Latest Odisha News

BREAKING NEWS

Monthly Archives

June 2025

ବର୍ଷା ପୂର୍ବରୁ ଡ୍ରେନ୍‍ ସମସ୍ୟାର ହେବ ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର: ବର୍ଷା ପୂର୍ବରୁ ଡ୍ରେନ୍‍ ସମସ୍ୟାର ହେବ ସମାଧାନ। ସେହିଭଳି ଇସ୍କନରେ ବର୍ଷା ଜଳ ସମସ୍ୟାର ସମାଧାନ ପାଇଁ ଖୁବଶୀଘ୍ର ନିଆଯିବ ପଦକ୍ଷେପ। ଏନେଇ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର। ମନ୍ତ୍ରୀ କହିଛନ୍ତି ବର୍ଷା ଜଳ ନିଷ୍କାସନ…

ରଥଯାତ୍ରା ପୂର୍ବରୁ ୬ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ, ୬ଟି ବନ୍ଧୁକ ଜବତ

ପୁରୀ: ଆଉ ଦିନ କେଇଟା ପରେ ଅନୁଷ୍ଠିତ ହେବ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ତେବେ ସ୍ନାନ ଯାତ୍ରା ଓ ରଥଯାତ୍ରା ପାଇଁ ପ୍ରସ୍ତୁତ ରହିବେ ଆଣ୍ଟି କ୍ରାଇମ୍ ୟୁନିଟ୍ । ସାଧା ପୋଷାକରେ ଜଗିବେ, ଅପରାଧୀଙ୍କୁ ଧରିବେ ପୋଲିସ । ରଥଯାତ୍ରା ପାଇଁ ଅପରାଧ ନିୟନ୍ତ୍ରଣ ଅଭିଯାନ ଆରମ୍ଭ କଲା ପୁରୀ ପୋଲିସ ।…

ସାରା ଦେଶରେ AI ଶିକ୍ଷାର ହେବ ବିସ୍ତାର; ‘OpenAI ଏକାଡେମୀ ଇଣ୍ଡିଆ’ ହେଲା ଲଞ୍ଚ

ନୂଆଦିଲ୍ଲୀ:ଉନ୍ନତ ସ୍ତରର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ପାଠ୍ୟକ୍ରମ ଶିଖିବାର ଭାରତର ସ୍ୱପ୍ନ ହେବ ପୂରଣ । ChatGPTର ନିର୍ମାତା OpenAI ଜୁନ୍ ୬ତାରିଖରେ ଦେଶରେ OpenAI ଏକାଡେମୀ ଇଣ୍ଡିଆ ଆରମ୍ଭ କରିଛି। ଏହା AI ଶିକ୍ଷା ପ୍ଲାଟଫର୍ମର ପ୍ରଥମ ଆନ୍ତର୍ଜାତୀୟ ରୋଲଆଉଟ୍। ଯାହାକି ଏଆଇ…

କେବଳ ଚେନାବ୍ ନୁହେଁ, ହୋସ୍ ଉଡେଇଦେବ ଭାରତର ଏହି ସବୁ ବ୍ରିଜର ସୌନ୍ଦର୍ଯ୍ୟ ଆଉ ନିର୍ମାଣ ଶୈଳୀ…

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ ଏବଂ କାଶ୍ମୀରରେ ଚେନାବ ନଦୀ ଉପରେ ନିର୍ମିତ ବିଶ୍ୱର ସର୍ବୋଚ୍ଚ ରେଳ ସେତୁକୁ ଉଦଘାଟନ କରିଛନ୍ତି । ଚେନାବ ରେଳ ସେତୁ ନଦୀ ଶଯ୍ୟାରୁ ୩୫୯ ମିଟର ଉଚ୍ଚତାରେ ନିର୍ମିତ ହୋଇଛି, ଯାହା ଆଇଫେଲ୍ ଟାୱାର ଠାରୁ ୩୫ ମିଟର ଉଚ୍ଚ ଏବଂ କୁତୁବ…

ବିକଶିତ କୋଟିଆ ପାଇଁ ରାଜ୍ୟ ସରକାରଙ୍କ ମାଷ୍ଟର ପ୍ଲାନ୍‍

ଭୁବନେଶ୍ୱର: କୋଟିଆକୁ ବିକଶିତ କରିବା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର। ଏନେଇ ଆଜି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି। ଲୋକସେବା ଭବନରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠି ହେବ ବେଳେ ଏଥିରେ ବିଭିନ୍ନ ବିଭାଗର…

ସିଏମଓ ଅଫିସ ନାଁ କହି ଠକେଇ, ଇଞ୍ଜିନିୟରଙ୍କଠାରୁ ୨ ଲକ୍ଷ ଠକିନେଲେ ଦୁର୍ବୃତ୍ତ

ଭୁବନେଶ୍ୱର: ସିଏମଓ ଅଫିସ ନାଁ କହି ଠକେଇ। ଇଞ୍ଜିନିୟରଙ୍କଠାରୁ ୨ ଲକ୍ଷ ଠକିନେଲେ ଦୁର୍ବୃତ୍ତ । ଠକେଇ ଶିକାର ହୋଇଛନ୍ତି ଅନୁଗୁଳ ରାସ୍ତା ଓ କୋଠାବାଡି ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ପ୍ରତାପ ହରିପାଲ । ଜଣେ ବ୍ୟକ୍ତି ନିଜକୁ ସିଏମଓ ଅଫିସର କର୍ମଚାରୀ ପରିଚୟ ଦେଇ ୨ ଲକ୍ଷ ନଦେଲେ ତାଙ୍କୁ…

ଚେନାବ କେବଳ ଏକ ବ୍ରିଜ୍ ନୁହେଁ, ଏହା ଭାରତର ଶକ୍ତିର ପ୍ରତୀକ: ପ୍ରଧାନମନ୍ତ୍ରୀ

ଶ୍ରୀନଗର: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ମୋଦି ଆଜି ଜମ୍ମୁ ଓ କଶ୍ମୀର ଗସ୍ତରେ ଅଛନ୍ତି । ଏଠାରେ ସେ ବିଶ୍ୱର ଉଚ୍ଚତମ ଚେନାବ ବ୍ରିଜ, ଅଞ୍ଜି କେବୁଲ ବ୍ରିଜ୍ ଏବଂ କଟରା-ଶ୍ରୀନଗର ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଉଦଘାଟନ ପରେ, ପ୍ରଧାନମନ୍ତ୍ରୀ…

ଲକ୍ଷ ଲକ୍ଷ Android ୟୁଜର୍ସଙ୍କ ପାଇଁ ବିପଦ ! ଭାରତ ସରକାର ଜାରିକଲେ ଚେତାବନୀ

ନୂଆଦିଲ୍ଲୀ: ଭାରତ ସରକାର କୋଟି କୋଟି ଆଣ୍ଡ୍ରଏଡ୍‌ ବ୍ୟବହାରକାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଚେତାବନୀ ଜାରି କରିଛନ୍ତି। ଏହି ଚେତାବନୀ କ୍ୱାଲକମ୍‌ ଚିପସେଟ୍‌ରେ ଚାଲୁଥିବା ଡିଭାଇସଗୁଡ଼ିକ ପାଇଁ। ଭାରତୀୟ କମ୍ପ୍ୟୁଟର ଇମରଜେନ୍ସି ରେସପନ୍ସ ଟିମ୍‌ (CERT-In) ଏହି ଚେତାବନୀ ଜାରି…

ପାକିସ୍ତାନ ସହ ଯୁଦ୍ଧ ହେଲେ ଚିନାବ ବ୍ରିଜର ଭୂମିକା କଣ ରହିବ ? ବର୍ଡରଠୁ ମାତ୍ର ଏତିକି ଦୂର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜମ୍ମୁ ଓ କାଶ୍ମୀରରେ ନିର୍ମିତ ବିଶ୍ୱର ସବୁଠୁ ଉଚ୍ଚ ରେଳ ଆର୍କ ବ୍ରିଜ ‘ଚିନାବ ବ୍ରିଜ’ର ଉଦଘାଟନ କରିଛନ୍ତି। ଉଦଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ଏହି ବ୍ରିଜର ନିରୀକ୍ଷଣ କରିଥିଲେ। ଏହା ପରେ ଆଜିଠାରୁ କଟ୍ରାରୁ ସଙ୍ଗଲଦାନ ମଧ୍ୟରେ ୬୩…

ମସ୍କଙ୍କୁ ମହଙ୍ଗା ପଡିଲା ବନ୍ଧୁତାରୁ ଶତ୍ରୁତା: ଗୋଟିଏ ଦିନରେ ୧୫ ହଜାର କୋଟିରୁ ଅଧିକ କ୍ଷତି

ନୂଆଦିଲ୍ଲୀ: ଟେସଲା ସିଇଓ ଏଲୋନ୍ ମସ୍କ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବନ୍ଧୁତା ସମସ୍ତଙ୍କୁ ଜଣା । କିନ୍ତୁ ଏବେ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି । ଦୁହେଁଙ୍କ ମଧ୍ୟରେ ଏବେ ଆରମ୍ଭ ହୋଇଯାଇଛି ଶୀତଳ ଯୁଦ୍ଧ । କୁହାଯାଉଛି ଯେ ଏହି ତିକ୍ତତାର କାରଣ ହେଉଛି…