Latest Odisha News

BREAKING NEWS

Monthly Archives

May 2025

ପୂର୍ଣ୍ଣ ପେନସନ ପାଇବେ ହାଇକୋର୍ଟର ଅବରସରପ୍ରାପ୍ତ ବିଚାରପତି

ନୂଆଦିଲ୍ଲୀ: ହାଇକୋର୍ଟର ସମସ୍ତ ଅବରସରପ୍ରାପ୍ତ ବିଚାରପତି ପୂର୍ଣ୍ଣ ପେନସନ୍ ପାଇବେ । ଯେକୌଣସି ତାରିଖରେ ଯୋଗ ଦେଇଥିଲେ ବି ସେମାନଙ୍କୁ ପୂର୍ଣ୍ଣ ପେନସନ୍ ମିଳିବ । ହାଇକୋର୍ଟର ଅତିରିକ୍ତ ବିଚାରପତିମାନେ ବି ପୂର୍ଣ୍ଣ ପେନସନ୍ ପାଇବେ । ଏଥିସହିତ ଅତିରିକ୍ତ ଓ ସ୍ଥାୟୀ ବିଚାରପତିଙ୍କ ମଧ୍ୟରେ…

କ’ଣ ଆକ୍ରମଣ ପାଇଁ ସବୁବେଳେ ପ୍ରସ୍ତୁତ ରହିଥାଏ ପରମାଣୁ ଅସ୍ତ୍ର….କ’ଣ ରହିଛି ପ୍ରଣାଳି?

ନୂଆଦିଲ୍ଲୀ: ପରମାଣୁ ଅସ୍ତ୍ର, ଯାହାକୁ ଯେକୌଣସି ଦେଶର ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ଭାବରେ ବିବେଚନା କରାଯାଏ । ଯେତେବେଳେ ଶତ୍ରୁ ଦେଶ କିଛି ଗ୍ରହଣ କରିବାକୁ ପ୍ରସ୍ତୁତ ନଥାଏ ଏବଂ ଦୁଇ ଦେଶ ମଧ୍ୟରେ କଥା ବହୁତ ଆଗକୁ ବଢିଯାଇଥାଏ, ସେତେବେଳେ ଦେଶ ରିଟାଲିଏଟ କରି ପରମାଣୁ ଅସ୍ତ୍ରର ପ୍ରୟୋଗ…

ପାକିସ୍ତାନୀ ସ୍ପାଏ ଜ୍ୟୋତିଙ୍କ ଉପରେ ଆଉ ଏକ ଆକ୍ସନ: ଇନଷ୍ଟାଗ୍ରାମ ସସପେଣ୍ଡ

ନୂଆଦିଲ୍ଲୀ: ଖୋଲୁଛି ପାକିସ୍ତାନୀ ଗୁପ୍ତଚର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ଗୁମର । ରିମାଣ୍ଡରେ ନେଇ ଏବେ ପୋଲିସ୍ ତାଙ୍କୁ ଜେରା କରୁଛି । ଏହା ଭିତରେ ଏବେ ତାଙ୍କ ବିରୋଧରେ ଆଉ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ମେଟା ଜ୍ୟୋତି ମାଲହୋତ୍ରାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ସସପେଣ୍ଡ…

ହାଇଦ୍ରାବାଦରେ ବିସ୍ଫୋରଣର ଷଡଯନ୍ତ୍ର, ଆଇଏସଆଇଏସ ସହ ଜଡିତ ୨ ସନ୍ଦିଗ୍ଧ ଗିରଫ

ହାଇଦ୍ରାବାଦ: ହାଇଦ୍ରାବାଦରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପଣ୍ଡ କରାଯାଇଛି । ଆତଙ୍କବାଦୀ ସଂଗଠନ ISIS ସହ ଜଡିତ ଦୁଇ ସନ୍ଦିଗ୍ଧଙ୍କୁ ଗିରଫ କରି, ପୋଲିସ ଏକ ବଡ଼ ଘଟଣା ଘଟିବା ପୂର୍ବରୁ ତାହାକୁ ଏଡାଇ ଦେଇଛି । ସୂଚନା ଅନୁଯାୟୀ, ଉଭୟ ଯୁବକ ହାଇଦ୍ରାବାଦରେ ବିସ୍ଫୋରଣ କରିବାକୁ…

ବିଦେଶରେ ଖୋଲିବ ପାକିସ୍ତାନ ପୋଲ୍: ଯିବାକୁ ମନା କରିଦେଲେ ୟୁସୁଫ୍ ପଠାନ୍….

ନୂଆଦିଲ୍ଲୀ: ସାଂସଦ ପ୍ରତିନିଧିମଣ୍ଡଳୀ ସହ ବିଦେଶ ଯିବେନି ୟୁସୁଫ୍ । ବିଦେଶରେ ପାକିସ୍ତାନର ମୁଖା ଖୋଲିବା ପାଇଁ ଭାରତ ଜାରି କରିଥିବା ସାଂସଦଙ୍କ ପ୍ରତିନିଧିମଣ୍ଡଳୀଙ୍କ ସହ ୟୁସୁଫ ଯୋଗ ଦେବେ ନାହିଁ । ପୂର୍ବତନ କ୍ରିକେଟର ତଥା ତୃଣମୂଳ କଂଗ୍ରେସ ସାଂସଦ ୟୁସୁଫ ପଠାନ, ଯାହାଙ୍କୁ ସରକାର…

ସ୍ୱର୍ଣ୍ଣ ମନ୍ଦିର ଉପରେ ଆକ୍ରମଣ ଉଦ୍ୟମ କରିଥିଲା ପାକିସ୍ତାନ, ମିସାଇଲ ମାରି ଅଟକାଇଥିଲା ଭାରତ

ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ଆକ୍ରମଣର କଡ଼ା ଜବାବ ଦେଇଥିଲା ଭାରତ। ପାକିସ୍ତାନର ବିଭିନ୍ନ ଆତଙ୍କୀ ଠିକଣା ଉପରେ ମିସାଇଲ ମାଡ଼ କରି ଛାରଖାର କରିଥିଲା ଭାରତୀୟ ସେନା। ଆଉ ଏହାର ଜବାବରେ ମେ ୭ ଓ ୮ ତାରିଖ ରାତିରେ ପାକିସ୍ତାନ ଭାରତର ଅନେକ ସହର ଉପରେ ହମଲା କରିବାକୁ ଚେଷ୍ଟା କରିଥିଲା।…

ଆସନ୍ତା ୪ ଦିନ ଯାଏଁ ଝଡ଼ବର୍ଷା ଚେତାବନୀ, ଜାରି ହେଲା ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ପୂର୍ବ ଅପେକ୍ଷା ଖରାର ପ୍ରକୋପ ହ୍ରାସ ପାଇଛି ସତ ହେଲେ ଉପକୂଳବର୍ତ୍ତୀ ଜିଲ୍ଲା ଓ ଏହାର ଆଖପାକ ଅଞ୍ଚଳଗୁଡ଼ିକରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଅସହ୍ୟ ଗୁଳୁଗୁଳି ଅନୁଭୁତ ହେଉଛି । ଆଜି ସକାଳ ୮ଟା ୩୦ ସୁଦ୍ଧା ଆର୍ଦ୍ରତା…

ପାକିସ୍ତାନ ନିଶାନାରେ ଥିଲା ସ୍ୱର୍ଣ୍ଣ ମନ୍ଦିର, ଏମିତି ପଣ୍ଡ କରିଥିଲା ଭାରତୀୟ ସେନା….

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରରେ ନଅଟି ସ୍ଥାନରେ ଆତଙ୍କବାଦୀ ଶିବିର ଉପରେ ଭାରତର ଆକ୍ରମଣ ପରେ ପ୍ରତିଆକ୍ରମଣ କରିଥିଲା ପାକିସ୍ତାନ। ଭାରତର ୨୬ଟି ସହର ଉପରକୁ କ୍ଷେପଣାସ୍ତ୍ର ଛାଡିଥିଲା। ଏହା ମଧ୍ୟରେ ପଞ୍ଜାବର ଅମୃତସରରେ ଥିବା ସ୍ୱର୍ଣ୍ଣ ମନ୍ଦିରକୁ ମଧ୍ୟ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ସହିତ…

ଅପରେସନ୍ ସିନ୍ଦୂର ଉପରେ ଖାନ୍ ସାର୍ ଏ କ’ଣ କହିଦେଲେ, ‘୫୦୦-୧୦୦୦ ମାରିଲେ କିଛି ହେବନି, ପାକରେ ୨୪…

ନୂଆଦିଲ୍ଲୀ: ପାହାଲଗାମ ଆତଙ୍କବାଦୀ ହମଲା ପରେ ଭାରତୀୟ ସେନା ଦ୍ୱାରା ଆରମ୍ଭ ହୋଇଥିବା ଅପରେସନ୍ ସିନ୍ଦୂର ଉପରେ ଖାନ୍ ସାର୍ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଆମେ ପାକିସ୍ତାନରୁ ସୁଧାର ଆଶା କରୁଛୁ, କିନ୍ତୁ ଏହା ସମ୍ଭବ ନୁହେଁ। ଖାନ୍ ସାର୍ କହିଛନ୍ତି ଯେ ୫୦୦-୧୦୦୦…

କାଠଯୋଡ଼ିରେ ୨ ଇଞ୍ଜିନିୟର ବୁଡିଯିବା ଘଟଣା; ମିଳିଲା ଆଉ ଜଣଙ୍କ ମୃତଦେହ

କଟକ: ଗାଧୋଇବାବେଳେ କଟକ କାଠଯୋଡିରେ ବୁଡି ୨ ଇଞ୍ଜିନିୟର ନିଖୋଜ ଘଟଣା । ତେବେ ରବିବାର ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ସୋମବାର ଆଉ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଇଞ୍ଜିନିୟର୍ ହେଲେ ରୁତିକେସ ମାତାଲ (୨୫) ଏବଂ ଋତିକ୍‌ ବ୍ରିଜନେ (୨୫) । ଉଭୟ ମହାରାଷ୍ଟ୍ରର ବାସିନ୍ଦା ବୋଲି…