Latest Odisha News

BREAKING NEWS

Monthly Archives

May 2025

ସୁପ୍ରିମକୋର୍ଟଙ୍କ ବଡ ରାୟ: ଗୋଟିଏ ସିଫ୍ଟରେ ହେବ ନିଟ୍ ପିଜି ପରୀକ୍ଷା

ନୂଆଦିଲ୍ଲୀ: ନିଟ୍ ପିଜି ୨୦୨୫ ପରୀକ୍ଷା ଗୋଟିଏ ସିଫ୍ଟରେ କରାଯିବ। ସାରା ଦେଶରେ ସ୍ଥିର ହୋଇଥିବା ବିଭିନ୍ନ କେନ୍ଦ୍ରରେ ଗୋଟିଏ ସିଫ୍ଟରେ ହିଁ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ଆଜି ଦୁଇଟି ସିଫ୍ଟରେ ପରୀକ୍ଷା ପରିଚାଳନାକୁ ଚ୍ୟାଲେଞ୍ଜ କରାଯାଇଥିବା ଆବେଦନର ଶୁଣାଣି କରି କିଛଇ ଏପରି ବଡ ରାୟ…

ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ୫ ମୃତ, ୨୫ରୁ ଅଧିକ ଆହତ

ଚଣ୍ଡିଗଡ: ପଞ୍ଜାବର ଶ୍ରୀ ମୁକ୍ତସର ସାହିବ ଜିଲ୍ଲାରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି । ଲାମ୍ବିର ପିଣ୍ଡ ସିଂଘେୱାଲାରେ ଥିବା ଏକ ବାଣ କାରଖାନାରେ ଏକ ବଡ଼ ବିସ୍ଫୋରଣ ଘଟିଛି । ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୨୫ରୁ ଅଧିକ ଜଣ ଆହତ ହୋଇଥିବା…

ଅପରସେନ ସିନ୍ଦୂର ବାହାନାରେ ୬ ଲକ୍ଷ ଟଙ୍କାର ଠକେଇ, ବୟସ୍କଙ୍କୁ ଡିଜିଟାଲ ଆରେଷ୍ଟ

ଜୟପୁର: ରାଜସ୍ଥାନର ରାଜଧାନୀ ଜୟପୁରରେ ସାଇବର ଅପରାଧୀମାନେ ପୁଣି ଥରେ ନିଜର ନିଆରା କାରନାମା ଦେଖାଇ ସହରକୁ ଆତଙ୍କିତ କରିଛନ୍ତି। ଗାନ୍ଧୀ ନଗର ଥାନା ଅଞ୍ଚଳରେ ଜଣେ ୭୫ ବର୍ଷୀୟ ବୃଦ୍ଧଙ୍କୁ “ଡିଜିଟାଲ ଆରଷ୍ଚ” ନାଁରେ ଭୟଭୀତ କରି ସାଇବର ଠକମାନେ ୬ ଲକ୍ଷ ଟଙ୍କାର ଠକେଇ କରିଛନ୍ତି। ନିଜକୁ…

‘କଂଗ୍ରେସ ପାକିସ୍ତାନ ପିଆର୍’: ରେବନ୍ତଙ୍କ ବୟାନ ନେଇ ବର୍ଷିଲେ ବିଜେପି ନେତା

ନୂଆଦିଲ୍ଲୀ: ତେଲେଙ୍ଗାନା କଂଗ୍ରେସ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ସିନ୍ଦୁର ଅପରେସନ ସମୟରେ ରାଫେଲ ଜେଟ୍ ନଷ୍ଟ କରିବା ସମ୍ପର୍କରେ ବୟାନକୁ ନେଇ ବର୍ଷିଛନ୍ତି ବିଜେପି ନେତା । ଏନେଇ ବିଜେପି ସାଂସଦ ସମ୍ବିତ ପାତ୍ର , ରେବନ୍ତ ଏବଂ କଂଗ୍ରେସକୁ କଡା ନିଶାନା ସାଥିଛନ୍ତି । ଯେଉଁମାନେ…

Oppo Reno 12 ଉପରେ ୧୩ ହଜାର ଟଙ୍କାରୁ ଅଧିକ ଅଫର, ଫ୍ଲିପକାର୍ଟରେ ଖସିଲା ଦାମ

ଭୁବନେଶ୍ୱର: ଆପଣ କମ୍‌ ଖର୍ଚ୍ଚରେ ନିଜ ସ୍ମାର୍ଟଫୋନକୁ ଆପଗ୍ରେଡ କରିବାକୁ ଚାହୁଁଛନ୍ତି କି? ଯଦି ହଁ, ତେବେ ଓପୋ ରେନୋ ୧୨ ଉପରେ ଫ୍ଲିପକାର୍ଟରେ ଚାଲୁଥିବା ନୂଆ ଡିଲ୍‌କୁ ଆପଣ ନିଶ୍ଚିତ ଦେଖିବା ଉଚିତ। ଏହି ଷ୍ଟାଇଲିସ୍‌ ନୂଆ ଫୋନ୍‌ ଉପରେ ଏବେ ଚମତ୍କାର ରିହାତି ମିଳୁଛି, ଯାହା ଏହାକୁ କିଣିବା…

ପଲଟୁ ବାଜ୍ ନୀତିଶଙ୍କୁ ତେରଛା ବାଣ ମାରିଲେ ମୋଦି….

ନୂଆଦିଲ୍ଲୀ: ଆଗକୁ ବିହାର ନିର୍ବାଚନ ଥିବା ବେଳେ, ପ୍ରଧାନମନ୍ତ୍ରୀ ମୋଦି ଗୁରୁବାର ବିହାର ପାଟନାରେ ନିର୍ବାଚନ ବିଗୁଲ୍ ବଜାଇ ସାରିଛନ୍ତି । ବିଧାନସଭା ନିର୍ବାଚନ ପୂର୍ବରୁ ବିରୋଧୀମାନଙ୍କୁ କଡ଼ା ବାର୍ତ୍ତା ଦେବା ସହ ଦଳୀୟ ନେତାଙ୍କୁ ବି କଡା ଚେତାବନୀ ଦେଇଛନ୍ତି ମୋଦି । ପ୍ରଧାନମନ୍ତ୍ରୀ…

ସାତ ସମୁଦ୍ର ପାର ପହଞ୍ଚିଲା ଅପରେସନ ସିନ୍ଦୂର ଧମକ: ଟ୍ରମ୍ପକୁ ମିଳିଲା ଶିକ୍ଷା, ଆମେରିକାରେ ଚର୍ଚ୍ଚା

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ବର୍ତ୍ତମାନ ଭାରତୀୟ ସେନାର ସାହସ ଓ ସଫଳତାର ଏକ ଐତିହାସିକ କାହାଣୀ ହୋଇପଡ଼ିଛି, ଯାହାର ଚର୍ଚ୍ଚା ଏବେ ସାତ ସମୁଦ୍ର ପାର ପର୍ଯ୍ୟନ୍ତ ପହଞ୍ଚିଛି। ଆମେରିକୀୟ ପ୍ରତିରକ୍ଷା ବିଶେଷଜ୍ଞମାନେ ଏହି ଅପରେସନରେ ଭାରତୀୟ ସେନାର ପ୍ରସ୍ତୁତି ଏବଂ କାର୍ଯ୍ୟକାରୀତାର ପ୍ରଶଂସା…

କଟକରେ ପ୍ରଥମ କୋଭିଡ୍ ସଂକ୍ରମିତ ଚିହ୍ନଟ

କଟକ: ପୁଣି ଫେରିଛି କୋରୋନା ଡର । କୋରୋନାର ନୂଆ ଭାଇରସ୍ ଭାରତରେ ତାର କାୟା ମେଲାଇଛି । ଏହା ଭିତରେ ରାଜ୍ୟର ରାଜଧାନୀ ଭୁବନେଶ୍ୱରରୁ ପ୍ରଥମେ କୋରୋନାର ପ୍ରଥମ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ, ଆଜି କଟକରେ ପ୍ରଥମ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛି । ତେବେ ସଂକ୍ରମିତ ଆକ୍ରନ୍ତ ଜଣକ ୪୫…

ସତ ମାନୁଛି ପାକିସ୍ତାନ: ପୁଣି ପାକ୍ ପିଏମ୍ କହିଲେ, କେମିତି ଭାରତ ରଚିଥିଲା ଧ୍ବଂସ…

ନୂଆଦିଲ୍ଲୀ: ନିଜ ଦେଶବାସୀଙ୍କୁ ମିଥ୍ୟା ପରାକ୍ରମର କାହାଣୀ ଶୁଣାଇବା ପରେ, ଏବେ ଧିରେ ଧିରେ ସତ ମାନୁଛି ପାକିସ୍ତାନ । କିପରି ଭାରତ ପାକିସ୍ତନରେ ବିଧ୍ବଂସ ଲୀଳା ରଚିଥିଲା ତାହା ବଖାଣିଛନ୍ତି ।  ଶେହବାଜ ସରିଫ ପୁଣି ଥରେ ସାର୍ବଜନୀନ ଭାବରେ ସ୍ୱୀକାର କରିଛନ୍ତି ଯେ ଭାରତୀୟ ବାଲିଷ୍ଟିକ୍…

କୋରୋନାର ଆସିବ ଚତୁର୍ଥ ଲହର, ପୁଣି ହେବ କି ଲକଡାଉନ ?

ନୂଆଦିଲ୍ଲୀ: ଭାରତରେ କୋରୋନା ସଂକ୍ରମଣ ମାମଲା ଦିନକୁ ଦିନ ବୃଦ୍ଧି ପାଉଛି। ବିଭିନ୍ନ ରାଜ୍ୟରେ ଏପର୍ଯ୍ୟନ୍ତ ୧୨୦୦ରୁ ଅଧିକ ସକ୍ରିୟ ମାମଲା ସାମ୍ନାକୁ ଆସିଛି। କେରଳ, ମହାରାଷ୍ଟ୍ର, ଦିଲ୍ଲୀ ସହିତ ଉତ୍ତର ପ୍ରଦେଶରେ ମଧ୍ୟ କୋରୋନାର ନୂଆ ଭାରିଆଣ୍ଟ ଜେଏନ୍‌.୧ ଓ ଏନ୍‌ବି.୧.୮ ସଂକ୍ରମିତ ରୋଗୀ…