‘ସିତାରେ ଜମିନ ପର’ ଟ୍ରେଲର ରିଲିଜ ପରେ ଟ୍ରୋଲ୍ ହେଲେ ଆମିର…
ମୁମ୍ବାଇ: ଆମିର ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସିତାରେ ଜମିନ ପର’ର ଟ୍ରେଲର ମଙ୍ଗଳବାର ରିଲିଜ ହୋଇଛି। ଟ୍ରେଲର ଆସିବା ପରେ ଫିଲ୍ମକୁ ନେଇ ଭିନ୍ନଭିନ୍ନ ରେସପନ୍ସ ମିଳୁଛି। କେହି କେହି ଫିଲ୍ମକୁ ପସନ୍ଦ କରୁଥିବା ବେଳେ ଅନେକ ଏହାକୁ କପି ବୋଲି କହିଛନ୍ତି।
ସୋସିଆଲ ମିଡିଆରେ ୟୁଜର୍ସ…