ରାଜ୍ୟର ୧୪ଟି ମେଡିକାଲ କଲେଜରେ ଖାଲିପଡିଛି ଏହି ସବୁ ପଦ…
କଟକ: ରାଜ୍ୟର ୧୪ଟି ମେଡିକାଲ କଲେଜରେ ବର୍ତ୍ତମାନ ୧୦୪ ପ୍ରଫେସର୍, ୩୪୦ ଆସୋସିଏଟ୍ ପ୍ରଫେସର୍ ଓ ୫୦୬ ଆସିଷ୍ଟାଣ୍ଟ ପ୍ରଫେସର୍ ପଦ ଖାଲିପଡ଼ିଛି । ଏହା ମଧ୍ୟରେ ରହିଛି କଟକ ବଡ଼ଡାକ୍ତରଖାନା । ଏଠାରେ ଅନେକ ଡାକ୍ତର, ନର୍ସ ଓ ପାରାମେଡିକାଲ ପଦବି ଖାଲି ପଡିଛି ।
ରାଜ୍ୟର ୧୪ଟି ମେଡିକାଲ…