Latest Odisha News

BREAKING NEWS

Monthly Archives

May 2025

ପୁଣି ଅରୁଣାଚଳ ପ୍ରଦେଶର ଅନେକ ସ୍ଥାନର ନାମ ବଦଳାଇଲା ଚୀନ୍, ଭାରତ ଦେଲା ଉଚିତ୍ ଜବାବ

ଶ୍ରୀନଗର: ଅପରେସନ ସିନ୍ଦୂର ପରେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା କରାଯାଇଛି । ତଥାପି, ସୀମାରେ ଏବେ ବି ସେନା ମୁତୟନ ଅଛନ୍ତି । ଏହି ସମୟରେ, ଅରୁଣାଚଳ ପ୍ରଦେଶରେ ଚୀନ୍ ପୁଣି ଥରେ ଦୁଃସାହସ ଦେଖାଇଛି । ପାକିସ୍ତାନ ସହିତ ଉତ୍ତେଜନା ମଧ୍ୟରେ ଚୀନ୍ ଅରୁଣାଚଳ ପ୍ରଦେଶର କିଛି…

ଖୁବ୍ ଶୀଘ୍ର ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଖୁବ୍‌ଶୀଘ୍ର ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। ପରୀକ୍ଷା ଫଳ ପ୍ରକାଶନ ନେଇ ସମସ୍ତ ପ୍ରକ୍ରିୟା କରାଯାଉଥିବା ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ମେ ମାସ ଦ୍ବିତୀୟ ସପ୍ତାହରେ ଫଳ ପ୍ରକାଶ ନେଇ ସୂଚନା ରହିଥିଲା। ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା…

ମୋଦୀ ଚୁୁପ୍ ବସିବେ ନାହିଁ…, ଜେଲରେ ଥାଇ ଇମ୍ରାନ ଖାନଙ୍କୁ ଘାରିଛି ମୋଦୀଙ୍କ ଆକ୍ରମଣାତ୍ମକ ରଣନୀତି

ମୋଦୀ ଚୁୁପ୍ ବସିବେ ନାହିଁ, ପୁଣି ଦେବେ ଚକମା! 'ଭାରତର ନିରବତାକୁ ଦେଖି ପଛଘୁଞ୍ଚା ଦେବା ଠିକ୍ ନୁହେଁ' ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ କୂଟନୈତିକ ଯୁଦ୍ଧ ଏବେ ଚରମ ସୀମାରେ! ପାକିସ୍ତାନର ତଳସ୍ତରର କୂଟନୀତି ଓ ଷଡ଼ଯନ୍ତ୍ର ପୁଣି ଥରେ ଉଜାଗର ହୋଇଛି! ଭାରତ ଏହାର କଡ଼ା…

ଆସିଲା ‘ତାରେ ଜମିନ ପର’ ସିକ୍ୱେଲ, କୋଚ୍ ସାଜିଲେ ଆମିର ଖାନ୍

ମୁମ୍ବାଇ: ଆମିର ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସିତାରେ ଜମିନ ପର’ ଗତ କିଛି ସମୟ ଧରି ଚର୍ଚ୍ଚାରେ ରହିଛି। କାରଣ ଏହା ଫିଲ୍ମ'ତାରେ ଜମିନ ପର' ସିକ୍ୱେଲ ‘ସିତାରେ ଜମିନ ପର’। ଏହା ଏକ ଭିନ୍ନ ସ୍ଵାଦର ଏବଂ ଭିନ୍ନ ଧରଣର ଫିଲ୍ମ। ଏହାର ଟ୍ରେଲର ମଙ୍ଗଳବାର ରିଲିଜ୍ ହୋଇଛି। ଟ୍ରେଲର ଆସିବା…

ଗ୍ଲୋବାଲ ଟାଇମ୍ସର ଏକ୍ସ ଆକାଉଣ୍ଟକୁ ବ୍ଲକ କଲା ଭାରତ

ନୂଆଦିଲ୍ଲୀ: ଭାରତ ସରକାର ଚୀନର ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସର ସୋସିଆଲ ମିଡିଆ ପ୍ଲାଟଫର୍ମ X (ପୂର୍ବରୁ ଟ୍ୱିଟର) ଆକାଉଣ୍ଟକୁ ଦେଶରେ ପ୍ରତିବନ୍ଧ ଲଗାଇଛନ୍ତି। ଗ୍ଲୋବାଲ ଟାଇମ୍ସ, ଚୀନ ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ଏକ ପ୍ରମୁଖ ଖବର ସରବରାହ ସଂସ୍ଥା । ଏହି ଆକାଉଣ୍ଟରୁ ବାରମ୍ବାର…

ଥମିଛି ଗୁଳିବିନିମୟ କିନ୍ତୁ ଏବେ ବି ଭାରତ ପାକିସ୍ତାନ ମଧ୍ୟରେ ଜାରି ରହିଛି ଏହି ସବୁ ବିବାଦ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ମେ ୭ ତାରିଖରେ ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ହମଲାରେ ଅନେକ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା। ଏହାର ଜବାବରେ ଭାରତ ପାକିସ୍ତାନ ଅଧିକୃତ କଶ୍ମୀର (PoK) ଓ ପାକିସ୍ତାନର ଅନେକ…

ଆଇନଜୀବୀ ଭାବେ ସ୍ୱୀକୃତି ପାଇଁ ଭୁଲ୍ ତଥ୍ୟ ଦେଇଥିବା ଅଭିଯୋଗ, ଅର୍ଚ୍ଚନା ନାଗଙ୍କୁ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଅର୍ଚ୍ଚନା ନାଗଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛି। ମେ ୧୦ରେ ଆଇନଜୀବୀ ଭାବେ ସ୍ୱୀକୃତି ପାଇବା ପାଇଁ ଏକ ଆବେଦନ କରିଛନ୍ତି। ଅର୍ଚ୍ଚନା ଏହି ଆବେଦନପତ୍ରରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲୁଚାଇଥିବା ଅଭିଯୋଗ ରହିଛି। ତାଙ୍କ ବିରୋଧରେ ଥିବା…

ପାକିସ୍ତାନ ସହ ଯୁଦ୍ଧ ବେଳେ ଆତଙ୍କୀଙ୍କ ଗୁପ୍ତଚର ହରିଆଣାରୁ ଅଟକ

ଚଣ୍ଡିଗଡ଼: ହରିୟାଣାର ପାନିପତରେ ଭାରତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ଏକ ବଡ଼ ସଫଳତା ହାସଲ କରିଛନ୍ତି। ସ୍ଥାନୀୟ ଏକ କାରଖାନାରେ ଜଗୁଆଳି ଭାବେ କାମ କରୁଥିବା ଜଣେ ଯୁବକ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଧରାପଡ଼ିଛି। ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଯୁବକ ପାକିସ୍ତାନୀ…

ଅପରେସନ ସିନ୍ଦୂର: ପାକିସ୍ତାନ ବାୟୁସେନାର ୨୦ ପ୍ରତିଶତ ଧ୍ୱଂସ, ୫୦ରୁ ଅଧିକ ଯବାନ ନିହତ

ନୂଆଦିଲ୍ଲୀ: ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ‘ଅପରେସନ୍ ସିନ୍ଦୁର’ ପାକିସ୍ତାନର କେବଳ ଆତଙ୍କବାଦୀ କ୍ୟାମ୍ପ ନୁହେଁ ବରଂ ସୈନ୍ୟବାହିନୀଙ୍କୁ ବଡ଼ କ୍ଷତି ପହଁଚାଇଛି । ମେ ୭ରେ ଆରମ୍ଭ ହୋଇଥିବା ଏହି ଅଭିଯାନ ପାକିସ୍ତାନ ବାୟୁସେନାର ପାଖାପାଖି ୨୦ ପ୍ରତିଶତ ସମ୍ପତ୍ତି ଧ୍ୱଂସ କରିଛି ଏବଂ ୫୦ରୁ…

ପାକିସ୍ତାନରୁ ଫେରିଲେ ବିଏସଏଫ ଯବାନ ପିକେ ସାଁ, ଭାରତ ମଧ୍ୟ ଫେରାଇଲା ରେଞ୍ଜର

ଶ୍ରୀନଗର: ବିଏସଏଫ ଯବାନ ପୂର୍ଣ୍ଣମ କୁମାର ସାଁ ପାକିସ୍ତାନରୁ ଫେରିଛନ୍ତି । ଭାରତ ମଧ୍ୟ ଯବାନଙ୍କ ବଦଳରେ ପାକିସ୍ତାନୀ ରେଞ୍ଜର୍ସଙ୍କୁ ଫେରାଇ ଦେଇଛି । ଯବାନ ପିକେ ସାଁଙ୍କୁ ପାକିସ୍ତାନ ଭାରତକୁ ହସ୍ତାନ୍ତର କରିଛି । ସେ ଅଟାରୀ ସୀମାରୁ ଫେରି ଆସିଛନ୍ତି । ତେବେ ବିଏସଏଫ୍ ଯବାନ ଭୁଲବଶତଃ…