅଭିଯୁକ୍ତ ଗିରଫ

କଟକ: ଜଣେ ବ୍ୟବସାୟୀଙ୍କ ଅପହରଣ ମାମଲାକୁ ତଦନ୍ତ କରି ମାତ୍ର ଦୁଇ ଦିନ ମଧ୍ୟରେ ପିଡୀତଙ୍କୁ ଉଦ୍ଧାର କରିଛି ପୋଲିସ। ଏଥିରେ ସଂପୃକ୍ତ ଥିବା ମୋଟ ୭ ଜଣ ଅପରାଧୀଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାରୁ ଗିରଫ କରିଛି। ଅପହୃତ୍ ବ୍ୟକ୍ତିଙ୍କ ନାମ ସୌମ୍ୟରଞ୍ଜନ ଏବଂ ତାଙ୍କ ବୟସ ୩୧ ବର୍ଷ ବୋଲି…

ୱାର ୨ ର ଟିଜର ରିଲିଜ; ହ୍ରିତିକଙ୍କ ସହ ଜୁନିଅର ଏନଟିଆରଙ୍କ ଦମଦାର ଆକ୍ସନ…

ମୁମ୍ବାଇ: ୟଶ ରାଜ ଫିଲ୍ମସ ମଙ୍ଗଳବାର ଦିନ ଜୁନିଅର ଏନଟିଆରଙ୍କ ଜନ୍ମ ଦିନ ଅବସରରେ 'ୱାର ୨'ର ଟିଜର ରିଲିଜ୍ କରିଛି। ଏହି ଟିଜର ରିଲିଜ ହେବା ମାତ୍ରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହି ଫିଲ୍ମରେ ଜୁନିଅର ଏନଟିଆର ପ୍ରଥମ ଥର ପାଇଁ ହ୍ରିତିକ୍ ରୋଶନଙ୍କ ବିପକ୍ଷରେ ଆକ୍ସନ୍ ସିନ କରିଛନ୍ତି।…

ଭାରତ-ପାକିସ୍ତାନ ସୀମାରେ ରିଟ୍ରିଟ୍ ସେରିମୋନି ଆରମ୍ଭ, ଜୟ ହିନ୍ଦ୍ ନାରାରେ କମ୍ପିଲା ପରିବେଶ 

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଭାରତ ପକ୍ଷରୁ ଅପରେସନ ସିନ୍ଦୂର ଆରମ୍ଭ କରାଯାଇଥିଲା। ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଯୋଗୁଁ ଅମୃତସରର ଅଟାରୀ-ୱାଘା ସୀମାରେ ରିଟ୍ରିଟ୍ ସେରିମୋନିକୁ ବନ୍ଦ କରିଦିଆଯାଇଥିଲା। ତେବେ ପରିସ୍ଥିତି ସାମାନ୍ୟ ସ୍ୱାଭାବିକ ହେବା ପରେ ମଙ୍ଗଳବାର…

ଆଇବି ମୁଖ୍ୟ ତପନ ଡେକାଙ୍କ ପୁଣି ବଢିଲା କାର୍ଯ୍ୟକାଳ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଗୋଟିଏ ବର୍ଷ ପାଇଁ ଇଣ୍ଟେଲିଜେନ୍ସ ବ୍ୟୁରୋ (IB) ନିର୍ଦ୍ଦେଶକ ତପନ କୁମାର ଡେକାଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟର ନିଯୁକ୍ତି କମିଟି (ଏସିସି) ତାଙ୍କ ସେବା ଅବଧି ବୃଦ୍ଧିକୁ ଅନୁମୋଦନ କରିଛି।…

ମଦ, ଔଷଧରେ ବେଶୀ ଖର୍ଚ୍ଚ କରୁଛନ୍ତି ଭାରତୀୟ

ନୂଆଦିଲ୍ଲୀ: ଭାରତୀୟମାନେ ଔଷଧ ଏବଂ ମଦରେ ବେଶୀ ଅର୍ଥ ଖର୍ଚ୍ଚ କରୁଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଆର୍ଥୀକ ବର୍ଷ ୨୦୨୪ରେ ଏ ନେଇ ସରକାରଙ୍କ ପକ୍ଷରୁ ଏକ ତାଲିକା ଜାରୀ କରାଯାଇଛି । ୧୨ ବର୍ଷ ମଧ୍ୟରେ ଏଥର ଏହି ବାବଦକୁ ଅଧିକ ଅର୍ଥ ଖର୍ଚ୍ଚ ହୋଇଛି । ୨୦୨୪ରେ ମଦ ଓ ଔଷଧ ଖର୍ଚ୍ଚ ୧୫.୭…

ଲାଞ୍ଚ ନେଇ ଫସିଲେ ଡେପୁଟି ରେଞ୍ଜର ଅସିତ ପଟ୍ଟନାୟକ

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ବନ ବିଭାଗ ଅଧୀନରେ ଥିବା ବିସ୍ରା ଫରେଷ୍ଟ ଡିଭିଜନର ଡେପୁଟି ରେଞ୍ଜର ଅସିତ ପଟ୍ଟନାୟକଙ୍କୁ ମଙ୍ଗଳବାର ଦିନ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ୧୮,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଗିରଫ କରିଛନ୍ତି। ସେ ଏପ୍ରିଲ ମାସର ସରକାରୀ କାର୍ଯ୍ୟ…

୨୭ କୋଟିର ପନ୍ତ ସମ୍ପୂର୍ଣ୍ଣ ଭାବେ ପ୍ରଶଂସକଙ୍କୁ କଲେ ନିରାଶ

ଲକ୍ଷ୍ନୌ: ଆଇପିଏଲ ୨୦୨୫ ମେଗା ନିଲାମରେ ରିଷଭ ପନ୍ତ ସବୁଠାରୁ ଦାମୀ ଖେଳାଳି ହୋଇଥିଲେ । ଲକ୍ଷ୍ନୌ ସୁପର ଜ୍ୟାଂଟସ ତାଙ୍କୁ ୨୭ କୋଟି ଟଙ୍କାରେ ଟିମରେ ନେଇଥିଲା । ତେବେ ପନ୍ତ ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରି ଉଭୟ ପ୍ରଶଂସକ ଓ ଫ୍ରାଂଚାଇଜରଙ୍କୁ ନିରାଶ କରିଛନ୍ତି । ପନ୍ତ ୧୧ ଇନିଂସରେ ୧୨…