Latest Odisha News

BREAKING NEWS

Monthly Archives

June 2025

ମହାପ୍ରଭୁଙ୍କ ସେନାପଟା ଲାଗି ନୀତି: ଆସନ୍ତାକାଲି ଅପରାହ୍ନ ୨ ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ପର୍ବପର୍ବାଣୀ ଭିତରେ ସ୍ନାନଯାତ୍ରା ଏବଂ ଶ୍ରୀଗୁଣ୍ଡିଚା ଯାତ୍ରା ଏକ ସ୍ବତନ୍ତ୍ର ପର୍ବ। ବର୍ଷତମାମ ଭକ୍ତଟିଏ ଅପେକ୍ଷା କରିଥାଏ ମହାପ୍ରଭୁଙ୍କ ପ୍ରସିଦ୍ଧ ଘୋଷଯାତ୍ରାକୁ। ମହାପ୍ରଭୁ ରଥାରୂଢ ହୋଇ ଶ୍ରୀଗୁଣ୍ଡିଚା ଯାତ୍ରା କରିବା ପୂର୍ବରୁ ସମ୍ପାଦନ…

୨୦୨୬ରେ ଆସୁଛି ଏଆଇ ସ୍ମାର୍ଟ ଚଷମା, ଯେଉଁଥିରେ ଦେଖିପାରିବେ….

ଭୁବନେଶ୍ୱର: ୨୦୨୬ରେ ଆସୁଛି ଏଆଇ ସ୍ମାର୍ଟ ଚଷମା । ମିକ୍ସଡ୍‌ ରିଆଲିଟି ହେଡସେଟ୍‌ରେ ପରୀକ୍ଷଣ ପରେ ଏବେ ମେଟାର ଜନପ୍ରିୟ ରେ-ବାନ୍‌ ସ୍ମାର୍ଟ ଚଷମାର ପ୍ରତିଦ୍ୱନ୍ଦୀ ଭାବେ ନିଜର ସ୍ମାର୍ଟ ଚଷମା ତିଆରି କରିବାକୁ ଯାଉଛି। ବ୍ଲୁମବର୍ଗର ମାର୍କ ଗୁରମାନଙ୍କ ରିପୋର୍ଟ ଅନୁସାରେ, ଆପଲ୍‌ ୨୦୨୬ ଶେଷ…

କର୍ମଚାରୀଙ୍କୁ ସରକାରଙ୍କ ବଡ଼ ଉପହାର, ବଢ଼ିଗଲା ପେନସନ ଟଙ୍କା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନିକଟରେ ଘୋଷଣା କରିଥିବା ଅଷ୍ଟମ ବେତନ କମିଶନ (8th Pay Commission) ଏବଂ ଏକକ ପେନସନ ଯୋଜନା (Unified Pension Scheme - UPS) ଦେଶର ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀଙ୍କ ଜୀବନରେ ଏକ ନୂତନ ଆର୍ଥିକ ସୁରକ୍ଷା ଓ ସମୃଦ୍ଧିର ପଥ ଖୋଲିବାକୁ…

ଦିନିକିଆରେ ବି ଶେଷ ହୋଇଯାଇପାରେ ରୋହିତଙ୍କ କ୍ୟାରିୟର

ନୂଆଦିଲ୍ଲୀ: ଭାରତର ମହାନ ବ୍ୟାଟ୍ସମ୍ୟାନ ତଥା ଦିନିକିଆ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଟି୨୦ ଏବଂ ଟେଷ୍ଟରୁ ଅବସର ଘୋଷଣା କରି ସାରିଛନ୍ତି । ସେ ଏବେ ଦିନିକିଆ ଖେଳିବା ଜାରୀ ରଖିଛନ୍ତି । ୨୦୨୭ ଦିନିକିଆ ବିଶ୍ୱକପରେ ଦଳର ନେତୃତ୍ୱ ନେବା ତାଙ୍କ ସ୍ୱପ୍ନ ରହିଛି । ତେବେ ତାଙ୍କର ଏହି…

ନିଜର ପରମାଣୁ ଅସ୍ତ୍ରକୁ ନଷ୍ଟ କରିଦେଲା ଏହି ଦେଶ, ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ: ବିଶ୍ୱରେ ଯେତେବେଳେ ମଧ୍ୟ ବିପଜ୍ଜନକ ଅସ୍ତ୍ରଶସ୍ତ୍ରର କଥା ଉଠେ, ପରମାଣୁ ବୋମାର ନାମ ସବୁଠାରୁ ଆଗରେ ଆସିଥାଏ। ପରମାଣୁ ବୋମା ଏପରି ଅସ୍ତ୍ର ଯାହା ମାନବ ସଭ୍ୟତା ପାଇଁ ସବୁଠାରୁ ବଡ଼ ବିପଦ ସୃଷ୍ଟି କରିପାରେ। ଏହାର ଭୟଙ୍କରତା ବିଶ୍ୱ ପ୍ରଥମେ ଦେଖିଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ…

୩ବର୍ଷ ମଧ୍ୟରେ ଋଷର ବଡ଼ ଆକ୍ରମଣ; ଗୋଟିଏ ରାତିରେ ୪୭୯ ଡ୍ରୋନ ଆଟାକ୍

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ତିନି ବର୍ଷ ଧରି ଚାଲିଥିବା ଯୁଦ୍ଧମଧ୍ୟରେ ଗତ ରବିବାର ୟୁକ୍ରେନ ପାଇଁ ଏକ ଭୟଙ୍କର ରାତି ଥିଲା । ଋଷ ୪୭୯ ଡ୍ରୋନ୍ ଏବଂ ୨୦ଟି କ୍ଷେପଣାସ୍ତ୍ର ସାହାଯ୍ୟରେ ୟୁକ୍ରେନ ଉପରେ ଏବେ ସୁଦ୍ଧାର ସବୁଠାରୁ ଏୟାର ଷ୍ଟ୍ରାଇକ୍ କରିଛି । ୟୁକ୍ରେନ ବାୟୁସେନା କହିଛି…

2025 ରେ କେଉଁ ବାଇକ୍ ଦେଉଛି ସର୍ବାଧିକ ମାଇଲେଜ୍? କିଣିବା ପୂର୍ବରୁ ଜାଣିନିଅନ୍ତୁ

ଭୁବନେଶ୍ୱର: ପେଟ୍ରୋଲ ଦର ବୃଦ୍ଧି ସହିତ ଭାରତୀୟ ବଜାରରେ ଉଚ୍ଚ ମାଇଲେଜ୍ ଦେଉଥିବା ବାଇକ୍‌ଗୁଡ଼ିକର ଚାହିଦା ଦିନକୁ ଦିନ ବଢ଼ିଚାଲିଛି। 2025 ସୁଦ୍ଧା ଅନେକ ପ୍ରମୁଖ ବାଇକ୍ ନିର୍ମାତା କମ୍ପାନୀ ନିଜର ଇନ୍ଧନ ଦକ୍ଷତା ସହିତ ଶସ୍ତା ଓ ଭରସାଯୋଗ୍ୟ ବାଇକ୍‌ଗୁଡ଼ିକୁ ବଜାରକୁ ଆଣିଛନ୍ତି। ଆସନ୍ତୁ…

ଜଟଣୀ ବ୍ଲକକୁ ସାଂସଦଙ୍କ ୫୦ ଲକ୍ଷ ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପ ଭେଟି

ଭୁବନେଶ୍ୱର: ଏକ ବର୍ଷ ପରେ ଗାଁରେ ପଲଟିକାଲ ଅଡିଟ୍‌ ହେବ। ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି। ପଲଟିକାଲ ଅଡିଟ୍‌ ଦ୍ବାରା ଗାଁରେ ଅଟକି ରହୁଥିବା ଉନ୍ନୟନ ମୂଳକ କାର୍ଯ୍ୟର ଶିଘ୍ର ତ୍ବରାନ୍ନିତ ହୋଇପାରିବ। ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଅବସସରେ ଏହା କହିଛନ୍ତି…

ଅମଲାତନ୍ତ୍ରରେ ଦୁର୍ନୀତି: ଧିମନ ଚକ୍ରଙ୍କ ପରି ଧରାପଡିଛନ୍ତି ଓଡିଶାର ଅନେକ ଆଇଏଏସ ଅଧିକାରୀ

ଭୁବନେଶ୍ୱର: ୨୦୨୧ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ଧିମନ ଚକମା ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିବାର ଗୋଟିଏ ଦିନ ପରେ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ଓଡ଼ିଶା ସରକାରଙ୍କ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ନୀତିକୁ ପୁନର୍ବାର ଦୋହରାଇଛନ୍ତି। ଏହାସହ…

ପୁଣି ଆନ୍ଦୋଳନ ଡାକରା ;ଦାବି ନ ଶୁଣିଲେ ଜୁଲାଇ ୮ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟିୟରିଂ ଛାଡ଼

ଭୁବନେଶ୍ବର: ପୁଣି ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଚେତାବନୀ । ୬ ଦଫା ଦାବି ନେଇ ଆନ୍ଦୋଳନ ଡାକରା ଦେଲା ଡ୍ରାଇଭର ଏକତା ମଞ୍ଚ । ଦାବି ନ ଶୁଣିଲେ ଜୁଲାଇ ୮ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରିବ ଡ୍ରାଇଭର ଏକତା ମଞ୍ଚ । ଜୁଲାଇ ୮ରୁ ଅନିର୍ଦ୍ଧିଷ୍ଟ କାଳ…