Latest Odisha News

BREAKING NEWS

Monthly Archives

May 2025

ଆଜି ସରିବ ଯୁକ୍ତ ତିନି ଆବେଦନ ଅବଧି, ଏପର୍ଯ୍ୟନ୍ତ ‌ମୋଟ ୧ଲକ୍ଷ ୧୦ ହଜାରରୁ ଊର୍ଦ୍ଧ୍ବ ଫର୍ମ ଭରିଛନ୍ତି

ଭୁବନେଶ୍ୱର: ଆଜି ଶେଷ ହେବ ଯୁକ୍ତ ତିନି ନାମଲେଖା ପାଇଁ ଆବେଦନ । ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ୨୦୨୫-୨୬ ଶିକ୍ଷାବର୍ଷରେ ନାମ ଲେଖାପାଇଁ ଯୁକ୍ତ ତିନି ଛାତ୍ରଛାତ୍ରୀ ଷ୍ଟୁଡେଣ୍ଟ ଏକାଡେମିକ ମ୍ୟାନେଜମେଣ୍ଟ ସିଷ୍ଟମ (ସାମ୍ସ) ଜରିଆରେ ଆବେଦନ କରୁଛନ୍ତି…

ବିଶୃଙ୍ଖଳିତ ଆଚରଣ ଯୋଗୁ ଆଇପିଏଲର ଗୋଟିଏ ମ୍ୟାଚରୁ ସସପେଣ୍ଡ ହେଲେ ଦିଗଭେଶ

ଲକ୍ଷ୍ନୌ: ବିଶୃଙ୍ଖଳିତ ଆଚରଣ ଯୋଗୁ ଲକ୍ଷ୍ନୌ ସୁପର ଜ୍ୟାଂଟସର ଦିଗଭେଶ ରାଠୀଙ୍କୁ ଗୋଟିଏ ମ୍ୟାଚରୁ ସସପେଣ୍ଡ କରାଯାଇଛି । ଏହା ବ୍ୟତୀତ ମ୍ୟାଚ ଫିର ୫୦ ପ୍ରତିଶତ ଅର୍ଥ ଜରିମାନା ବାବଦକୁ କଟାଯାଇଛି । ମେ ୧୯ରେ ଲକ୍ଷ୍ନୌ ଓ ହାଇଦ୍ରାବାଦ ମଧ୍ୟରେ ଖେଳା ଯାଇଥିବା ମ୍ୟାଚ ଅବସରରେ ଦିଗଭେଶ ଓ…

ପୁଣି ଫେରିଲା କୋଭିଡ୍ ଡର, ଦେଶରେ ୨୫୭ କୋଭିଡ୍ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ପୁଣି ଫେରିଲା କରୋନା ଡର। ମୁମ୍ବାଇର KEM ହସ୍ପିଟାଲ୍‌ରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ୨ ମୃତକ ଗୁରୁତର ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ଥିଲେ। ଅନ୍ୟପଟେ ସିଙ୍ଗାପୁର, ହଂକଂରେ ପୁଣିଥରେ କୋଭିଡ୍ ମାମଲା ବୃଦ୍ଧି ପାଉଥିବାରୁ ଏନେଇ ବଢୁଛି ଭୟ! ସ୍ଥିତି ଉପରେ…

ଦୁଇ ଦିନ ଭିତରେ ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ

କଟକ: ଦୁଇ ଦିନ ଭିତରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଦେଇଛନ୍ତି ସୂଚନା। ମନ୍ତ୍ରୀ କହିଛନ୍ତି, 'ଆଉ ବିଳମ୍ବ ହେବନି, ପିଲାମାନେ ବ୍ୟସ୍ତ ହୁଅନ୍ତୁ ନାହିଁ। ଯେହେତୁ ଆଜି ଯୁକ୍ତ ୩ ଆବେଦନର ଶେଷ ତାରିଖ। ଉଚ୍ଚଶିକ୍ଷା ବିଭାଗକୁ…

ପାକିସ୍ତାନ ପାଇଁ ଗୁଇନ୍ଦାଗିରି ମାମଲା: ବଢ଼ୁଛି ଗିରଫଦାରୀ ସଂଖ୍ୟା

ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଗତ ଦୁଇ ସପ୍ତାହ ମଧ୍ୟରେ ପଞ୍ଜାବ, ହରିୟାଣା ଏବଂ ଉତ୍ତର ପ୍ରଦେଶରୁ ଜଣେ ୟୁଟୁବର ସମେତ ଅତି କମରେ ୧୨ ଜଣଙ୍କୁ ଗିରଫ କରାଯାଇଛି। ତଦନ୍ତରୁ ଜଣାପଡିଛି ଯେ ସେମାନେ ଉତ୍ତର ଭାରତରେ ସକ୍ରିୟ ଥିବା ପଡ଼ୋଶୀ ଦେଶ ସହିତ ଜଡିତ ଏକ ଗୁପ୍ତଚର…

କାଳବୈଶାଖୀ ନେଇ ଆଜି ୧୮ ଜିଲ୍ଲାକୁ ସତର୍କ ସୂଚନା; ସେପଟେ, ଆସୁଛି ଦୁଇଟି ଲଘୁଚାପ

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଓ ପବନ ହୋଇଥିବାବେଳେ, ୨୩ ତାରିଖ ଯାଏଁ କାଳବୈଶାଖୀ ପ୍ରଭାବରେ ବର୍ଷା ସମ୍ଭାବନା ରହିଛି । ଏନେଇ ଆଜି ୧୮ ଟି ଜିଲ୍ଲାକୁ ସତର୍କ ସୂଚନା ଦେଇଛି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହି ଜିଲ୍ଲା ଗୁଡିକ…

ଏଣିକି ସାବାଡ ହେବେ ସାଇବର ଅପରାଧୀ; ରୁଜୁ ହେବ ଇ-ଜିରୋ ଏଫଆଇଆର

ନୂଆଦିଲ୍ଲୀ: ଏଣିକି ସାବାଡ ହେବେ ସାଇବର ଅପରାଧୀ। ସାଇବର ଅପରାଧୀଙ୍କୁ ଧରିବା ପାଇଁ ଏକ ନୂତନ ଇ-ଜିରୋ ଏଫଆଇଆର ପଦକ୍ଷେପ ଆରମ୍ଭ ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର (I4C)…

ସର୍ଜିକାଲ୍ ଷ୍ଟ୍ରାଇକ୍ ଅପେକ୍ଷା ‘ଅପରେସନ୍ ସିନ୍ଦୂର’ ସମୟରେ, ହିନ୍ଦୀ ଖବର ଦର୍ଶକଙ୍କ ସଂଖ୍ୟା ଅଧିକ

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣର ପ୍ରତିଶୋଧ ସ୍ବରୂପ ଭାରତୀୟ ସେନା ପକ୍ଷରୁ ହୋଇଥିବା 'ଅପରେସନ୍ ସିନ୍ଦୂର'କୁ ସମସ୍ତେ ପ୍ରଶଂସା କରିଛନ୍ତି । ଅପରେସନ ସିନ୍ଦୂର ଅଧୀନରେ, ଭାରତୀୟ ସେନା ପାକିସ୍ତାନରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିଲା । ଏହା ସହିତ, ବହୁ ସଂଖ୍ୟକ ଆତଙ୍କବାଦୀ ନିହତ…

ତୁର୍କୀକୁ ନିଜର ସୀମା ଦେଖାଇଲା ଭାରତ, କେବେ ଭାବିନଥିବ ଏମିତି କରିପାରେ ମୋଦି ସରକାର

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ତୁର୍କୀ ଶତ୍ରୁଦେଶକୁ ଖୋଲାଖୋଲି ସମର୍ଥନ କରିଥିଲା। ଏହାର ପ୍ରତିକ୍ରିୟା ସ୍ୱରୂପ ଭାରତୀୟ ବ୍ୟବସାୟୀ, ଗ୍ରାହକ ଓ କମ୍ପାନୀଗୁଡ଼ିକ ତୁର୍କୀର ବିଭିନ୍ନ ଉତ୍ପାଦକୁ ବୟକଟ ବା ବର୍ଜନ କରିବା ଆରମ୍ଭ କରିଛନ୍ତି। ଏୟାରପୋର୍ଟରେ…

ଦେଶରେ ୮ କୋଟି ଟ୍ରାଫିକ୍ ଚାଲାଣରେ ଆଦାୟ ହୋଇଛି ୧୨,୦୦୦ କୋଟି ଟଙ୍କାରୁ ଅଧିକ ଜରିମାନା

ନୂଆଦିଲ୍ଲୀ: ଦେଶରେ ଟ୍ରାଫିକ୍ ବ୍ୟବସ୍ଥାକୁ ସୁଗମ କରିବା ପାଇଁ, ପରିବହନ ବିଭାଗ ଏବଂ ଟ୍ରାଫିକ୍ ପୋଲିସ ନିରନ୍ତର ନୂତନ ନିୟମ ଏବଂ ଆଇନ କାର୍ଯ୍ୟକାରୀ କରୁଛନ୍ତି । ଲୋକମାନେ ଯେପରି ଟ୍ରାଫିକ୍ ନିୟମ ଭଙ୍ଗ ନ କରନ୍ତି, ସେଥିପାଇଁ ଟ୍ରାଫିକ୍ ଜରିମାନା ମଧ୍ୟ ବହୁ ପରିମାଣରେ ବୃଦ୍ଧି କରାଯାଉଛି ।…