ପରେଶ ରାୱଲଙ୍କୁ ୨୫ କୋଟିର ଆଇନଗତ ନୋଟିସ୍ ପଠାଇଲେ ଅକ୍ଷୟ କୁମାର
ମୁମ୍ବାଇ: ଅକ୍ଷୟ କୁମାର, ସୁନୀଲ ଶେଟ୍ଟୀ ଏବଂ ପରେଶ ରାୱଲଙ୍କ ସୁପରହିଟ୍ କମେଡି ଫ୍ରାଞ୍ଚାଇଜ୍ ହେରା ଫେରିକୁ ଆଜିବି ମନେ ରଖିଛନ୍ତି ଫ୍ୟାନ୍ସ। ଏହି ଫିଲ୍ମରେ ପରେଶ ରାୱଲଙ୍କ ବାବୁରାଓ ଗଣପତରାଓ ଆପ୍ଟେ ଚରିତ୍ରକୁ ଦର୍ଶକ ବହୁତ ପସନ୍ଦ କରିଥିଲେ। କିନ୍ତୁ ଖବର ଅନୁଯାୟୀ ଫିଲ୍ମରେ ଆଉ ନଜର…