Latest Odisha News

BREAKING NEWS

Monthly Archives

June 2025

ଧାମରା ବେଳାଭୂମିରେ ହେବ ପର୍ଯ୍ୟଟନ କ୍ଷେତ୍ର

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମରା ଉପକୂଳ ଦୋସିଙ୍ଗା ପଞ୍ଚାୟତ ଚନ୍ଦନିପାଳରେ ହେବ ପର୍ଯ୍ୟଟନ କ୍ଷେତ୍ର । ଏନେଇ କ୍ଷେତ୍ରୀୟ ପରିଦର୍ଶନ କରିଛନ୍ତି ଭଦ୍ରକ ଜିଲ୍ଲାପାଳ । ବେଳାଭୂମି ପର୍ଯ୍ୟଟନ କ୍ଷେତ୍ର ପ୍ରତିଷ୍ଠା ହେଲେ, ଧାମରା ଅଞ୍ଚଳ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇବା ସହ ଉକ୍ତ…

ଆମେରିକା ଗସ୍ତ ଶେଷ କରି ଭାବପ୍ରବଣ ପୋଷ୍ଟ ଲେଖିଲେ ଶଶି ଥରୁର, ଯାହା ଆମେ ପାରିଲୁ, ତାହା….

ନୂଆଦିଲ୍ଲୀ: ଶଶି ଥରୁରଙ୍କ ନେତୃତ୍ୱରେ ସର୍ବଦଳୀୟ ସଂସଦୀୟ ପ୍ରତିନିଧି ଦଳ ଶନିବାର ତାଙ୍କର ଆମେରିକା ଗସ୍ତ ଶେଷ କରିଛି । ଏହି ସମୟ ମଧ୍ୟରେ ପ୍ରତିନିଧି ଦଳ ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସଙ୍କୁ ଭେଟିଥିଲେ । ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ବିରୁଦ୍ଧରେ ଭାରତର ଦୃଢ଼ ସଂକଳ୍ପକୁ…

ରଥଯାତ୍ରା ପୂର୍ବରୁ ଶେଷ ହେବ ଶ୍ରୀଗୁଣ୍ଡିଚା ମନ୍ଦିରର ଉନ୍ନତିକରଣ କାର୍ଯ୍ୟ

ପୁରୀ: ଆଉ ଦିନ କେଇଟା ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏନେଇ ଜୋରସୋରରେ ଚାଲିଛି ସମସ୍ତ ପ୍ରସ୍ତୁତି । ତେବେ ରଥଯାତ୍ରା ପୂର୍ବରୁ ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ଶେଷ ହେବା ନେଇ ସୂଚନା ରହିଛି । ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ମେଘନାଦ ପାଚେରୀ ଇଟାରେ…

ଶ୍ରୀ ଭାଗବତ ସାର ୬୨: ସେହି ସ୍ୱର୍ଗର ମୂଲ୍ୟ ବା କଣ ଯେଉଁଠି ଦେବତା ମାନଙ୍କ ଆୟୁଷ ଏକ କଳ୍ପ ହୋଇଥାଏ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ (ସଂସ୍କୃତ )ରେ ବର୍ଣିତ ଗୋଟିଏ ଶ୍ଳୋକ ମାନବ ଜୀବନର ଶ୍ରେଷ୍ଠତ୍ବ ଓ ଦେବତା ମାନଙ୍କ ଏହି ଦୁର୍ଲ୍ଲଭ ମାନବ ଜନ୍ମ ପାଇଁ ଥିବା ଉତ୍କଣ୍ଠା ଖୁବ ସୁନ୍ଦର ପ୍ରତିଫଳିତ "କଳ୍ପାୟୁଷା ସ୍ଥାନଜୟାତପୁନଭର୍ବାତ କ୍ଷଣାୟୁଷା…

IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଜାତିସଂଘ ସାସାକାୱା ସମ୍ମାନ

ନୂଆଦିଲ୍ଲୀ:ଆଇଏମଡି ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ଆଜି ସାରା ବିଶ୍ବରେ ଦେଶକୁ ଗର୍ବିତ କରିଛନ୍ତି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ମିଳିଲା ୨୦୨୫ ମସିହାରେ ଜାତିସଂଘ ସାସାକାୱା ପୁରସ୍କାର । ପ୍ରାକୃତିକ ବିପର୍ଯ୍ୟୟ ନିରାକରଣରେ…

ଭିଜିଲାନ୍ସ ଜାଲରେ ଉପଜିଲ୍ଲାପାଳ;୧୦ ଲକ୍ଷ ଲାଞ୍ଚ ନେବା ବେଳେ…

କଳାହାଣ୍ଡି: ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। କଳାହାଣ୍ଡି ଜିଲାର ଧର୍ମଗଡ ଉପଜିଲ୍ଲାପାଳ ଧୀମାନ ଚକମା (ଆଇଏଏସ -୨୦୨୧ ବ୍ୟାଚ) ଜଣେ ସ୍ଥାନୀୟ କ୍ରସର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କାର ଲାଞ୍ଚ ନେବା ବେଳେ ଓଡିଶା ଭିଜିଲାନ୍ସ ଧରିଛି। ସୂଚନାଥାଉକି,ଅଭିଯୁକ୍ତ…

ଜିନ୍ଦଲ ଷ୍ଟିଲର କାଶିଆ ମାଇନ୍ସରେ ୧୭୫ତମ ସ୍ମାରକୀ ଜାତୀୟ ପତାକା ସ୍ତମ୍ଭ ସ୍ଥାପନ

ଯୋଡ଼ା: ଜାତୀୟ ପତାକା ଏକତା, ସ୍ୱାଭିମାନ ଓ ଆମ ସାମଗ୍ରିକ ଆକାଂକ୍ଷାର ପ୍ରତୀକ। ଏହା ସମସ୍ତ ଭାରତୀୟଙ୍କ ପାଇଁ ପ୍ରେରଣାର ଉତ୍ସ”। ଏହା କହିଛନ୍ତି କୁରୁକ୍ଷେତ୍ର ସାଂସଦ ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆ ସଭାପତି ତଥା ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ୱାର(ଜେଏସପି) ଅଧ୍ୟକ୍ଷ ନବୀନ ଜିନ୍ଦଲ।…

ରାଜ୍ୟରେ ଆଉ ୪ପଜିଟିଭ୍ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୪୯କୁ ବୃଦ୍ଧି

ଭୁବନେଶ୍ବର: ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ଆଉ ନୂଆ ୪ କରୋନା ଆକ୍ରାନ୍ତ ଟିହ୍ନଟ ହୋଇଛନ୍ତି । ୪୯ରେ ପହଞ୍ଚିଛି ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି । ବର୍ତ୍ତମାନ ୧୫ ଜଣ ସୁସ୍ଥ…

ଦିଲ୍ଲୀରେ ପି.ଓ.ଭି.ଏସ.ର ଦ୍ୱାଦଶ ପ୍ରବାସୀ ଓଡ଼ିଆ ଦିବସ ପାଳିତ

ନୂଆଦିଲ୍ଲୀ:ପ୍ରବାସୀ ଓଡିଆ ବିକାଶ ସମିତିର ଦ୍ୱାଦଶ ପ୍ରବାସୀ ଓଡିଆ ଦିବସ ତଥା ବିଷୁବ ମିଳନ ନୂଆଦିଲ୍ଲୀର ଭାରତୀୟ ଜନସଂଚାର ସଂସ୍ଥା ପ୍ରେକ୍ଷାଳୟରେ ରବିବାର ଦିନ ପାଳନ ହୋଇଯାଇଛି। ପଣା ପିଇ ଓଡ଼ିଆ ଘରର ଖାଦ୍ୟ ଖାଇ ଓଡିଶୀ, ସମ୍ବଲପୁରୀ ସମେତ ବିଭିନ୍ନ ନୃତ୍ୟ ଗୀତର ତାଳେ ତାଳେ ପ୍ରବାସୀ…

ଅଭ୍ୟାସ ସେଶନରେ ପନ୍ତ ଆଘାତପ୍ରାପ୍ତ

ଲଣ୍ଡନ: ଟିମ ଇଣ୍ଡିଆ ୫ ମ୍ୟାଚ ଟେଷ୍ଟ ସିରିଜ ଖେଳିବା ପାଇଁ ଇଂଲଣ୍ଡ ଗସ୍ତରେ ରହିଛି । ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଆଗାମୀ ଚକ୍ର ଏହି ସିରିଜରୁ ଆରମ୍ଭ ହେବ । ଭାରତୀୟ ଦଳର ସଦସ୍ୟମାନେ ଇଂଲଣ୍ଡରେ ପଂହଚିବା ପରେ କଡା ଅଭ୍ୟାସ କରିଛନ୍ତି । ତେବେ ଟିମ ଇଣ୍ଡିଆର ଉପ ଅଧିନାୟକ ତଥା ୱିକେଟକିପର…