Latest Odisha News

BREAKING NEWS

Monthly Archives

June 2025

ସୀମାନ୍ତବାସୀ ଉତ୍ସାହିତ; କୋଟିଆ ରଥଯାତ୍ରାରେ ସାମିଲ ହେଲେ ଉପମୁଖ୍ୟମନ୍ତ୍ରୀଙ୍କ ସହ ୫ମନ୍ତ୍ରୀ

କୋରାପୁଟ:ସୀମାନ୍ତ କୋଟିଆରେ ରଥ ଟାଣିଲେ ଉପମୁଖ୍ୟମନ୍ତ୍ରୀଙ୍କ ସହ ୫ ମନ୍ତ୍ରୀ । କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତରେ ରଥଟଣା କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି । ଉପମୁଖ୍ୟମନ୍ତ୍ରୀ ସିଂଦେଓ ଅନ୍ୟ ମନ୍ତ୍ରୀ, ଏମ୍‌ପି ଓ ବିଧାୟକମାନେ ରଥ ଟାଣି…

ଆଇଏସଆଇଏସର ଭାରତ ମୁଖ୍ୟ ସାକିବର ମୃତ୍ୟୁ ; ଜାଣନ୍ତୁ ମୃତ୍ୟୁର କାରଣ ..

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ଭାରତ ମୁଖ୍ୟ ସାକିବ ନାଚନର ଦେହାନ୍ତ । ବ୍ରେନ ହେମରେଜ ଯୋଗୁଁ ସାକିବର ମୃତ୍ୟୁ ହୋଇଛି । ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ସାକିବର ବୟସ ୫୭ ବର୍ଷ ଥିଲା। ଅସୁସ୍ଥତା କାରଣରୁ ସାକିବକୁ ତିହାର ଜେଲରୁ…

ଓଡ଼ିଆ AI ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର, ଓଡ଼ିଆରେ କମାଣ୍ଡ ଦେଲେ ମିଳିବ ରେଜଲ୍ଟ

ଭୁବନେଶ୍ୱର: ଓଡ଼ିଆରେ କାମ କରିବ AI । ଇଂଲିସରେ ଠିକ ଭାବେ କମାଣ୍ଟ ଦେଇ ନପାରିଲେ ବି ଏବେ ଓଡ଼ିଆରେ ଲେଖିପାରିବେ । ଆଉ ଏଥିପାଇଁ ଜୋରସରରେ ଆରମ୍ଭ ହୋଇଛି କାମ । ଯଦି ଓଡ଼ିଆରେ AI ସୁବିଧା ମିଳିଯିବ ତେବେ କିଛି ଆଉ ଅସୁବିଧା ହେବ ନାହିଁ । ବର୍ତ୍ତମାନ ଓଡ଼ିଆରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍‌ସ…

ଯାଜପୁରରେ ଜୁଲାଇ ୧ରୁ ଖୋଲିବ ହୋଟେଲ୍‌, ମାର୍ଗଦର୍ଶିକା ପାଳନ କରି ଖୋଲିବାକୁ ଅନୁମତି

ଯାଜପୁର: ଯାଜପୁରରେ ବ୍ୟାପିଥିବା ଡାଇରିଆ କାରଣରୁ ଲୋକଙ୍କ ସ୍ବାସ୍ଥ୍ୟଓ ସୁରକ୍ଷାକୁ ନଜରରେ ରଖି ଜିଲ୍ଲାରେ ସମସ୍ତ ହୋଟେଲ୍‌, ଜଳଖିଆ ଦୋକାନ, ମୃଦୁ ପାନୀୟ କାରଖାନା ଓ ଉଠା ଦୋକାନ ଆଦିକୁ ସ୍ବଳ୍ପ ଦିନ ପାଇଁ ବନ୍ଦ କରିଦିଆଯାଇଥିଲା । ଏବେ ଜିଲ୍ଲାରେ ଡାଇରିଆର ପ୍ରଭାବ କମି ସ୍ଥିତି…

୩୭ ଗ୍ରାମ ବ୍ରାଉନ ସୁଗାର ଜବତ, ୪ ଗିରଫ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଜେଲଖାନା ଛକରେ ବ୍ରାଉନ ସୁଗାର ଜବତ । ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ବରଗଡ଼ ଜିଲ୍ଲା ନିବାସୀ ଗିରିଜା ଶଙ୍କର ତ୍ରିପାଠୀ (୪୪), ଚୈତନ୍ୟ ମଲ୍ଲିକ (୩୫), ସୁଶାନ୍ତ ବାରିକ (୨୪) ଏବଂ ହେମନ୍ତ ଦେବତା (୫୧) । ସେମାନଙ୍କ…

ଓସ୍‌ଜା ପକ୍ଷରୁ ‘ଓଡ଼ିଶା କ୍ରୀଡ଼ା: ବିକାଶ ଓ ସୁଯୋଗ’ କନକ୍ଲେଭ୍‌

ଭୁବନେଶ୍ବର : ରାଜ୍ୟରେ ଜାତୀୟ କ୍ରୀଡ଼ା ସାମ୍ବାଦିକ ସଂଘ (ଏସ୍‌ଜେଏଫ୍‌ଆଇ)ର ଏକମାତ୍ର ଅନୁବନ୍ଧିତ ସଂଘ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓଏସ୍‌ଜା) ପକ୍ଷରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ‘ଓଡ଼ିଶା କ୍ରୀଡ଼ା: ବିକାଶ ଓ ସୁଯୋଗ’ ଶୀର୍ଷକ କନ୍‌କ୍ଲେଭ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର…

କୁଲଡ଼ିହା ଅଭୟାରଣ୍ୟରୁ ହାତୀ ଦାନ୍ତ ଲୁଟ୍ ଘଟଣାରେ ଆଉ ୪ ଶିକାରୀ ଗିରଫ

ନୀଳଗିରି: ନୀଳଗିରି କୁଲଡ଼ିହା ଅଭୟାରଣ୍ୟରୁ ହାତୀ ଦାନ୍ତ ଲୁଟ୍ ଘଟଣାରେ ପୂର୍ବରୁ ଜଣକୁ ଗିରଫ କରିଥିବାବେଳେ, ଆଜି ପୁଣି ଆଉ ୪ ଜଣ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ । ଗିରଫ ଅଭିଯୁକ୍ତ ମାନେ ହେଲେ ମୁନା ସିଂ ଗିରଫ ହୋଇଥିବା ବେଳେ ଆଜି ତପନ ମାଝୀ, ପଣ୍ଡା ସିଂ ଓ ଲେକେ ସିଂ । ତେବେ ଏହି…

୮୦ ବର୍ଷୀୟା ବୃଦ୍ଧା ଚଳାଇଲେ ଟ୍ରାକ୍ଟର

ନୂଆଦିଲ୍ଲୀ: ପ୍ରତ୍ୟେକ ମୂହର୍ତରେ ଆମେ ମୃତ୍ୟୁର ନିକଟତର ହେଉଛେ । ଏହା ମଧ୍ୟରେ କେତେଜଣଙ୍କ କାର୍ଯ୍ୟକଳାପ ଅନେକଙ୍କୁ ପ୍ରେରଣା ଯୋଗାଇଥାଏ । ଏବେ ସୋସିଆଲ ମିଡିଆରେ ଜଣେ ୮୦ ବର୍ଷୀୟା ବୃଦ୍ଧାଙ୍କ ଡ୍ରାଇଭିଂ ବେଶ ଚର୍ଚ୍ଚାର କାରଣ ସାଜିଛିି । ବୃଦ୍ଧାଜଣଙ୍କ ସମ୍ପୂର୍ଣ୍ଣ ଷ୍ଟାଇଲରେ ଟ୍ରାକ୍ଟର…

ଖଣ୍ଡପଡା ଗଡଜାତ ଜଗନ୍ନାଥଙ୍କ ରଥଯାତ୍ରାରେ ଛେରା ପହଁରା କଲେ ଯୁବରାଜ ସିଦ୍ଧାର୍ଥ ଶେଖର ସିଂହ

ନୟାଗଡ: ଖଣ୍ଡପଡା ଗଡଜାତ ଜଗନ୍ନାଥଙ୍କ ରଥଯାତ୍ରାରେ ଛେରା ପହଁରା ନୀତି ସମ୍ପନ୍ନ କଲେ ଯୁବରାଜ ସିଦ୍ଧାର୍ଥ ଶେଖର ସିଂହ । ଖଣ୍ଡପଡ଼ାର ରାଜା ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ ଙ୍କ ଅସୁସ୍ଥତା କାରଣରୁ ତାଙ୍କ ପ୍ରତିନିଧି ଭାବେ ତାଙ୍କର ପୁତ୍ର ଯୁବରାଜ ସିଦ୍ଧାର୍ଥ ଶେଖର ସିଂହ ଏହି ଦାୟିତ୍ବ…

‘ଆସନ୍ତାକାଲି ଠାରୁ ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟମାନଙ୍କ ନିର୍ବାଚନ ପ୍ରକ୍ରିୟା ଆରମ୍ଭ’

ଭୁବନେଶ୍ୱର: କେନ୍ଦ୍ର ନିର୍ବାଚନ ଅଧିକାରୀ ଡ.ବି ଲକ୍ଷ୍ମଣଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟମାନଙ୍କ ନିର୍ବାଚନ ପ୍ରକ୍ରିୟା ଜୁନ୍ ୨୯ ଅର୍ଥାତ୍ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି । ୩ ଦିନ ଧରି ହେବାକୁ ଥିବା ଏହି ନିର୍ବାଚନ ପ୍ରକ୍ରିୟା ଜୁଲାଇ ୧…