Face Unlock, ଫିଙ୍ଗରପ୍ରିଣ୍ଟ ନା Passcode? ସ୍ମାର୍ଟଫୋନକୁ ସବୁଠୁ ମଜବୁତ ସୁରକ୍ଷିତ କିଏ ରଖିଥାଏ
ଭୁବନେଶ୍ୱର: ଆପଣଙ୍କ ମୋବାଇଲ୍ ଡିଭାଇସ୍ କେତେ ସୁରକ୍ଷିତ ଏହା ଆପଣଙ୍କର ଅଥେଣ୍ଟିକେସନ୍ ପଦ୍ଧତି ଉପରେ ନିର୍ଭର କରେ। ବାୟୋମେଟ୍ରିକ୍ ଅନଲକ୍ ଅପ୍ସନ୍ର କାମ ହେଉଛି ସଠିକ୍ ବ୍ୟକ୍ତିଙ୍କୁ ଚିହ୍ନିବା ପରେ ଡିଭାଇସକୁ ଅନଲକ୍ କରିବା। କିନ୍ତୁ ଏହା ବୁଝିବା ଜରୁରୀ ଯେ କେଉଁ ପଦ୍ଧତି…