Latest Odisha News

BREAKING NEWS

Monthly Archives

May 2025

ପାକିସ୍ତାନକୁ ଘାରିଲାଣି ପର୍ଦ୍ଦାଫାସ୍ ଭୟ, ଏବେ ଭାରତ ବିରୋଧରେ ହେବ ଫେରାଦ

ନୂଆଦିଲ୍ଲୀ: ପାକିସ୍ତାନକୁ ଘାରିଲାଣି ପର୍ଦ୍ଦାଫାସ୍ ଭୟ । ବିଶ୍ବ ଦରବାରରେ ମୁଖା ଖୋଲିବା ଭୟରେ ଏବେ ଭାରତକୁ ପାଦେ ପାଦେ ଦେଖିକି ନେଉଛି ପଦକ୍ଷେପ । ଅପରେସନ୍ ସିନ୍ଦୂର ପରେ ବିଶ୍ୱସ୍ତରୀୟ କୂଟନୈତିକ ଯୋଗାଯୋଗ ପାଇଁ ଭାରତ ସାତ ଜଣିଆ ପ୍ରତିନିଧିମଣ୍ଡଳୀ ଘୋଷଣା କରିବାର କିଛି ଘଣ୍ଟା ପରେ,…

ଆତଙ୍କୀଙ୍କୁ ସାହାଯ୍ୟ କରୁଥିଲେ କାଶ୍ମୀର ଯୁବକ, ୨୩ ଜଣଙ୍କୁ ଗିରଫ କଲା ସେନା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପହଲଗାମରେ ଗତ ୨୨ ଏପ୍ରିଲରେ ଘଟିଥିଲା ଭୟଙ୍କର ଆତଙ୍କୀ ହମଲା। ଯେଉଁଥିରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା। ତା’ ପରେ ଭାରତୀୟ ସୁରକ୍ଷାବଳ ଏବଂ ଜମ୍ମୁ-କଶ୍ମୀର ପୋଲିସ ଆତଙ୍କୀଙ୍କ ବିରୋଧରେ ଏକ ବଡ଼ ଧରଣର ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନରେ…

୭ ଟିମରେ ୫୯ ସାଂସଦ….ବିଦେଶରେ ଖୋଲିବେ ପାକିସ୍ତାନ ମୁଖା

ନୂଆଦିଲ୍ଲୀ: ଖୁବଶୀଘ୍ର ଦେଶ ଦେଶ ବୁଲି ଅପରେସନ ସିନ୍ଦୂର ନେଇ ଦେଶର ପକ୍ଷ ରଖିବେ ଭାରତର ସାଂସଦ । ଏନେଇ ବିଜେପି ସରକାରଙ୍କ ପକ୍ଷରୁ କିଛି ସାଂସଦଙ୍କୁ ଚୟନ କରାଯାଇଛି । ଏନେଇ ୫୯ ଜଣ ସାଂସଦଙ୍କ ତାଲିକା ପ୍ରକାଶ କରିଛି କେନ୍ଦ୍ର । ବିଶ୍ୱର ୩୩ ଟି ଦେଶରେ ଅପରେସନ ସିନ୍ଦୁରର ଶୂନ୍ୟ…

ପାକିସ୍ତାନଠାରୁ ଜବତ ହେବ କି ପରମାଣୁ ଅସ୍ତ୍ର? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ:କଥା କଥାରେ ପରମାଣୁ ଧମକ ଦେଉଥିବା ପାକିସ୍ତାନକୁ କଡ଼ା ଚେତାବନୀ ଦେଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ। ସେ କହିଛନ୍ତି, “ବିଶ୍ୱ ଦେଖିଛି ଯେ ପାକିସ୍ତାନ କେତେ ଗୁରୁତ୍ୱହୀନ ଭାବେ ପରମାଣୁ ଧମକ ଦେଇଆସୁଛି। ଏପରି ଗୁରୁତ୍ୱହୀନ ଦେଶର ହାତରେ ପରମାଣୁ ଅସ୍ତ୍ର କେତେ ସୁରକ୍ଷିତ? ମୋ…

ହାଇଦ୍ରାବାଦରେ ଭୟଙ୍କର ଅଗ୍ନିକାଣ୍ଡ: ୧୭ ଜଣ ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି । ଯେଉଁଥିରେ ୧୭ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ମିଲିଛି । ଚାରମିନାର ଅଞ୍ଚଳର ଗୁଲଜାର ହାଉସ୍ ନିକଟରେ ଥିବା ଏକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ବେଳେ ଏହି ଘଟଣାରେ ୧୭ ଜଣ ଜୀବନ୍ତ…

ଯେଉଁ ପାକିସ୍ତାନ ଦୁଇ ଭାଗ କରିଥିଲେ, ସେଇ ଦେଶକୁ ପରମାଣୁ ପ୍ରଯୁକ୍ତି ସେୟାର କରିବାକୁ ପ୍ରସ୍ତାବ ଦେଇଥିଲେ ଇନ୍ଦିରା !

ନୂଆଦିଲ୍ଲୀ: ଭାରତର ‘ଆଇରନ ଲେଡି’ ଇନ୍ଦିରା ଗାନ୍ଧୀ ତାଙ୍କର ଦୃଢ଼ ନେତୃତ୍ୱ ଓ କୂଟନୈତିକ ଦକ୍ଷତା ପାଇଁ ଆଜି ଲୋକେ ତାଙ୍କୁ ପ୍ରସଂଶା କରନ୍ତି। ୧୯୭୧ରେ ପାକିସ୍ତାନକୁ ବିଭାଜିତ କରି ବାଂଲାଦେଶ ଗଠନରେ ତାଙ୍କର ନିର୍ଣ୍ଣାୟକ ଭୂମିକା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ। କିନ୍ତୁ ଏହାରି…

ପୁରୀର ଜଣେ ୟୁଟ୍ୟୁବରଙ୍କ ସହ ଜ୍ୟୋତି ମଲହୋତ୍ରାଙ୍କ କନେକ୍ସନ, ଆଇବିର ପଚରାଉଚରା ଜାରି

ପୁରୀ: ଗିରଫ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା ଲିଙ୍କ୍‌ରେ ଖୋଳତାଡ଼। ପୁରୀର ଜଣେ ୟୁଟ୍ୟୁବରଙ୍କୁ IBର ପଚରାଉଚରା ଜାରି। ପୁରୀ ପୋଲିସ ସହଯୋଗରେ ଯୁବତୀଙ୍କୁ ଜେରା କରାଯାଇଛି। ଜ୍ୟୋତିଙ୍କ ସହ ସଂପର୍କ କଣ ଥିଲା ସେ ନେଇ ଜେରା କରାଯାଉଛି। ୨୦୨୪ ସେପ୍ଟେମ୍ବରରେ ପୁରୀ ଆସିଥିଲେ ଜ୍ୟୋତି ମଲହୋତ୍ରା।…

ନିଜକୁ ସ୍ୱାଧୀନ ଭାବେ ଘୋଷଣା କଲା ବଲୁଚିସ୍ତାନ, ସତରେ କ’ଣ ମିଳିବ ରାଷ୍ଟ୍ରର ମାନ୍ୟତା

ନୂଆଦିଲ୍ଲୀ: ବଲୁଚିସ୍ତାନ ନିଜକୁ ଏକ ସ୍ୱାଧୀନ ରାଷ୍ଟ୍ର ଭାବେ ଘୋଷଣା କରିଛି। ବଲୁଚିସ୍ତାନର ନେତୃତ୍ୱ ନେଉଥିବା ତଥା ଲେଖକ ମୀର ଯାର ବଲୁଚ ଗତ ସପ୍ତାହରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଅନେକ ବୟାନ ସେୟାର କରିଛନ୍ତି, ଯେଉଁଥିରେ ସେ ‘ବଲୁଚିସ୍ତାନ ଗଣରାଜ୍ୟ’ର ଗଠନ ଘୋଷଣା କରିଛନ୍ତି।…

ଆଜି ଭାରତ-ପାକିସ୍ତାନ ଅସ୍ତ୍ରବିରତିର ଶେଷ ଦିନ, ପୁନର୍ବାର ଡିଜିଏମଓ ସ୍ତରୀୟ ବୈଠକରେ ନିଆଯିବ ନିଷ୍ପତ୍ତି

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଅସ୍ତ୍ରବିରତିର ଆଜି ହେଉଛି ଶେଷ ଦିନ। ଆଜି ପୁନର୍ବାର DGMO ସ୍ତରୀୟ ବୈଠକ ହୋଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ୧୪ ମଇରେ ହୋଇଥିବା ଡିଜିଏମଓ ସ୍ତରୀୟ ଆଲୋଚନାରେ ୧୮ ମେ ପର୍ଯ୍ୟନ୍ତ ଅସ୍ତ୍ରବିରତି ବୃଦ୍ଧି ପାଇଁ ଏକ ସହମତି ହୋଇଥିଲା। ଆଜି…

୯ ଜିଲ୍ଲାକୁ କାଳବୈଶାଖୀ ଆଲର୍ଟ, ୪ ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ରହିବ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ କାଳବୈଶାଖୀ ଜାରି ରହିଛି। ହେଲେ କିଛି କିଛି ସ୍ଥାନରେ ଗୁଳୁଗୁଳି ମଧ୍ୟ ଅନୁଭୂତ ହେଉଛି। ଦିନରେ ଗୁଳୁଗୁଳି ଅପରାହ୍ନରେ କାଳବୈଶାଖୀ। ରାଜ୍ୟରେ ଅସ୍ତବ୍ୟସ୍ତ କରିବ ଗୁଳୁଗୁଳୁ ଓ କାଳବୈଶାଖୀ ବର୍ଷା। ଆଜି ବି କାଳବୈଶାଖୀ ବର୍ଷା ହେବା ନେଇ ଅନୁମାନ କରିଛି…