Latest Odisha News

BREAKING NEWS

Monthly Archives

May 2025

କୋହଲି କ୍ରିକେଟଠାରୁ ଦୂରକୁ ଚାଲିଯିବେ

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଗତ ବର୍ଷ ସେ ଆନ୍ତର୍ଜାତୀୟ ଟି୨୦ରୁ ଅବସର ନେଇଥିଲେ । ଏବେ ସେ ଦିନିକିଆ କ୍ରିକେଟ ଖେଳିବା ଜାରି ରଖିବେ । ଇତି ମଧ୍ୟରେ ଟିମ ଇଣ୍ଡିଆର ପୂର୍ବତନ କୋଚ ରବି ଶାସ୍ତ୍ରୀ ଏକ ଚିନ୍ତାଜନକ ବୟାନ…

ପୁଣି ଫେରିଲା କରୋନା ! ଆଜି ଏତେ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ପୁଣି ଫେରିଲା କରୋନା। ସିଙ୍ଗାପୁର ଓ ହଂକଂରେ ହଠାର୍ କୋଭିଡ-୧୯ ମାମଲାରେ ବଢ଼ିବାରେ ଲାଗିଛି। ଗତ କିଛି ସପ୍ତାହ ମଧ୍ୟରେ ଏହି ଦୁଇ ଦେଶରେ କରୋନା ସଂକ୍ରମଣର ମାମଲା ବୃଦ୍ଧି ପାଇଛି। ତେବେ ବଡ଼ କଥା ହେଉଛି ଯେ ଏହି ମାମଲାଗୁଡ଼ିକ ସେତେ ମାତ୍ରାରେ ବ୍ୟାପି ନାହିଁ। ଏହା ଜଣଙ୍କଠାରୁ…

ବାଂଲାଦେଶ ଗସ୍ତରେ ରାହୁଲ ଯିବା ଏକପ୍ରକାର ନିଶ୍ଚିତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର କେଏଲ ରାହୁଲ ଏବେ ପ୍ରଦର୍ଶନ ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରିପାରିଛନ୍ତି । ଚଳିତ ଆଇପିଏଲରେ ସେ ଜବରଦସ୍ତ ଫର୍ମରେ ଥିବା ସହ ବିସ୍ଫୋରକ ବ୍ୟାଟିଂ ଜାରି ରଖିଛନ୍ତି । ରିପୋର୍ଟ ମୁତାବକ ବାଂଲାଦେଶ ବିପକ୍ଷ ଟି୨୦ ସିରିଜରେ ରାହୁଲ ଟିମ ଇଣ୍ଡିଆ ପକ୍ଷରୁ ସ୍ଥାନ…

ରାଜ୍ୟରେ ବାଂଲାଦେଶୀଙ୍କୁ ଚିହ୍ନଟ ପାଇଁ ଏସଟିଏଫକୁ ଦାୟିତ୍ଵ

ଭୁବନେଶ୍ୱର: ବାଂଲାଦେଶୀ ପ୍ରବାସୀମାନଙ୍କ ଉପରେ ଦେଶବ୍ୟାପୀ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ଓଡ଼ିଶା ସରକାର ସୋମବାର ଦିନ ରାଜ୍ୟରେ ଏପରି ଅଣ ନାଗରିକଙ୍କୁ ଚିହ୍ନଟ  ପାଇଁ ପଦକ୍ଷେପ ନେଇଛନ୍ତି। ଡିଆଇଜି ପିନାକ ମିଶ୍ରଙ୍କ ତତ୍ତ୍ୱାବଧାନରେ ଓଡ଼ିଶା କ୍ରାଇମ୍ ବ୍ରାଞ୍ଚର ଏକ ସ୍ପେଶାଲ୍ ଟାକ୍ସ ଫୋର୍ସ…

ଭାରତ ଓହରିଲେ ପିସିବିର କ୍ଷତି ହେବ ୨୨୦ କୋଟି

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଉପୁଜିଥିବା ଅଶାନ୍ତି କ୍ରିକେଟ ପଡିଆରେ ଦେଖିବାକୁ ମିଳୁଛି । ଦୀର୍ଘ ଦିନ ହେବ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ ସିରିଜ ବନ୍ଦ ହୋଇଯାଇଛି । ଆଇସିସି ଓ ଏସିଆ କପ ଇଭେଂଟରେ ଉଭୟ ଦେଶ ପରସ୍ପରକୁ ଭେଟିଛନ୍ତି । ଏବେ ଏସିଆ କପ ୨୦୨୫ ଉପରେ ବଡ ବିପଦ…

ପହଲଗାମ ହମଲା ପରେ ପାକ୍ ଦୂତାବାସକୁ କେକ୍ ନେଇ ଯାଉଥିବା ବ୍ୟକ୍ତିଙ୍କ ସହ ଜ୍ୟୋତିଙ୍କର ଅଛି ବହୁତ ବଡ଼ ଲିଙ୍କ୍!

ନୂଆଦିଲ୍ଲୀ: ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣର ଦୁଇ ଦିନ ପରେ, ଏପ୍ରିଲ ୨୨ ତାରିଖରେ ଜଣେ ବ୍ୟକ୍ତି ଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିଶନରେ ଏକ କେକ୍ ଡବା ଧରି ପ୍ରବେଶ କରୁଥିବାର ଦେଖାଯାଇଥିଲା। ଯେତେବେଳେ ସାମ୍ବାଦିକମାନେ ତାଙ୍କୁ ବହୁତ ପ୍ରଶ୍ନ ପଚାରିଲେ, କିନ୍ତୁ ସେ ଉତ୍ତର…

ସୁପ୍ରିମକୋର୍ଟଙ୍କ କଡା ମନ୍ତବ୍ୟ; ଭାରତ କୌଣସି ଧର୍ମଶାଳା ନୁହେଁ

ନୂଆଦିଲ୍ଲୀ: ଭାରତରେ ପ୍ରତିବର୍ଷ ବହୁ ମାତ୍ରରେ ଦେଶ ବିଦେଶ ରୁ ଶରଣାର୍ଥୀ ଆସିଥାନ୍ତି। ସୋମବାର ଦିନ ଏହା ଉପରେ ସୁପ୍ରିମ କୋର୍ଟ ପ୍ରଶ୍ନ ଉଠାଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଭାରତ କୌଣସି ଧର୍ମଶାଳା ନୁହେଁ ଯେ ସମଗ୍ର ବିଶ୍ବରୁ ଶରଣାର୍ଥୀ ମାନଙ୍କୁ ସ୍ଥାନ ଦେବ। ଏହି ନିଷ୍ପତ୍ତି…

ନାବାଳିକା ଝିଅକୁ ଦୁଷ୍କର୍ମ ମାମଲା: ବାପାକୁ ଆଜୀବନ କାରାଦଣ୍ଡ

ବରଗଡ଼: ୨୦୨୦ରେ ସଂଘଟିତ ଏକ ଦୁଷ୍କର୍ମ ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ବରଗଡ଼ ଜିଲ୍ଲାର ଏହି ମାମଲାରେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ତଥା ସ୍ବତନ୍ତ୍ର ପୋକ୍ସୋ ଜଜ୍‌ ଅଭିଯୁକ୍ତ ବାପାଙ୍କୁ ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି। ଏହା ସହିତ ପୀଡ଼ିତାଙ୍କୁ ୧୦ ଲକ୍ଷ କ୍ଷତିପୂରଣ…

୫ଜି ମଣିଷ ପାଇଁ କେତେ କ୍ଷତିକାରକ, ପରୀକ୍ଷଣ କଲେ ବୈଜ୍ଞାନିକ

ନୂଆଦିଲ୍ଲୀ: ୫ଜି ଟେକନିକକୁ ନେଇ ଦୀର୍ଘ ସମୟ ନେଇ ବିଭିନ୍ନ ଆଲୋଚନା ହେଉଛି । ଏହା ପ୍ରକୃତରେ ମଣିଷ ପାଇଁ କେତେ କ୍ଷତିକାରକ ସେ ନେଇ ବୈଜ୍ଞାନିକମାନେ ନିକଟରେ ପରୀକ୍ଷଣ କରିଛନ୍ତି । ପୂର୍ବରୁ କୁହାଯାଉଥିଲା ୫ଜି ଯୋଗୁ ମଣିଷଙ୍କ ନିକଟରେ ଚର୍ମରୋଗ ଦେଖାଯାଉଛି । ଏବେ ଏହାର ଉତର ବୈଜ୍ଞାନିକମାନେ…

ଶ୍ରୀକ୍ଷେତ୍ର ଭଉଁରୀ ତିଥିରେ ଚକ ଅଖ ଡେରା ନୀତି ସମ୍ପନ୍ନ

ପୁରୀ: ଆଜିଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣର ଆଉ ଏକ ପର୍ଯ୍ୟାୟ କାର୍ଯ୍ୟ। ଗତ ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ ଅନୁକୂଳ କରାଯାଇଥିବା ବେଳେ ଆଜି ରଥର ଚକ ଓ ଅଖ ସଂଯୋଗର ଅନୁକୂଳ କରାଯାଇଛି। ପରମ୍ପରା ଅନୁଯାୟୀ ଆଜି ଭଉଁରୀ ଅବସରରେ ଶ୍ରୀମନ୍ଦିରରେ ସକାଳଧୂପ ଶେଷ ହେବା ପରେ…