ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର! ଫିଲିପାଇନ୍ସରେ ଫ୍ରି-ଭିସାରେ କରିପାରିବେ ଏଣ୍ଟ୍ରୀ
ନୂଆଦିଲ୍ଲୀ: ବିଦେଶ ଯିବା ଅଧିକାଂଶ ଲୋକଙ୍କ ସ୍ୱପ୍ନ ଥାଏ । କିନ୍ତୁ ଅନେକ ସମୟରେ, କମ୍ ବଜେଟ୍ ଏବଂ ଭିସା ସମସ୍ୟା ଯୋଗୁଁ ଲୋକମାନେ ଏହି ସ୍ୱପ୍ନ ପୂରଣ କରିପାରନ୍ତି ନାହିଁ । କେତବେଳେ ଭିସା ମଳେନାହିଁ ତ ଆଉ କେବେ ଭିସା ରିଜେକ୍ଟ କରାଯାଇଥାଏ । ଏଭଳି ପରିସ୍ଥିତିରେ, ଲୋକମାନେ ଏପରି ବିଦେଶୀ…