ଜେମିନିରେ ଆସିଲା “Scheduled Actions” ଫିଚର; ଜାଣନ୍ତୁ କିପରି ଭବିଷ୍ୟତର କାମ କରେ…
ନୂଆଦିଲ୍ଲୀ: AI ୟୁଜରଙ୍କ ପାଇଁ ଏକ ସହାୟକ ପାଲଟିଛି, ଯାହା ୟୁଜରଙ୍କ କାର୍ଯ୍ୟଗୁଡ଼ିକୁ ମଧ୍ୟ ସିଡ୍ୟୁଲଡ୍ କରିପାରିବ। Google ର AI ଆପ୍ Gemini ରେ ସମାନ ଏକ ଫିଚର ଯୋଡାଯାଇଛି, ଯାହାକୁ Schedule Actions କୁହାଯାଏ। ଗୁଗଲ୍ର AI ଆସିଷ୍ଟାଣ୍ଟ ଜେମିନି ଏପରି ଏକ ନୂଆ ଫିଚର ଆଣିଛି, ସେହି…