Latest Odisha News

BREAKING NEWS

Monthly Archives

June 2025

ବିଏମସି ଆକ୍ରମଣ ଘଟଣା: କାଲିଠୁ ସମୂହ ଛୁଟିରେ ଯିବାକୁ ଓଏଏସ ଅଧିକାରୀଙ୍କ ନିଷ୍ପତ୍ତି

ଭୁବନେଶ୍ବର:ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମରଣାନ୍ତକ ଆକ୍ରମଣ । ସୋମବାର ଅଭିଯୋଗ ଶୁଣାଣି ଚାଲିଥିବାବେଳେ ୫ ଜଣ ଦୁର୍ବୃତ୍ତ ଜୋର ଜବରଦସ୍ତ ଧଶେଇ ପଶି ଅଧିକାରୀଙ୍କୁ ମାଡ଼ ମାରି ଲହୁଲୁହାଣ କରିଛନ୍ତି । ଏହି ଘଟଣାର ପ୍ରତିବାଦ କରିଛି…

ରଥଯାତ୍ରାରେ ଅମାନିଆ ଚାଳକଙ୍କ ଉପରେ ବିଶେଷ ନଜର, କଟିଲା ୧୮୦୦ ଇ-ଚାଲାଣ

ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେ ପରିବହନ ବ୍ୟବସ୍ଥା ଶୃଙ୍ଖଳିତ ରଖିବା ପାଇଁ ବାଣିଜ୍ୟ ପରିବହନ ବିଭାଗ ଅଧିନରେ ରାଜ୍ୟ ପରିବହନ ପ୍ରାଧିକରଣ ଦ୍ୱାରା କଡ଼ାକଡ଼ା ଏନଫୋର୍ସମେଣ୍ଟ କରାଯାଇଛି। ଆଗକୁ ଅନ୍ୟ ପ୍ରମୁଖ ଦିନ ଯେପରିକି ବାହୁଡ଼ା ଏବଂ ସୁନାବେଶରେ ମଧ୍ୟ ଏହା ଜାରି ରହିବ…

ଆମେରିକାର ରୋଡ଼ସ ଆଇଲ୍ୟାଣ୍ଡରେ ମହାସମାରୋହରେ ରଥଯାତ୍ରା ପାଳିତ

ରୋଡ଼ସ ଆଇଲ୍ୟାଣ୍ଡ: ଯୁକ୍ତରାଷ୍ଟ୍ର ଆମେରିକାର ରୋଡ଼ସ ଆଇଲ୍ୟାଣ୍ଡ ରାଜ୍ୟରେ ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳନ କରାଯାଇଛି । ଏହି ଉପଲକ୍ଷେ ଚାରି ଠାକୁର ବିରାଜମାନ କରୁଥିବା ୱାରୱିକ ସ୍ଥିତ ଶ୍ରୀ ସିଦ୍ଧି ବିନାୟକ ମନ୍ଦିରକୁ ଖୁବ ସୁନ୍ଦର ଭାବରେ ସଜା ଯାଇଥିବା ଦେଖା ଯାଇଥିଲା । ଏଠାରେ…

ସମସ୍ତ ପ୍ରିନ୍ସପାଲ ଏବଂ କର୍ମଚାରୀ ବାୟୋମେଟ୍ରିକ୍ ବ୍ୟବହାର କରିବାକୁ ବାଧ୍ୟ: ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ବର: ବାୟୋମେଟ୍ରିକ ବ୍ୟବହାର କରୁନଥିବା ପ୍ରିନ୍ସପାଲ ଓ କର୍ମଚାରୀଙ୍କ ବିରୁଦ୍ଧରେ ଓଡ଼ିଶାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଦୃଢ ପଦକ୍ଷେପ ନିଆଯାଇଛି । ଏନେଇ ନିର୍ଦ୍ଦେଶ ଜାରି କରିଛି ବିଭାଗ । ବାୟୋମେଟ୍ରିକ୍ ଉପସ୍ଥାନ ପ୍ରଣାଳୀ ବ୍ୟବହାର କରିବାକୁ ସମସ୍ତ ପ୍ରିନ୍ସପାଲ ଏବଂ କର୍ମଚାରୀ…

MY Bharat 2.0 ପୋର୍ଟାଲ ଲଞ୍ଚ, କିପରି କରିବେ ପଞ୍ଜିକରଣ ଜାଣନ୍ତୁ…

ନୂଆଦିଲ୍ଲୀ: ସରକାର କୋଟି କୋଟି ଯୁବକ ଯୁବତୀଙ୍କ ପାଇଁ ନୂତନ MY Bharat 2.0 ପୋର୍ଟାଲ୍ ଆରମ୍ଭ କରିଛନ୍ତି । ଏହି ପ୍ଲାଟଫର୍ମକୁ କେନ୍ଦ୍ର ସରକାରଙ୍କ ଡିଜିଟାଲ ଇଣ୍ଡିଆ ପଦକ୍ଷେପ ଭାବରେ ବିକଶିତ କରାଯାଇଛି । ଏହି ପ୍ଲାଟଫର୍ମ ପ୍ରଯୁକ୍ତିବିଦ୍ୟାକୁ ପ୍ରଥମ ପଦ୍ଧତି ରଖି ଯୁବପିଢ଼ିଙ୍କୁ ସଶକ୍ତ…

ବିଏମସି ଆକ୍ରମଣ ଘଟଣା: ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ନବୀନ

ଭୁବନେଶ୍ବର: ବିଏମସିରେ ଜନ ଶୁଣାଣି ବେଳେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ । ଏହି ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତୀବ୍ର ନିନ୍ଦା କରିଛନ୍ତି। ଏହି ଘଟଣାର ଭିଡିଓ ଦେଖି ମର୍ମାହତ ହୋଇଥିବା ସେ  କହିଛନ୍ତି। ଏଥିସହ ତୁରନ୍ତ…

ଚଳିତ ବର୍ଷ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ରେକର୍ଡ଼ ପରିମାଣର ଅଧିକ ରବି ଧାନ ସଂଗ୍ରହ ହୋଇଛି

ଭୁବନେଶ୍ୱର: ରବି ଧାନ ସଂଗ୍ରହ ୨୦୨୪-୨୫ ନେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀସ୍ତରୀୟ ସମୀକ୍ଷା ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ରବି ଧାନ ସଂଗ୍ରହ ପ୍ରକ୍ରିୟା ଜାରି ରହିଛି । ଆଜି ଏହି ସଂଗ୍ରହ ପ୍ରକ୍ରିୟାର ଅବଧି ଶେଷ ହେବାକୁ…

ଜୁଲାଇ ୧ରୁ ଯାତ୍ରୀବାହୀ ଟ୍ରେନ୍ ସେବା ପାଇଁ ମୌଳିକ ଭଡ଼ାକୁ ଯୁକ୍ତିଯୁକ୍ତ କରିଛି ରେଳବାଇ

ଭୁବନେଶ୍ବର: ଭଡ଼ା ଗଠନକୁ ସୁବ୍ୟବସ୍ଥିତ କରିବା ଏବଂ ଯାତ୍ରୀ ସେବାର ଆର୍ଥିକ ସ୍ଥିରତା ବୃଦ୍ଧି କରିବା ଲକ୍ଷ୍ୟରେ ରେଳ ମନ୍ତ୍ରଣାଳୟ ୧ ଜୁଲାଇ ୨୦୨୫ରୁ ଲାଗୁ ହୋଇଥିବା ଯାତ୍ରୀବାହୀ ଟ୍ରେନ୍ ସେବାର ମୌଳିକ ଭଡ଼ାକୁ ଯୁକ୍ତିଯୁକ୍ତ କରିଛି ସଂଶୋଧିତ ଭଡ଼ା ଭାରତୀୟ ରେଳ ସମ୍ମିଳନୀ ସଂଘ (IRCA)…

ଜୋ ରୁଟଙ୍କ ଟାର୍ଗେଟରେ ରାହୁଲ ଡ୍ରାଭିଡଙ୍କ ରେକର୍ଡ

ନୂଆଦିଲ୍ଲୀ: ଜୁଲାଇ ୨ରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଏଜବାଷ୍ଟନରେ ଖେଳାଯିବ । ଜୋ ରୁଟ ଏହି ମ୍ୟାଚରେ ରାହୁଲ ଡ୍ରାଭିଡ ଓ ଜ୍ୟାକ୍ସ କାଲିସଙ୍କୁ ପଛରେ ପକାଇ ପାରନ୍ତି । ସେ ଯଦି ୨୦୨ ରନ କରିବେ ତେବେ ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ ହାସଲରେ ଉପରୋକ୍ତ ଦୁଇ ମହାନ…

ଜନଶୁଣାଣି ବେଳେ ବିଏମସିର ଅତିରିକ୍ତ କମିଶନରଙ୍କୁ ଆକ୍ରମଣ; ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ବିଏମସିରେ ଜନ ଶୁଣାଣି ବେଳେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ । ସୋମବାର ଅଭିଯୋଗ ଶୁଣାଣି ଚାଲିଥିବାବେଳେ ୫ ଜଣ ଦୁର୍ବୃତ୍ତ ଜୋର ଜବରଦସ୍ତ ଧଶେଇ ପଶି ଅଧିକାରୀଙ୍କୁ ମାଡ଼ ମାରି ଲହୁଲୁହାଣ କରିଛନ୍ତି । ଯାହାକୁ ନେଇ ସାରା ରାଜ୍ୟର ଚର୍ଚ୍ଚା । ଏହି ଆକ୍ରମଣ ଘଟଣାରେ ୩…