ବଢୁଛି ତାଲିବାନ-ଭାରତ ସଂପର୍କ: ବଢିଲାଣି ଶହବାଜ ସରିଫଙ୍କ ବିପି….
ନୂଆଦିଲ୍ଲୀ: ବଢୁଛି ଆପଗାନିସ୍ତାନ ଏବଂ ତାଲିବାନ ସରକାରଙ୍କ ଦୋସ୍ତି । ଆଉ ଏହି ଦୋସ୍ତି ଏବେ ପାକିସ୍ତାନ ସରକାରଙ୍କ ରକ୍ତଚାପକୁ ବୃଦ୍ଧି କରିଛି । ଗୋଟିଏ ପଟେ ଋଣ ଏବଂ ଜଳ ଅଭାବ ପାକିସ୍ତାନ ପାଇଁ ସମସ୍ୟା ହେଉଥିବା ବେଳେ ଏବେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ବଢ଼ୁଥିବା ବନ୍ଧୁତା…