Latest Odisha News

BREAKING NEWS

Monthly Archives

June 2025

ଭଦ୍ରକ ଓ ନବରଙ୍ଗପୁରକୁ ମିଳିଲା ନୂଆ ଏସପି

ଭୁବନେଶ୍ୱର: ଓଡ଼ିଶା ସରକାର ଗୁରୁବାର ଦିନ ଆଇପିଏସ ସ୍ତରରେ ଛୋଟ ଅଦଳବଦଳ କରିଛନ୍ତି। ତଦନୁଯାୟୀ ଦୁଇଟି ଜିଲ୍ଲା ପାଇଁ ଏସପିଙ୍କୁ ନିଯୁକ୍ତି ଦିଆଯାଇଛି। ଭଦ୍ରକ ଏସପି ଏମ.ସନ୍ଦୀପ ସମ୍ପତଙ୍କୁ ନବରଙ୍ଗପୁର ଏସପି ଭାବରେ ବଦଳି କରାଯାଇଛି। ସେହିପରି କେନ୍ଦୁଝରର ଅତିରିକ୍ତ ଏସପି ମନୋଜ କୁମାର…

ପିଏମ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନାରେ ୫୧୩ ରୁଫଟପ୍ ସୋଲାର ପ୍ଲାଣ୍ଟ ସ୍ଥାପିତ

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାରେ ଏକ ସୌର ବିପ୍ଳବର କ୍ରମଶଃ ସଫଳ ରୂପାୟନ ହେଉଛି, ଯାହା ଘରକୁ ଆଲୋକିତ କରିବା ସହ ଲୋକଙ୍କ ଅର୍ଥ ସଞ୍ଚୟରେ ସହାୟକ ହେଉଅଛି। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନାର ସଫଳ କାର୍ଯ୍ୟନ୍ଵୟନ ସହ ଉପଭୋକ୍ତାଙ୍କ ଘର ଛାତରେ ସୋଲାର ପ୍ୟାନେଲ ସ୍ଥାପନ କରି ବିଜୁଳି…

ପ୍ରେସ କାଉନସିଲ ଅଫ ଇଣ୍ଡିଆ ନାମ ବ୍ୟବହାରକୁ ବାରଣ

ଭୁବନେଶ୍ୱର: ପ୍ରେସ କାଉନସିଲ ଅଫ ଇଣ୍ଡିଆ ନାମ ବ୍ୟବହାରକୁ ବାରଣ। ନୂଆଦିଲ୍ଲୀସ୍ଥିତ ସୂଚନା ଭବନ ସିଜିଓ କମ୍ପେଲକ୍ସ, ଲୋଧି ରୋଡଠାରେ ପ୍ରେସ କାଉନସିଲର ସଚିବାଳୟ କାର୍ଯ୍ୟ କରୁଥିବା ବେଳେ ଏହାର କୌଣସି ରାଜ୍ୟ ଶାଖା ନାହିଁ ବୋଲି କୁହାଯାଇଛି। ଏହି ନାମରେ ନାମିତ ପ୍ରାଧିକୃତ ଶାଖା କୌଣସି…

ବେଙ୍ଗାଲୁରୁ ଦଳାଚକଟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ, ପୋଲିସ କମିଶନରଙ୍କ ସମେତ ଅନେକ ଅଧିକାରୀଙ୍କୁ ନିଲମ୍ବିତ

ବେଙ୍ଗାଲୁରୁ:ବେଙ୍ଗାଲୁରୁରେ IPL 2025 ବିଜୟର ଉତ୍ସବ ପାଳନ ବେଳେ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟାରେ ୧୧ ଜଣ ପ୍ରଶଂସକଙ୍କ ମୃତ୍ୟୁ ଘଟଣା । ଏହି ଘଟଣାରେ ରାଜ୍ୟ ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପୋଲିସର ଅବହେଳାକୁ ଦାୟୀ କରି ସରକାର ବେଙ୍ଗାଲୁରୁ ସିଟି ପୋଲିସ…

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ନାମ ହେବ ତେନ୍ଦୁଲକର-ଆଣ୍ଡରସନ ଟ୍ରଫି

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ର ରୋମାଂଚ ଶେଷ ହେବା ପରେ ଏବେ ଭାରତୀୟ କ୍ରିକେଟ ଟିମ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ ଇଂଲଣ୍ଡ ଗସ୍ତରେ ଯିବ । ଜୁନ ୨୦ରୁ ଏହି ସିରିଜ ଆରମ୍ଭ ହେବ । ପ୍ରାୟ ଏକ ଦଶନ୍ଧି ପରେ ରବିଚନ୍ଦ୍ରନ ଅଶ୍ୱୀନ, ରୋହିତ ଶର୍ମା, ବିରାଟ କୋହଲିଙ୍କ ଅନୁପସ୍ଥିତିରେ…

ବେଙ୍ଗାଲୁରୁରେ ଦଳାଚକଟା ଘଟଣା; ଆରସିବି ଓ କର୍ଣ୍ଣାଟକ କ୍ରିକେଟ ସଂଘ ବିରୋଧରେ ମାମଲା ରୁଜୁ 

ବେଙ୍ଗାଲୁରୁ: ଆଇପିଏଲରେ ଆରସିବି ଫାଇନାଲ ମ୍ୟାଚ୍ ଜିତିବା ଖୁସିରେ ବୁଧବାର ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ବହୁ ପରିମାଣ ରେ ପ୍ରଶଂସକ ବିଜୟ ଉତ୍ସବ ଦେଖିବାକୁ ଭିଡ ଜମାଇଥିଲେ। ଯାହା ଫଳରେ ଷ୍ଟାଡିୟମ୍ ବାହାରେ ଦଳାଚକଟା ଘଟି ୧୧ ଜଣଙ୍କର ମୃତ୍ୟୁ ହୋଇଥିବା  ବେଳେ ୩୩ ଜଣ ଆହତ…

ପ୍ରସ୍ତୁତ ହେଲା ଅମରନାଥ ଯାତ୍ରାର ‘ସୁରକ୍ଷା କବଚ’ ; ଯାତ୍ରାର ଅବଧି ୫୨ଦିନରୁ ୩୮ ଦିନକୁ ହ୍ରାସ

ନୂଆଦିଲ୍ଲୀ:ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଏଥର ଅମରନାଥ ଯାତ୍ରା ପାଇଁ 'ସୁରକ୍ଷା କବତ' ପ୍ରସ୍ତୁତ ହୋଇଛି । ଚଳିତ ବର୍ଷ ସୁରକ୍ଷା ଏଜେନ୍ସିଗୁଡ଼ିକ ଉଚ୍ଚ-ପ୍ରଯୁକ୍ତିବିଦ୍ୟା ସୁରକ୍ଷା ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥର ଯାତ୍ରା ସମୟରେ ମୋଟ ୫୮୧ କମ୍ପାନୀ ସୁରକ୍ଷା ବାହିନୀ ଡ୍ୟୁଟିରେ…

ଲୋକେଶଙ୍କ ସହ ସୁପରହୀରୋ ଫିଲ୍ମ କରିବେ ଅମୀର

ମୁମ୍ବାଇ: ଦୀର୍ଘ ଦିନର ବ୍ରେକ ପରେ ଅମୀର ଖାଁ ପୂନର୍ବାର ଅଭିନୟକୁ ଫେରିଛନ୍ତି । ଜୁନ ୨୦ରେ ତାଙ୍କର ସିତାରେ ଜମୀନ ପର ଫିଲ୍ମ ରିଲିଜ ହେଉଛି । ଏହାକୁ ସଫଳ କରିବା ପାଇଁ ଅମୀର ଜୋରସୋରରେ ପ୍ରଚାର ଓ ପ୍ରସାରରେ ଲାଗି ପଡିଛନ୍ତି । ଏହା ପରେ ସେ ଭାରତୀୟ ସିନେମାର ପିତାମହ ଭାବେ ପରିଚିତ ଦାଦା…

ଗଞ୍ଜାମରେ ୧୨ଟି ଶିଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଗଞ୍ଜାମର ଛତ୍ରପୁର ଠାରେ ମୋଟ ୧୨ଟି ଶିଳ୍ପ ପାଇଁ ୨୮ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ବ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ଗ୍ରୀନ ହାଇଡ୍ରୋଜେନ୍, କେମିକାଲ୍‍ସ ଓ ଅକ୍ଷୟ ଶକ୍ତି କ୍ଷେତ୍ରରେ…

ଗୋପାଳପୁର ଶିଳ୍ପ ପାର୍କରେ ୫ଟି ନୂଆ ଶିଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଟାଟା ଷ୍ଟିଲ ସ୍ପେସିଆଲ ଇକୋନୋମିକ୍ ଜୋନ୍ ଲିମିଟେଡ୍ (ଟିଏସ୍ଏସ୍ଇଜେଡ୍ଏଲ୍)ର ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କରେ (ଜିଆଇପି) ୫ଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଗଞ୍ଜାମ ଜିଲ୍ଲାରେ ଆୟୋଜିତ ଏହି ସମାରୋହରେ ମୁଖ୍ୟମନ୍ତ୍ରୀ…