Latest Odisha News

BREAKING NEWS

Monthly Archives

June 2025

ମସ୍କଙ୍କୁ ଟ୍ରମ୍ପଙ୍କ ଖୋଲା ଚେତାବନୀ, ‘ପରିଣାମ ଭୋଗିବ’….

ନୂଆଦିଲ୍ଲୀ: ଦିନେ ବନ୍ଧୁ ଥିଲେ ଏବେ କଟ୍ଟର ଶତ୍ରୁ । ଦିନେ ପରସ୍ପରର ପ୍ରଶଂସାରେ ଶତମୁଖ ରହୁଥିଲା ବେଳେ ଏବେ ପରସ୍ପରର ନାଁ ଶୁଣିଲେ ଖାଲି ବିଷ ଓଗାରୁଛନ୍ତି । ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବିଶ୍ୱର ପ୍ରମୁଖ ବ୍ୟବସାୟୀ ତଥା ଟେସଲା ମାଲିକ ଏଲନ ମସ୍କଙ୍କ ମଧ୍ୟରେ ମତଭେଦ…

୪୦ ଡିଗ୍ରୀ ଉପରେ ରହିବ ଏହି ସବୁ ଜିଲ୍ଲା, ୧୧ ତାରିଖ ଯାଏଁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ବର: ରାଜ୍ୟରେ ଅନୁଭୂତ ହେଉଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ । ଆଜିକୁ ମିଶାଇ ଆସନ୍ତା ୩ ଦିନ ପାରଦ ଉପରମୁହାଁ ରହିବ । ପଶ୍ଚିମ ଓଡ଼ିଶା ସମେତ ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ୪୦ ଡିଗ୍ରୀରୁ ଉପରେ ରହିବ ତାପମାତ୍ରା । ଫଳରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ କଲବଲ କରିବ ତାତି ଓ ଗୁଳୁଗୁଳି ।…

ପୁଣି ଆତଙ୍କବାଦୀ ସମର୍ଥନରେ ବାହାରିଲା ପାକିସ୍ତାନ, ଭାରତ ବିରୁଦ୍ଧରେ ଆଣିଲା ବଡ଼ ଅଭିଯୋଗ…

ନୂଆଦିଲ୍ଲୀ: 'ହାଫିଜ୍ ଅବଦୁଲ୍ ରଉଫ୍ ଆତଙ୍କବାଦୀ ନୁହଁ', କୁଖ୍ୟାତ ଆତଙ୍କି ହାଫିଜକୁ ସପକ୍ଷରେ ବିଶ୍ଵ ମଞ୍ଚରେ କିଛି ଏପରି କହି ପୁଣି ନିଜର ଆତଙ୍କବାଦୀ ପ୍ରତି ଥିବା ସମର୍ଥାନକୁ ପଦାରେ ପକେଇଛି ପାକିସ୍ତାନ । ୱାଶିଂଟନରେ ପାକିସ୍ତାନୀ ପ୍ରତିନିଧିମଣ୍ଡଳର ନେତୃତ୍ୱ ନେଉଥିବା ବିଲାୱାଲ୍ ଭୁଟ୍ଟୋ…

ପୁଣି ମଣିପୁରରେ ଉତ୍ତେଜନା; ୫ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ

ଇମ୍ଫାଲ୍: ପୁଣି ମଣିପୁରରେ ମୁଣ୍ଡ ଟେକିଲା ହିଂସା । ବିଷ୍ଣୁପୁର ଜିଲ୍ଲାରେ ହିଂସାତ୍ମକ ପ୍ରତିବାଦ ନେଇ କର୍ଫ୍ୟୁ ଲାଗୁ କରାଯାଇଛି । ଏହି ସମୟରେ ୫ଟି ଜିଲ୍ଲାରେ ଇଣ୍ଟରନେଟ୍ ସେବାକୁ ଶନିବାର ରାତିରୁ ୫ ଦିନ ପାଇଁ ବନ୍ଦ କରିଦିଆଯାଇଛି । ମୈତେଇ ସମ୍ପ୍ରଦାୟର ନେତା ଆରାମ୍ବାଇ ତେଙ୍ଗଗୋଲଙ୍କୁ…

ମହେନ୍ଦ୍ର ଦେବ ହେଲେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦ ଅଧ୍ୟକ୍ଷ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦ (ଇଏସି-ପିଏମ୍‌)ର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଲେ ଏସ୍‌. ମହେନ୍ଦ୍ର ଦେବ । ସେ ଇନ୍ଦିରା ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡେଭେଲପମେଣ୍ଟ ରିସର୍ଚ୍ଚର ପୂର୍ବତନ କୁଳପତି । ଇଏସି-ପିଏମ୍‌ର ପ୍ରଥମ ଅଧ୍ୟକ୍ଷ ବିବେକ ଦେବରୟଙ୍କ…

ପ୍ରଚାର କାର୍ଯ୍ୟକ୍ରମ ଚାଲିଥିବାବେଳେ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼

ବୋଗୋଟା: କୋଲମ୍ବିଆରେ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ । ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଚାଲିଥିବା ସମୟରେ ଜଣେ ପ୍ରାର୍ଥୀଙ୍କୁ ଗୁଳିମାଡ଼ ହୋଇଛି । ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲ୍‌ ଉରିବେଙ୍କୁ ଗୁଳିମାଡ଼ ହୋଇଛି । ବୋଗୋଟା ସହରରେ ଏକ ପ୍ରଚାର କାର୍ଯ୍ୟକ୍ରମରେ…

ଶ୍ରୀ ଭାଗବତ ସାର ୬୧: ଭାଗବତଙ୍କର ମୂଳ ଉଦ୍ଦେଶ୍ୟ ହେଲା ଶ୍ରେଷ୍ଠ ମାନବ ଜୀବନର ଅବତାରଣା କରିବା

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଆମକୁ ଅନେକ କଠିନ ଯୋଗ କ୍ରିୟା ବିଷୟରେ ଅବଗତ କରାଇଲେ, ଯାହାର ମୂଳ ଉଦ୍ୟେଶ ହେଲା ଶ୍ରେଷ୍ଠ ମାନବ ଜୀବନର ଅବତାରଣା କରିବା। ମାନବ ଟିଏ ଜନ୍ମ ହୋଇଥାଏ ଅନେକ ଦିବ୍ୟତାଙ୍କୁ ସାଙ୍ଗରେ ନେଇ କିନ୍ତୁ ଆଧ୍ୟାତ୍ମିକ ଚେତନାର…

ମହାପ୍ରଭୁଙ୍କ ପାଇଁ ଖୋଲାଯିବ ଡିଜିଟାଲ ହୁଣ୍ଡି; ଦାନ ପ୍ରକ୍ରିୟା ହେବ ସରଳ

ପୁରୀ:ଶ୍ରୀ ମନ୍ଦିର ପାଇଁ ଆରମ୍ଭ ହେବ ଡିଜିଟାଲ ହୁଣ୍ଡି । ଏନେଇ ସମର୍ପଣ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର କୋଣ ଅନୁକୋଣରେ ଥିବା ବ୍ୟାଙ୍କର ବିଭିନ୍ନ ଶାଖାରେ ଡିଜିଟାଲ ହୁଣ୍ଡି ସ୍ଥାପନ ବ୍ୟବସ୍ଥା କରାଯିବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏହାକୁ କାର୍ଯ୍ୟକାରୀ କରିବାକୁ ଆଇନ ବିଭାଗ…

FIH ହକି ପ୍ରୋ ଲିଗ୍ ୟୁରୋପିଆନ ଲେଗ୍ :ନେଦରଲ୍ୟାଣ୍ଡ ବିପକ୍ଷରେ ଭାରତୀୟ ପୁରୁଷ ଦଳର ପରାଜୟ

ନୂଆଦିଲ୍ଲୀ: ଏଫଆଇଏଚ ପୁରୁଷ ହକି ପ୍ରୋ ଲିଗ ୨୦୨୪-୨୫ର ୟୁରୋପିଆନ ଲେଗ୍ ଆରମ୍ଭ ହୋଇଯାଇଛି । ଶନିବାର ଭାରତୀୟ ପୁରୁଷ ହକି ଦଳ ଏହି ଲେଗ୍ ରେ ପ୍ରଥମ ମ୍ୟାଚ ନେଦରଲ୍ୟାଣ୍ଡ ବିପକ୍ଷରେ ନେଦରଲ୍ୟାଣ୍ଡର ଆମଷ୍ଟେଲଭିନର ୱାଗେନର ହକି ଷ୍ଟାଡିୟମରେ ଖେଳିଥିଲେ । ତେବେ ଭାରତୀୟ ପୁରୁଷ ଦଳ ଏହି ମ୍ୟାଚରେ…

ବିଜୟ ମାଲ୍ୟା କୋଲକାତାର କେଉଁ ସ୍କୁଲରେ ପାଠ ପଢୁଥିଲେ ? ଏହି ଜିନିଷ ପ୍ରତି ଥିଲା ଅଧିକ ଆକର୍ଷଣ

ନୂଆଦିଲ୍ଲୀ: ଗୋଟିଏ ସମୟରେ ‘କିଙ୍ଗ ଅଫ୍‌ ଗୁଡ୍‌ ଟାଇମ୍ସ’ ନାମରେ ପରିଚିତ ବିଜୟ ମାଲ୍ୟା ଏବେ ଭାରତରେ ଅର୍ଥନୈତିକ ଅପରାଧ ମାମଲାରେ ଅଭିଯୁକ୍ତ ଓ ଫେରାର ଅଛନ୍ତି। କିନ୍ତୁ ଏକ ସମୟ ଥିଲା ଯେତେବେଳେ ସେ ବ୍ୟବସାୟ ଜଗତରେ ସବୁଠାରୁ ଚର୍ଚ୍ଚିତ ନାମମାନଙ୍କ ମଧ୍ୟରେ ଗଣା ହେଉଥିଲେ। ମାଲ୍ୟାଙ୍କ ଜୀବନ…