Latest Odisha News

BREAKING NEWS

Monthly Archives

May 2025

ଭରତପୁର ଥାନାରେ ମେଜର୍‌ ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲା: ୪ ପୋଲିସଙ୍କ ଉପରୁ ହଟିଲା ନିଲମ୍ବନ

ଭୁବନେଶ୍ବର: ଖଣ୍ଡଗିରି ଭରତପୁର ଥାନାରେ ମେଜର୍‌ ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ନିଲମ୍ବିତ ହୋଇଥିବା ୪ ଜଣ ପୋଲିସ କର୍ମଚାରୀଙ୍କ ଉପରୁ ନିଲମ୍ବନ ହଟାଇ ଦିଆଯାଇଛି । ହେଲେ ଏହି ଘଟଣାରେ ନିଲମ୍ବିତ ତତ୍କାଳୀନ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ଉପରୁ ନିଲମ୍ବନ ଆଦେଶ ହଟିନାହିଁ ।…

ଲକ୍ଷ୍ନୌ ସୁପର ଜାଏଣ୍ଟସର ପ୍ଲେଅଫ ଆଶାକୁ ଚୂରମାର କଲା ହାଇଦ୍ରାବାଦ

ଲକ୍ଷ୍ନୌ: ସନରାଇଜର୍ସ ହାଇଦ୍ରାବାଦ ଲକ୍ଷ୍ନୌ ସୁପର ଜାଏଣ୍ଟସର ପ୍ଲେଅଫ ଆଶାକୁ ଚୂରମାର କରି ଦେଇଛି। ଆଇପିଏଲ ୨୦୨୫ରେ ଲକ୍ଷ୍ନୌର ଏହା ସପ୍ତମ ପରାଜୟ ଥିଲା, ଯାହା ତାଙ୍କୁ ଟୁର୍ଣ୍ଣାମେଣ୍ଟରୁ ବାହାର କରି ଦେଇଛି। ଲକ୍ଷ୍ନୌର ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ କ୍ରିକେଟ ଷ୍ଟାଡିୟମରେ…

୨ ଘଣ୍ଟା ପୁଟିନ୍ ଟ୍ରମ୍ପ ଫୋନରେ କଥାବାର୍ତ୍ତା, ଆଉ ଏମିତି ଘୋଷଣା ସମସ୍ତେ ଚମକିଲେ…

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଘୋଷଣା କରିଛନ୍ତି ଯେ, ସେ ୟୁକ୍ରେନ୍‌ ସହ ଚାଲିଥିବା ସଂଘର୍ଷର ଅନ୍ତ ଘଟାଇବାକୁ ଚାହୁଁଛନ୍ତି । ଏଥିପାଇଁ ସେ ୟୁକ୍ରେନର ସହଯୋଗ ମଧ୍ୟ ଚାହୁଁଛନ୍ତି । ଏହି ଘୋଷଣା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଦୁଇ ଘଣ୍ଟାର ଫୋନ୍‌…

ଶ୍ରୀ ଭାଗବତ ସାର ୪୨: ଶ୍ରୀକୃଷ୍ଣଙ୍କୁ ମଧ୍ୟରେ ରଖି ବହୁ ନର୍ତ୍ତକୀଙ୍କ ଦ୍ୱାରା ସମ୍ପାଦିତ ମଣ୍ଡଳାକାର ନୃତ୍ୟ ହିଁ ରାସ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ବର୍ଣ୍ଣିତ ରାସକୁ ବିଭିନ୍ନ ଭାଗବତ ଟୀକାକାର ବିଭିନ୍ନ ପ୍ରକାରେ ଉପସ୍ଥାପିତ କରିଛନ୍ତି। ଶ୍ରୀପାଦ ଶ୍ରୀଧର ସ୍ୱମୀ ନିଜ ଟୀକାରେ ରାସର ସ୍ୱରୂପ ବର୍ଣ୍ଣନା କରିବାକୁ ଯାଇ କହିଛନ୍ତି ଯେ ଏହା ଶ୍ରୀକୃଷ୍ଣ ଓ ଗୋପାଙ୍ଗନା…

ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନ ଆର୍ମିର ବଡ଼ କ୍ଷତି, ଭାରତ ଦେଲା ରିପୋର୍ଟ

ନୂଆଦିଲ୍ଲୀ: ଭାରତୀୟ ସେନା ଏକ ବଡ଼ ଖବର ପ୍ରକାଶ କରିଛି। ‘ଅପରେସନ୍‌ ସିନ୍ଦୂର’ ସମୟରେ ପାକିସ୍ତାନୀ ସେନାର ୬୪ ଜଣ ଯବାନ ଓ ଅଧିକାରୀ ନିହତ ହୋଇଛନ୍ତି। ଏହି ପାକିସ୍ତାନୀ ଯବାନମାନେ ଜମ୍ମୁ-କଶ୍ମୀରରେ ମୁତୟନ ଥିବା ଭାରତୀୟ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ପ୍ରାଣ ହରାଇଛନ୍ତି। ଏହି…

ଗୋଟିଏ ବିଭାଗରେ +୨ ପଢ଼ିବା ପରେ ପୁଣି ଅନ୍ୟ ବିଭାଗରେ ଯୁକ୍ତ ଦୁଇ ପଢ଼ି ହେବ କି ?

ଭୁବନେଶ୍ୱର: ଜଣେ ପିଲା ଗୋଟିଏ ବିଭାଗ ଯେମିତିକି ବିଜ୍ଞାନ, ବାଣିଜ୍ୟ, କଳା ବା ଧନ୍ଦାମୂଳକରେ +୨ ପଢ଼ିବା ପରେ ପୁଣି ଅନ୍ୟ ବିଭାଗରେ ଯୁକ୍ତ ଦୁଇ ପଢ଼ି ପାରିବେ କି? ଏହାକୁ ନେଇ ଅନେକ ମନରେ ଦ୍ୱନ୍ଦ୍ୱ ରହିଛି। ଏମିତିକି ଉଚ୍ଚ ଶିକ୍ଷା ବିଭାଗର ଅନେକ ଅଧିକାରୀମାନେ ମଧ୍ୟ ଦ୍ୱନ୍ଦ୍ୱାତ୍ମକ ଉତ୍ତର…

ଅପରେସନ ସିନ୍ଦୂରକୁ ନେଇ ଭିକି ଓ ଅକ୍ଷୟ ମୁହାଁମୁହିଁ!

ନୂଆଦିଲ୍ଲୀ: ଗତ ଏପ୍ରିଲ ୨୨ରେ ଆତଙ୍କବାଦୀଙ୍କ ପହଲଗାମ ଆକ୍ରମଣ ପରେ ଭାରତ ପ୍ରତିଶୋଧ ନେବାକୁ ଯାଇ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ଏହାପରେ ଏହି ଅପରେସନ ସିନ୍ଦୂରକୁ ନେଇ ଉତ୍ତମ ମାହେଶ୍ୱରୀ ଏକ ଫିଲ୍ମ ନିର୍ମାଣ କରିବାକୁ ମଧ୍ୟ ଘୋଷଣା କରିଥିଲେ। ଏଥିପାଇଁ ସେ କଡା ସମାଲୋଚନାର ଶିକାର ହୋଇ…

ମୃତ୍ୟୁ ପୂର୍ବରୁ ମନୁଷ୍ୟ ମନରେ ଶେଷ ଚିନ୍ତା କ’ଣ ଆସେ? ରିସର୍ଚ୍ଚରୁ ବଡ଼ ଖୁଲାସା

ଭୁବନେଶ୍ୱର: ମୃତ୍ୟୁ, ଏକ ରହସ୍ୟମୟ ଏବଂ ଚିରନ୍ତନ ସତ୍ୟ, ଯାହା ମନୁଷ୍ୟ ମନକୁ ସବୁବେଳେ ଆନ୍ଦୋଳିତ କରିଥାଏ। ମୃତ୍ୟୁର ଶେଷ ମୁହୂର୍ତ୍ତରେ ମନୁଷ୍ୟର ମନରେ କେଉଁ ଚିନ୍ତା ଆସେ? ଏହି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ବିଜ୍ଞାନୀ, ମନୋବିଜ୍ଞାନୀ ଏବଂ ସ୍ନାୟୁବିଜ୍ଞାନୀମାନେ ବର୍ଷ ବର୍ଷ ଧରି ଗବେଷଣା…

କଟକରେ ଦୁଷ୍କର୍ମ ପୀଡିତାଙ୍କୁ ଠକେଇ ଅଭିଯୋଗ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ୨ ଗିରଫ

କଟକ: କଟକ ଜିଲ୍ଲାରେ ଜଣେ ଦୁଷ୍କର୍ମ ପୀଡିତାଙ୍କୁ କ୍ଷତିପୂରଣ କରିଦେବାକୁ ଯାଇ ୧ ଲକ୍ଷରୁ ଉର୍ଦ୍ଧ୍ବ ଠକିଥିବା ଅଭିଯୋଗ ହୋଇଛି । ଏଥିରେ ସଂପୃକ୍ତି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଦୁଇ ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଛି। ଗିରଫମାନଙ୍କ ମଧ୍ୟରୁ ଜଣେ ନରସିଂହପୁର ଅଞ୍ଚଳର…

ବଲୁଚିସ୍ତାନକୁ ଭାରତ ଏକ ଦେଶ ଭାବେ ମାନ୍ୟତା ଦେଇ ପାରିବ କି ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ: କିଛି ଦିନ ତଳେ ବଲୁଚିସ୍ତାନରେ ସେଠାକାର ସ୍ୱାଧୀନତା ସଂଗ୍ରାମୀ ନେତାମାନେ ସ୍ୱାଧୀନତା ଘୋଷଣା କରିଛନ୍ତି। ଏହା ସହିତ ସେମାନେ ବଲୁଚିସ୍ତାନକୁ ଏକ ଦେଶ ଭାବେ ମାନ୍ୟତା ଦେବା ପାଇଁ ଅନ୍ୟ ଦେଶମାନଙ୍କୁ ଅନୁରୋଧ କରୁଛନ୍ତି। ବଲୁଚିସ୍ତାନର ନେତାମାନେ ଭାରତ ଓ ଜାତିସଂଘକୁ ସେମାନଙ୍କୁ…